ତେଜପତ୍ର ଦୁନିଆ ର ଏମିତି ଗୋଟେ ମସଲା ଯାହା ସୁଗନ୍ଧ ଏବଂ ସ୍ଵାଦ ପାଇଁ ଖାଇବାରେ ବ୍ୟବହାର କରା ଯାଏ ତେବେ ତେଜପତ୍ର କେବଳ ସ୍ଵାଦ ପାଇଁ ନୁହ ଏହାର ଲାଭକାରୀ ଗୁଣ ପାଇଁ ମଧ୍ୟ ଆମ ଖାଦ୍ୟରେ ବ୍ୟବହାର କରା ଯାଏ ତେଜପତ୍ରରେ ବହୁତ ପ୍ରକାର ଏଞ୍ଜାଇମ ହୋଇଥାନ୍ତି ଯାହା କଡାରୁ କଡା ଖାଦ୍ଯ ପାଚନ କରିବାରେ ପାଚନ କ୍ରିୟାକୁ ସାହାଜ୍ଯ କରିଥାନ୍ତି । ତେଜପତ୍ର ସେବନ କରିବା ଦ୍ଵାରା ଆପଣଙ୍କ ସବୁ ପ୍ରକାର ପେଟ ସମସ୍ଯା ସମାପ୍ତ ହୋଇଥାଏ ।
ତେଜପତ୍ର ଦେଖିବା ପାଇଁ ଯେତେ ସାଧାରଣ ହୋଇଥାଏ ଏହାର ଲାଭ ସେତିକି ଅଧିକ ହୋଇଥାଏ ତେବେ ତେଜପତ୍ରରେ ଏନ୍ଟିବ୍ୟାକଟେରିଅଲ ଗୁଣ ହୋଇଥାଏ ଯାହା ଦ୍ଵାରା ଚେସ୍ଟ ଇନଫେକସନ ଯେମିତିକି କାସ, ଥଣ୍ଡା, ଆସ୍ଥମା ଓ ଅଲଗା ଇନଫେକସନ ଭଲ ହୋଇଥାଏ ।

କେବଳ ଥରେ ନିଜ ଘରେ ନିଜ ରୁମରେ ଗୋଟେ ତେଜପତ୍ର ପୋଡିକି ଦେଖନ୍ତୁ କିନ୍ତୁ ମନେ ରଖନ୍ତୁ ଏହାକୁ ଜୋର ନିଆରେ ପୋଡନ୍ତୁ ନାହିଁ ଏହାର ପ୍ରଭାବ ରହିବ ନାହିଁ, ତେବେ ପତ୍ରକୁ ଆହିସ୍ତା ପୋଡନ୍ତୁ ଓ ରୁମ ବନ୍ଦ କରି କିଛି ସମୟ ପାଇଁ ଛାଡି ଦିଅନ୍ତୁ ଏହା ପରେ କିଛି ସମୟ ପରେ ଆପଣ ନିଜ ରୁମକୁ ଯାଅନ୍ତୁ ଦେଖିବେ ଆପଣଙ୍କୁ କିଛି ବଦଳିଗଲା ପରି ଲାଗିବ ଏହା ଛଡା ଆପଣଙ୍କ ରୁମ କିଛି ଭିନ୍ନ ସୁଗନ୍ଧିତ ପରି ଲାଗିବ ।

କିଛି ସମୟ ନିଜ ରୁମରେ ବସନ୍ତୁ ଓ ନିଶ୍ଵାସ ଜୋର ଜୋର ନିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଆରାମ ଅନୁଭବ ହବ, ତେଜପତ୍ର ଦ୍ଵାରା ଘର ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ ଏବଂ ସକାରାତ୍ମକ ଊର୍ଜା ବାସ କରିଥାଏ ଯାହା ଦ୍ଵାରା ଘରେ ସବୁ କିଛି ବହୁତ ଭଲ ହୋଇଥାଏ । ଏହା ଛଡା ତେଜପତ୍ର ଦ୍ଵାରା ଘର କକରୋଚ ମଧ୍ୟ ଘର ଛାଡି ପଳାଇ ଥାନ୍ତି, ତେଜପତ୍ର ଧୂଆଁ କକରୋଚ ମାନଙ୍କ ପାଇଁ ବିଷ ପରି ହୋଇଥାଏ ଏହି ସୁଗନ୍ଧ ପାଇବା ମାତ୍ରେ କକରୋଚ ଘର ଛାଡି ପଳାନ୍ତି ।

ଯଦି ଆପଣଙ୍କ ଘରେ କକରୋଚ ବା ଅନ୍ୟ କୀଟ ଅଧିକ ହୋଇଯାଇଛନ୍ତି ତେବେ ତେଜପତ୍ର ଏହାର ଏକମାତ୍ର ଉପାୟ ଅଟେ, ଏହା ଆପଣଙ୍କ ଛୁଆ ବା ପୋସା ପଶୁ ମାନଙ୍କ ପାଇଁ ହାନିକାରକ ହୋଇନଥାଏ ଓ ଏହା ଆପଣାଙ୍କ ଘରୁ କୀଟ ଏବଂ କକରୋଚ ଭଳି କୀଟାଣୁ ମାନଙ୍କୁ ଘର ବାହାରକୁ କରିଥାଏ ।
ତେବେ ଆଜି ଏହି ଉପାୟ ନିଜ ଘରେ ଅବଶ୍ୟ କରନ୍ତୁ ଓ ଏହାର ପରିଣାମ ନିଜ ଆଖିରେ ଦେଖନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।