ଗୋଟେ ରାତିରେ ହିଁ ଭଲ ହେବେ ଆଁଠୁଗଣ୍ଠି ବିନ୍ଧା, ବାସ କରନ୍ତୁ ଏହି ଛୋଟ ଉପାୟ- Health Tips

ବନ୍ଧୁଗଣ ଆଜିକାଲି ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ସାଧାରଣ ସମସ୍ଯା ହୋଇ ଗଲାଣି । ଯାହା ଫଳରେ ବଡ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କର ଆଁଠୁ ଗଣ୍ଠି ବିନ୍ଧା ହେଉଛି । ଆଁଠୁ ଗଣ୍ଠି ବିନ୍ଧା ହେବାର ଅନେକ କାରଣ ରହିଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଆଁଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ସହଜ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ସମସ୍ୟାକୁ ସବୁ ଦିନ ପାଇଁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ ।

ଏହି ଉପଚାର ତିଆରି କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ପିଆଜ । ଯଦି ଆପଣଙ୍କର ଗୋଟିଏ ଆଁଠୁ ବିନ୍ଧା ହେଉଛି ତେବେ ଗୋଟିଏ ପିଆଜ ଓ ଦୁଇଟିଯାକ ଆଁଠୁ ବିନ୍ଧା ହେଉଥିଲେ ଦୁଇଟି ପିଆଜ ର ପ୍ରୟୋଗ କରନ୍ତୁ । ପ୍ରଥମେ ପିଜାର ଚୋପା ଛଢାଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ପିଆଜକୁ ଛେଚି ଦିଅନ୍ତୁ । ଏହା ପରେ ଏକ ଚାମଚ ମେଥି ପାଉଡର ଆଡ କରନ୍ତୁ ।

ତୃତୀୟ ରେ ଆଡ କାରଣରୁ ଏକ ଚାମଚ ସୁଣ୍ଠି ପାଉଡର ଯାହା ଆପଣଙ୍କୁ ସହଜରେ ଦୋକାନରୁ ମିଳିଯିବ । ସୁଣ୍ଠି ଆଣି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ଆଡ କରନ୍ତୁ ହଳଦୀ ଗୁଣ୍ଡ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ପରେ ଶେଷ ସାମଗ୍ରୀର ଆବଶ୍ୟକତା ରହିଛି ଏକ ଚାମଚ ଜଡା ତେଲ । ଏବେ ଆପଣ ଏହି ସବୁ ସାମଗ୍ରୀର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଆପଣଙ୍କୁ ଆବଶ୍ୟକତା ପଡିବ ଗହମ ଅଟା । ଏଥିପାଇଁ ୪ ଚାମଚ ଗହମ ଅଟା ଆବଶ୍ୟକ ରହିଛି । ଏହା ପରେ ଯେମିତି ଅଟା ଗୁଳା ପ୍ରସ୍ତୁତ କରନ୍ତି ଠିକ ସେମିତି ଅଟା ଗୁଳା ପ୍ରସ୍ତୁତ କରନ୍ତୁ । ପ୍ରଥମେ ଆପଣ ଗ୍ଯାସରେ ଏକ ତାୱା ବସାନ୍ତୁ । ଏହ ପରେ ହାତରେ ତେଲ ଲଗାନ୍ତୁ ଯେପରି ଅଟା ଆପଣଙ୍କ ହାତରେ ନ ଲାଗେ । ଏହା ପରେ ହାତରେ ଅଟା ଗୁଳାକୁ ରୋଟି କରି ଏହାକୁ ତାୱାରେ ପକାନ୍ତୁ ।

ଏହା ପରେ ପ୍ରସ୍ତୁତ ହୋଇଥିବା ପେଷ୍ଟ କୁ ଗରମ କରନ୍ତୁ । ଏବେ ସଂପୂର୍ଣ୍ଣ ଭାବେ ଉପଚାର ପ୍ରସ୍ତୁତ ହୋଇ ଯାଇଛି । ପ୍ରଥମେ ଆପଣ ଏହି ମିଶ୍ରଣ କୁ ହାତରେ ନେଇ ପିଠା ଭଳି କରନ୍ତୁ । ଏହା ପରେ ଯେଉଁ ଠାରେ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ହେଉଛି ସେଠାରେ ଏହି ମିଶ୍ରଣ କୁ ଲଗାନ୍ତୁ ।

ଏହା ପରେ ପୂର୍ବ ରୁ ପ୍ରସ୍ତୁତ କରି ରଖିଥିବା ରୁଟିକୁ ଆପଣ ତାହା ଉପରେ ଲଗେଇ ଦିଅନ୍ତୁ । ଏହିପରି ଭାବେ ରାତିରେ ଶୋଇବା ପୂର୍ବ ରୁ ଏହାକୁ ଲଗେଇ ଦେବା ପରେ ସୂତା କପଡା ସାହାଜ୍ଯ ରେ ବାନ୍ଧି ଦିଅନ୍ତୁ । ଏହାର ପ୍ରୟୋଗ ମାତ୍ର ୧୫ ଦିନ କରି ଦେଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *