ଗୋଟେ ଥରକ ଲିଭରରୁ ସବୁ ଅସନା ସଫା କରିଥାଏ ଏହି ଯୁସ, କେବେ ହବ ନାହିଁ କ୍ୟାନ୍ସର ଓ ଲିଭର ରୋଗ

ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ମଣିଷ ଖାଇବା ପିଇବାରେ ସବୁଠାରୁ ଅଧିକା ଅବହେଳା କରିଥାଏ । ଅଧାରୁ ଅଧିକା ଲୋକ ଚିନ୍ତାରେ ରୁହନ୍ତି କି କିପରି ପଇସା କମେଇବେ ଓ ସେଇ ଲୋକ ଏତେ ଚିନ୍ତାରେ ରୁହନ୍ତି କି ସେମାନେ ନିଜ ସ୍ୱାସ୍ଥର ଅବସ୍ଥା ବି ଅଣଦେଖା କରିଥାନ୍ତି ।  ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଅଭ୍ୟାସ ସକାଶେ ଆସିବା ଦିନ ଠାରୁ ବହୁତ ସାରା ରୋଗର ସମସ୍ୟାରେ ପଡିଥାନ୍ତି । କେତେ ବେଳେ ଏହି ସମସ୍ୟାଗୁଡିକ ଏତେ ଭୟାନକ ହୋଇଥାଏ କି ଏହାର ଚିକିତ୍ସା କରିବା ସମ୍ଭବପର ହୋଇପାରେ ନାହିଁ ।

Image Courtesy: Google

ଆପଣଙ୍କ କହି ଦେଉଛୁ କି ଯଦି କୌଣସି ବ୍ୟକ୍ତି ନିଜର ଖାଇବା ଓ ପିଇବାକୁ ଧ୍ୟାନରେ ରଖେ ତେବେ ତାକୁ ତା ଜୀବନ ବଞ୍ଚିବାରେ ସହଜ ହୋଇଥାଏ । ଓ ଭବିଷ୍ୟତରେ କୌଣସି ଜିନିଷର ଅସୁବିଧା ହୁଏନାହିଁ । ସେମିତି ଆମେ ଆପଣଙ୍କୁ କହି ରଖୁଛୁ ଯେ ଅଧିକାଂଶ ଲୋକ ପେଟ ଜନୀତ ରୋଗରେ ପିଡିତ ରହୁଛନ୍ତି ।ଯେଉଁ ଥିରେ ଅଧିକାଂଶ ଗ୍ୟାସ୍ , ଅପଚୟ ଆଦି ସମସ୍ୟା ଆସିଥାଏ । ଏହାର ନିରାକରଣ ପାଇଁ ଅଧିକାଂଶ ଲୋକ ବିଦେଶୀ ଔଷଧ ପ୍ରୟୋଗ କରିଥାନ୍ତି , କିନ୍ତୁ ସେଇ ଔଷଧ କିଛି ସମୟ ପାଇଁ ତ ଆରାମ ଦେଇଥାଏ କିନ୍ତୁ ପରେ ତାହା ସ୍ୱାସ୍ଥ ପାଇଁ ବହୁତ ଖରାପ ହୋଇଥାଏ ।

Image Courtesy: Google

କ୍ୟାନ୍ସର ଓ ଲିଭର୍ ଭଳି ରୋଗରୁ ମିଳିବ ମୁକ୍ତି

ତେବେ ଆମେ ଆପଣଙ୍କୁ କହି ଦେଉଛୁ କି ଲିଭର୍ କୁ ସଫା ରଖିବା ଓ ସୁସ୍ଥ ରଖିବା ପାଇଁ ଆୟୁର୍ବେଦରେ ଏମିତି ଉପାୟ କୁହାଯାଇଛି କି ଯାହା ଏହି ସମସ୍ୟାକୁ ଦୂର କରିପାରିବ । ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଲିଭର୍ ରେ ଥିବା ମଇଳାକୁ ସଫା କରିଦେବ । ଓ ଲିଭର୍ ରେ ଥିବା ଟକ୍ସିନ୍ କୁ ବାହାର କରିଦେବ । ଏହାପାଇଁ ଆପଣଙ୍କୁ କିଛି ଉପାୟକୁ ଅନୁସରଣ କରିବାକୁ ହେବ ଯାହା ଦ୍ୱାରା ଏହା କାମ କରିପାରିବ । ଏହାପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କୁ ୭ ଦିନ ପାଇଁ ବାହାର ଜଙ୍କ୍ ଫୁଡ୍ କୁ ଖାଇବା ବନ୍ଦ କରିବାକୁ ହେବ । ଓ ଖାଦ୍ୟ ଖାଇବା ସମୟରେ ଅଧା ପେଟ ସାଲାଡ୍ ଓ ସବୁଜ ପରିବାରେ ଭରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲିଭର୍ ରୁ ଅଧିକାରୁ ଅଧିକା ଟକ୍ସିନ୍ ବାହାର କରିବାକୁ ସମର୍ଥ ହୋଇଥାଏ ।

Image Courtesy: Google

ବନେଇବା ପ୍ରଣାଳୀ : ଲାଉକୁ ଛେଲି ଦିଅନ୍ତୁ ଓ ସେଥିରେ ଧନିଆଁକୁ ମିଶାଇ ଗ୍ରାଇଣ୍ତିଙ୍ଗ୍ କରିଦିଅନ୍ତୁ ଓ ତାର ଜୁସ୍ ବାହାର କରିଦିଅନ୍ତୁ ଓ ଏହାର ମାତ୍ରା ର ପରିମାଣ ୧ ଗ୍ଲାସ୍ ହେବା ଜରୁରୀ । ଏହି ଜୁସ୍ ରେ ଗୋଟେ ଚାମଚ ହଳଦୀ, ଗୋଟେ ଚାମଚ କଳା ଲୁଣ, ଗୋଟେ ଚାମଚ ଲେମ୍ବୁର ରସ ଓ ୩୦ ମିଲି ଗିଲୋୟ ସେହି ଜୁସ୍ ରେ ମିଶ୍ରଣ କରନ୍ତୁ । ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *