ଆମ୍ବର ୫ଟି ପତ୍ର ଏବଂ ୧ଟି ଚାନ୍ଦିର ମୁଦ୍ରା ଆପଣଙ୍କୁ କରିପାରିବ ଧନି, ଜାଣନ୍ତୁ ମାତା ଲକ୍ଷ୍ମୀଙ୍କ ଏହି ଉପାୟ ବିଷୟରେ

ତେବେ ଆଜିକା ସମୟରେ ସମସ୍ତଙ୍କୁ ଧନ ଦରକାର ହୋଇଥାଏ, ଧନ ପ୍ରାପ୍ତ କରିବା ପାଇଁ ଲୋକ ବହୁତ ଉପାୟ ମଧ୍ୟ କରିଥାନ୍ତି । ଆଜିକା ସମୟରେ ସମସ୍ତଙ୍କୁ ଏହି ଟଙ୍କା ଆବଶ୍ୟକତା ଅଟେ କାହିଁକିନା ସାମାନ୍ୟ ଦୈନିକ ଜୀବନ ଜିନିଷ ଏତେ ଟଙ୍କା ହୋଇଯାଇଛି ଯାହା ପାଇଁ ଟଙ୍କା ଦରକାର ଅଟେ । ଧନ ପ୍ରାପ୍ତ କରିବା ପାଇଁ ପରିଶ୍ରମ ଏବଂ ଗୁଣ ସହ ଭାଗ୍ୟ ହବା ବହୁତ ଆବଶ୍ୟକ ଅଟେ । ଏହା ପକେଟରେ ରହିଲେ ଲୋକ ଆତ୍ମବିଶ୍ଵାସ ଆପେ ବଢିଥାଏ, ଧନର ମାତା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପ୍ରକାର ଉପାୟ କରା ଯାଇଥାଏ ।

Image Courtesy: Google

ତେବେ ଆପଣ ମଧ୍ୟ ଏହି କଥା ଜାଣିଥିବେ ଯେ ଆପଣଙ୍କ ଭଳି ହଜାର ହଜାର ଲୋକ ମାତା ଲକ୍ଷ୍ମୀଙ୍କୁ ଧନ ମାଗି ଥାନ୍ତି, ତେବେ ଏମିତିକା ସ୍ଥିତି ରେ ଆପଣଙ୍କୁ ସମସ୍ତଙ୍କ ଆଗରେ ରହିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବିଶେଷ ଦୁର୍ଲଭ ଉପାୟ ଆଣିଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ଶୁକ୍ରବାର ଦିନ ସବୁ କାମ ସାରି ସ୍ନାନ କରନ୍ତୁ ଏହା ପରେ ସଫା ହଳଦିଆ ବସ୍ତ୍ର ଧାରଣ କରନ୍ତୁ, ଏହା ପରେ ମାତା ଲକ୍ଷ୍ମୀଙ୍କ ଆଗରେ ଗୋଟେ ନାଲି କପଡା ବିଛେଇ ଦିଅନ୍ତୁ, ଏହା ଉପରେ ୫ଟି ଆମ୍ବ ପତ୍ର ରଖନ୍ତୁ, ଏହା ସହ ଗୋଟେ ଚାନ୍ଦି ମୁଦ୍ରିକା ମଧ୍ୟ ଆମ୍ବ ପତ୍ର ଉପରେ ରଖି ଦିଅନ୍ତୁ ।

Image Courtesy: Google

ଯଦି ଆପଣ ଚାନ୍ଦି ମୁଦ୍ରିକା କିଣି ପାରିବେ ନାହିଁ ତେବେ ଆପଣ ସାମାନ୍ୟ ଟଙ୍କା ମଧ୍ୟ ବ୍ୟବହାର କରି ପାରନ୍ତି । ଏହା ପରେ ଆପଣ ମାତା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପ ପ୍ରଜ୍ଵଳନ କରନ୍ତୁ, ଏହା ପରେ ମାତାଙ୍କ ଆରତି କରନ୍ତୁହାତ ଯୋଡି ମାତାଙ୍କୁ ପ୍ରଣାମ କରନ୍ତୁ, ମାତା ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ କରିବେ ଏବଂ ଆପଣଙ୍କ ମନୋକାମନା ପୂର୍ଣ କରିବେ । ଏଥର ଗୋଟେ କଳା ସୂତା ନିଅନ୍ତୁ ଓ ଏହା ଭିତରେ ୫ଟି ଆମ୍ବ ପତ୍ର ଗୁନ୍ଥି ଦିଅନ୍ତୁ, ତେବେ ପ୍ରତି ପତ୍ର ଗୁନଥିଲା ବେଳେ ଏହି ମନ୍ତ୍ର ଜାପ କରନ୍ତୁ, ମହାଲକ୍ଷ୍ମୀ ଚ ୱିଦ୍ମହେ, ୱିଷ୍ଣୁପତ୍ନୀ ଚ ଧୀମହି, ତନ୍ନୋ ଲକ୍ଷ୍ମୀ: ପ୍ରଚୋଦଯାତ୍ ।

Image Courtesy: Google

ଏହି ଆମ୍ବ ପତ୍ର ଦ୍ଵାରା ବଣା ଯାଇଥିବା ମାଳକୁ ଘର ମେନ କବାଟ ରେ ଲଗେଇ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ବାସ ହୋଇଥାଏ ଏବଂ ନକାରାତମାକ ଊର୍ଜା ଦୂର ହୋଇଥାଏ । ଏହି ଆମ୍ବ ପତ୍ର ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଆକର୍ଷିତ ହୋଇଥାନ୍ତି ଏବଂ ପ୍ରବେଶ କରନ୍ତି ଯାହା ଫଳ ସ୍ୱରୂପ ଆପଣଙ୍କ ଘର ସବୁ ପ୍ରକାର ଦରିଦ୍ରତା ଦୂର ହୋଇଥାଏ ଆପଣ ଯେଉଁ ଚାନ୍ଦି ମୁଦ୍ରିକା ପୂଜା ରେ ବ୍ୟବହାର କରିଥିଲେ ଏହାକୁ ନିଜ ତିଜୋରି ବା ଅନ୍ୟ ଟଙ୍କା ଗହଣା ରଖୁଥିବା ଜାଗାରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *