ପିମ୍ପୁଡି ଆପଣଙ୍କୁ କରିପାରେ କୋଟିପତି, ଘରେ ଦେଖାଗଲେ ପିମ୍ପୁଡି ବାସ କରନ୍ତୁ ଏହି କାମ, ତା ପରେ ଦେଖନ୍ତୁ ଚମତ୍କାର- Vaastu Tips

ଆମ ଘର ମାନଙ୍କରେ ପିମ୍ପୁଡି ଦେଖାଯିବା ସାଧାରଣ କଥା ଅଟେ । ଏଥିପାଇଁ ଆମେ ମାନେ ପିମ୍ପୁଡିକୁ ବାହାର କରିବା ପାଇଁ ଅନେକ ପ୍ରକାରର ଉପାୟ କରିଥାଉ । କିନ୍ତୁ ଏହାର ଆଗମନ ଦ୍ଵାରା ଆମକୁ କିଛି ଶୁଭ ସଂକେତ ମିଳିଥାଏ ଏହା ଖୁବ କମ ଲୋକେ ଜଣାଇଥାନ୍ତି । କିନ୍ତୁ ପିମ୍ପୁଡି କେଉଁ ରଙ୍ଗର ହୋଇଥାଏ ଏହା ଧ୍ୟାନ ରଖିଲେ ଜାଣିହୁଏ ଏହା କେଉଁ ପ୍ରକାର ସଂକେତ ଦେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପିମ୍ପୁଡି ଦ୍ଵାରା କେଉଁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ନ୍ଘାରେ ନାଲି ରଙ୍ଗର ପିନପୁଡି ବାହାରୁଛନ୍ତି ତେବେ ନିଜ ସହ ସେ କରଜ ନେଇ ଆସିବାର ସଂକେତ ଦେଇଥାଏ । ଆପଣଙ୍କ ଉପରେ ବିପଦ ଆସିବାର ସୂଚନା ମିଳିଥାଏ । କିଛି ଲୋକେ ନାଲି ପିମ୍ପୁଡି ଘରେ ଦେଖିଲେ ତାକୁ ମାରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆପଣ ମାନେ ପିମ୍ପୁଡିକୁ ନ ମାରି ଅନ୍ୟ କୌଣସି ଉପାୟରେ ଘରୁ ବାହାର କରନ୍ତୁ ।

ନଚେତ ଅନେକ ସମସ୍ଯା ଉତ୍ପନ ହୋଇପାରେ । କାରଣ ସେମାନେ ଅଶୁଭର ପ୍ରତୀକ ହୋଇ ନ ଥାନ୍ତି । ନାଲି ରଙ୍ଗର ପିମ୍ପୁଡି ଆପଣଙ୍କୁ କରଜରୁ ମୁକ୍ତି ଦେଇ ପାରିବେ । ଯେତେବେଳେ ଆପଣଙ୍କ ଘରେ ନାଲି ରଙ୍ଗର ପିମ୍ପୁଡି ବାହାରୁଛନ୍ତି ସେହି ସମୟରେ ଲେମ୍ବୁ ନେଇ ଏହାର ଦୁଇ ଫାଳ କରି ପିମ୍ପୁଡି ବାହାରୁଥିବା ଜାଗାରେ ଦୁଇ ଦିଗରେ ରଖି ଦିଅନ୍ତୁ ।

ଏମିତି କରିବା ଦ୍ଵାରା ପିମ୍ପୁଡି ମାନେ ସେଠାରୁ ଚାଲି ଯିବେ ଓ ଆପଣଙ୍କର ସବୁ କରଜ ଚିନ୍ତା ମଧ୍ୟ ଦୂରେଇ ଯିବା । ଲେମ୍ବୁ ସ୍ଥାନ ରେ ଆପଣ ତେଜପତ୍ର ବା ଲବଙ୍ଗ ପକାଇ ପାରିବେ । ଯଦି ଆପଣଙ୍କ ଘର ଭିତରକୁ କଳା ପିମ୍ପୁଡି ଆସୁଛି ବା ବାହାରୁଛି ତେବେ ଏହା ଶୁଭ ସଂକେତ ଅଟେ । ଯଦି କଳା ପିମ୍ପୁଡି ନିଜ ସହ ଧଳା ଜିନିଷ ନେଇ ଧାଡି କରି ଯାଉଛନ୍ତି ତେବେ ଏହା ଶୁଭ ସଂକେତ ଅଟେ ।

ଯଦି ଆପଣଙ୍କର କୌଣସି କାମ ଅଧୁରା ରହି ଯାଇଛି ତେବେ ଏହି କ୍ଷେତ୍ର ରେ ଆପଣ କଳା ପିମ୍ପୁଡି ଥିବା ଜାଗାରେ ଅଟା ଓ ଚିନି ମିଶ୍ରଣ କରି ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସବୁ କାମ ସୁଚାରୁରୂପେ ପୁରା ହେବ ।

ତେବେ ପିମ୍ପୁଡି ମାନେ ଆପଣଙ୍କୁ ଏହି ଭଳି ଭାବେ ଆଗାମୀ ଭବିଷ୍ୟତ ବିଷୟରେ ପୂର୍ବରୁ ସୂଚନା ଦେଇଥାନ୍ତି । ଯାହା ବୁଝିବା ଆମର ନିହାତି ଆବଶ୍ୟକ ଅଟେ । ତେଣୁ ଏହି ୨ଟି ଉପାୟ କରି ଆମେ ଜାଣି ପାରିବା କୁ ନାଲି ବା କଳା ପିମ୍ପୁଡି ଘରେ ରହିଲେ କେଉଁ ଭଳି ସଂକେତ ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *