ଏହି ଝିଅମାନଙ୍କୁ କେବେ ବି ମିଳେନି ସମ୍ପୂର୍ଣ ସୁଖ, ସର୍ବଦା ରୁହନ୍ତି ସ୍ଵାମୀ ଠାରୁ ଦୂରେଇ

ହିନ୍ଦୁ ଧର୍ମ ଅନୁଯାଇ ଘର ଝିଅ ବା ବୋହୁକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଏ, ତେବେ ଏହି କଥା ପୂର୍ଣ ରୂପରେ ସତ୍ୟ ଅଟେ । ଘରେ ଝିଅର ବାସ ହବା ଅର୍ଥ ଘରେ ମାତା ଲକ୍ଷ୍ମୀଙ୍କ ସାକ୍ଷାତ ପ୍ରବେଶ ହବା, ତେବେ ଝିଅ ପୁଅ ଠାରୁ ଅଧିକ ସୁଖ ଏବଂ ସମୃଦ୍ଧି ଘରେ ଦେଇଥାନ୍ତି, ଝିଅମାନେ ଦୁଇ ପରିବାର ସୁଖ ଦୁଖ ନେଇ ଚାଲନ୍ତି । ତେବେ ଯେତେବେଳେ ଆମ ଘର ଝିଅ ବିବାହ ପରେ ଅନ୍ୟ କାହା ଘରେ ପ୍ରବେଶ କରନ୍ତି ଠିକ ସେମିତି ଅନ୍ୟ କାହା ଝିଅ ଆସି ଆମ ଘର ସମ୍ଭାଳି ଥାନ୍ତି । ଏହା ଦ୍ଵାରା ଆମ ଘରେ ମାତା ଲକ୍ଷ୍ମୀଙ୍କ ବାସ ସବୁବେଳେ ରହିଥାଏ ।

ତେବେ କିଛି ବିବାହିତ ଜୀବନ ବହୁତ କଷ୍ଟକର ଏବଂ ଝଗଡା ହୋଇଥାଏ କାହିଁକିନା ସ୍ଵାମୀ ସ୍ତ୍ରୀଙ୍କର କଥା ମାନନ୍ତି ନାହିଁ ଏବଂ ତାଙ୍କ ଇଛା ଏବଂ ଭାବନା ବୁଝନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ନା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ଵାମୀଙ୍କ ସହ ଜୀବନ ସଠିକ ଭାବରେ ବିତେଇ ପାରନ୍ତି ନାହିଁ ।

K ଅକ୍ଷର ଝିଅ :

ଏହି ନାମ ଝିଅଙ୍କ ଜୀବନରେ ସବୁବେଳେ କିଛି ନା କିଛି ଖରାପ ଚାଲିଥାଏ କାହିଁକିନା ଯେବେ ବି ତାଙ୍କ ସ୍ଵାମୀ ତାଙ୍କୁ କିଛି ନଜଣେଇ କିଛି କାମ କେରନ୍ତି ତେବେ ସେ ରାଗି ଯାଆନ୍ତି ଓ ଝଗଡା କରନ୍ତି । ନିଜ ସ୍ଵଭାବ ଏହି କାରଣ ପାଇଁ K ଅକ୍ଷର ଝିଅମାନେ କେବେ ଖୁସି ରେ ରୁହନ୍ତି ନାହିଁ ଓ ସବୁବେଳେ ହଇରାଣ ହୁଅନ୍ତି । ସବୁବେଳେ ସ୍ଵାମୀ ଉପରେ ସନ୍ଦେହ କରିବା ଆରମ୍ଭ କରିଦିଅନ୍ତି । ତାଙ୍କଠାରୁ ଦୂରେଇ ରୁହନ୍ତି କାହିଁକି ନା ସେ ଚାହନ୍ତି ତାଙ୍କ ସ୍ଵାମୀ ମାନେ ତାଙ୍କ ମନ କଥା ବୁଝନ୍ତୁ ।

P ଅକ୍ଷର ଝିଅ :

ଦୈନିକ ଜୀବନ କାମ କରିବା ସେତିକି ଆବଶ୍ୟକ ଅଟେ ଯେମିତି ନିଶ୍ଵାସ ନବା ଏବଂ ଭଲ ପାଇବା କିନ୍ତୁ ଏହି ଅକ୍ଷର ନା ମହିଳାମାନେ ଏହି କଥା ବୁଝନ୍ତି ନାହିଁ ଓ ଘରେ ରୁଷି ଯାଇ ବସନ୍ତି ଯାହା ଦ୍ଵାରା ଘରେ ଝଗଡା ହୋଇଥାଏ ଏବଂ ଜୀବନ ରାଗ ରୁଷା ରେ କଟି ଯାଇଥାଏ । ଏମାନେ ବହୁତ ଅବୁଝ ହୋଇଥାନ୍ତି, ପ୍ରତ୍ୟକ କଥାରେ ଜିଦ କରନ୍ତି ଓ ତାହା ପୂରଣ ନ ହେବା ପର୍ଯ୍ୟନ୍ତ ଏମାନେ ଚୁପ ହୋଇ ବସନ୍ତି କାହା କଥା ଶୁଣନ୍ତି ନାହିଁ ।

Leave a Reply

Your email address will not be published. Required fields are marked *