ଗୋଟିଏ ବୁଢୀର ୧୨ଟି ପୁଅ, ୧୨ ପୁଅଙ୍କର ପାଞ୍ଚ ପାଞ୍ଚଟି ପୁଅ, ପରିବାରରେ ୬୦ ଲୋକ! ଏମାନେ କିଏ? ଏହା ସହ ଆହୁରି 9 GK Questions & Answers

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ ।

ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ । ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

Image Courtesy: Google

୧. କେଉଁ ଜୀବ ଖାଦ୍ଯ ଖାଏ ନାହିଁ କିମ୍ବା ପାଣି ପିଏ ନାହିଁ ?

ଉତ୍ତର : ନିର୍ଜୀବ

୨. ତାହା କଣ ଯେଉଁଠାରୁ ଆପଣ ସବୁ ନେଇ ଯିବେ ତଥାପି କିଛି ରହିଯିବ ?

ଉତ୍ତର : ସବୁକିଛି

୩. ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ?

ଉତ୍ତର : କୁକୁଡାର ହେବ

୪. ମୁଁ ଲେଖାପଢା କାମରେ ଆସେ କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ । ମୁଁ କିଏ ?

ଉତ୍ତର : ଚଷମା

Image Courtesy: Google

୫. ଜଣେ ବ୍ୟକ୍ତି ୩୦ ଦିନ ନଶୋଇ କେମିତି ବଂଚିପାରିବ ?

ଉତ୍ତର : ଦିନରେ ଶୋଇବାର ଆବଶ୍ୟକତା ନାହିଁ ।

୬. ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?

ଉତ୍ତର : ଆପଣଙ୍କ ଘୁଙ୍ଘୁଡି

୭. କଳା ଘୋଡା ଧଳା ଚଢାଳି ଜଣଙ୍କ ପ୍ପାରେ ଆଉ ଜଣଙ୍କ ପାଳି ଏହାର ଉତର କଣ ?

ଉତ୍ତର : ତାୱା ଏବଂ ରୋଟି

Image Courtesy: Google

୮. ଗୋଟିଏ ବୁଢୀର ୧୨ଟି ପୁଅ । ୧୨ ପୁଅଙ୍କର ପାଂଚ ପାଂଚଟି ପୁଅ । ପରିବାରର ୬୦ ଲୋକ, କାଚଘରେ କରନ୍ତି ବାସ ? ଏହାର ଉତର କଣ ?

ଉତ୍ତର : ଘଣ୍ଟା

୯. ଜଣେ ଚୋର ବନ୍ଧୁକ ଦେଖାଇ ବ୍ଯାଙ୍କ ମ୍ୟାନେଜରଙ୍କୁ ଲକରର ପାସୱାର୍ଡ ପଚାରିଲା । ବ୍ଯାଙ୍କ ମୟାନେଜର ଭୟରେ କହିଦେଲେ ଲକରର ପାସୱାର୍ଡ ସବୁବେଳେ ଚେଞ୍ଜ ହୋଇଥାଏ । ଚୋର ବୁଦ୍ଧିମାନ ଥିଲା ଏବଂ ଚୋରି କରିବାରେ ସଫଳ ହେଲା । କେମିତି ?

ଉତ୍ତର : ପାସୱାର୍ଡ ଚେଞ୍ଜ ଥିଲା ।

୧୦. ନଦୀ ଅଛି କିନ୍ତୁ ପାଣି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ, ସହର ଅଛି କିନ୍ତୁ ଘର ନାହିଁ, ତାହା କେଉଁ ସ୍ଥାନ ?

ଉତ୍ତର : ମାନଚିତ୍ର ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *