ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଗିଲୋୟ ବହୁତ ଫଳପ୍ରଦ । ଇଏ ଆପଣଙ୍କୁ ବହୁତ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ । କରୋନା ଭାଇରସ ଠୁ ବଞ୍ଚିବା ପାଇଁ ଆପଣଙ୍କ ଭିତରେ ପ୍ରତିରୋଧକ ଶକ୍ତି ଥିବା ନିହାତି ଜରୁରୀ । ସେଥିପାଇଁ ଜରୁରୀ ଅଟେ କି ସବୁଦିନେ ଗିଲୋୟ ର ସେବନ କରିବା ନିହାତି ଆବଶ୍ୟକ । ଗିଲୋୟ ର ଜୁସ ନିୟମିତ ସେବନ କରିବା ଦ୍ଵାରା ଜ୍ଵର ,ଫ୍ଲୁ,ଡେଙ୍ଗୁ,ମଲେରିଆ ,ପେଟରେ କୃମି ହେବାର ସମସ୍ୟା, ଖରାପ ରକ୍ତ, ରକ୍ତ ଚାପ, ହାର୍ଟ ର ବିମାରି, ଟିବି, ପେଟ ରୋଗ, ମଧୁମେହ ଓ ସ୍କିନ ରୋଗରୁ ମୁକ୍ତି ମିଳିଥାଏ ।
ଏହି ରୋଗ ପାଇଁ ଫାଇଦା ଅଟେ

ଡାଇବେଟିଜ ର ଏମିତି ରୋଗୀ ଅଛନ୍ତି ଯେଉଁ ମାନଙ୍କୁ ଟାଇପ -୨ ଡାଇବେଟିଜ ସମସ୍ୟା ଅଛି ,ତାଙ୍କୁ ଗିଲୋୟ ର ସେବନ କରିବା ଦ୍ଵାରା ବହୁତ ଫାଇଦା ହୁଏ ।
ଗିଲୋୟ ର ନିୟମିତ ସେବନ ଦ୍ଵାରା ରେଉମେଟାଇଡ ଓ ଅର୍ଥରାଇଡସ ରୁ ମୁକ୍ତି ମିଳେ
ସବୁବେଳେ ରୋଗରେ ପୀଡିତ ରହିଲେ ଜାଣିବେ ଯେ ଆପଣଙ୍କ ଇମ୍ୟୁନିଟି ଶକ୍ତି କମ ଅଛି ,ଗିଲୋୟ ସୁସ୍ଥ କୋସିକା ଗୁଡିକର ଯତ୍ନ ନିଏ,ଓ ଶରୀରକୁ କ୍ଷତି କରୁଥିବା ଫ୍ରୀ ରେଡିକାଲ୍ସ ସହିତ ଲଢି ପ୍ରତିରୋଧ ଶକ୍ତି ବଢାଇ ଥାଏ ।

ଗିଲୋୟ ସେବନ କରିବା ଦ୍ଵାରା ଚିନ୍ତାରୁ ମୁକ୍ତି ମିଳିଥାଏ
ଯେଉଁ ମାନଙ୍କୁ କ୍ରୋନିକ ଫିଭର ହୋଇଥାଏ,ସେମାନଙ୍କ ପାଇଁ ଗିଲୋୟ ବହୁତ ଫାଇଦା ଦେଇଥାଏ । ଏହା ବ୍ଲଡ ପ୍ଲେଟଲେଟସ କୁ ବଢାଇବାରେ ଓ ଭୟଙ୍କର ରୋଗରୁ ସାହାଯ୍ୟ କରିଥାଏ । ଗିଲୋୟ ରେ ଏନ୍ଟି -ଇନଫ୍ଲ ମେଟ୍ରି ଗୁଣ ରହିଛି ।
ନିଶ୍ଵାସ ନେବାରେ କଷ୍ଟ ସମସ୍ୟା ଯେମିତି ଥଣ୍ଡା ଖାସୀ ,ଟନସିଲ୍ସ ,କଫ ଆଦି ଗିଲୋୟ ସେବନ କରିବା ଦ୍ଵାରା ବହତ ସହଜରେ ଭଲ ହୋଇଥାଏ ।

୨୦ML ରୁ ବେସୀ ନୁହେଁ :-
ଗିଲୋୟ ପତିରୋଧ ଶକ୍ତି ବଢାଇବାର ଜଡିବୁଟି ଅଟେ । କିନ୍ତୁ ଆୟୁର୍ବେଦ ଡକ୍ଟରଙ୍କ ଉପଦେଶ ବୀନା ସେବନ କରନ୍ତୁ ନହିଁ । ଦିନରେ ଗିଲୋୟ ର ୨୦ ଏମଏଲ ମାତ୍ରାର ସେବନ କରିପାରିବେ । ଯଦି ଗିଲୋୟ ର ଜୁସ ସେବନ କରୁଛନ୍ତି ଟ ୨୦ ଏମଏଲ ରୁ ବେସୀ ନୁହେଁ ।
ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।