ବଲିଊଡ ଅଭିନେତା ଗୋବିନ୍ଦା କରିଲେ ଦ୍ବିତୀୟ ବିବାହ- ୪୯ ବର୍ଷ ବୟସରେ କାହିଁକି ନେଲେ ଏମିତି ନିଷ୍ପତ୍ତି ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଅଭିନେତା ଗୋବିନ୍ଦାଙ୍କ ଦ୍ଵିତୀୟ ବିବାହ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ବଲିଉଡ ସୁପରଷ୍ଟାର ଗୋବିନ୍ଦା ନିଜର ଅଭିନୟ ଓ ନାଚ ପାଇଁ ବହୁତ ଲୋକପ୍ରିୟ । ସେ ନିଜର ଅଭିନୟ ଜରିଆରେ ବହୁତ ଲୋକଙ୍କ ମନ କିଣି ପାରିଛନ୍ତି । ସେ ଅଧିକାଂଶ କମେଡି ଫିଲ୍ମ ହିଁ କରନ୍ତି । ଏବଂ ଦର୍ଶକ ମଧ୍ୟ ଏହାକୁ ବହୁତ ପସନ୍ଦ କରନ୍ତି । ତେବେ ଆଜି ଆମେ ତାଙ୍କ ଦ୍ଵିତୀୟ ବିବାହକୁ ନେଇ କିଛି କହିବାକୁ ଯାଉଛୁ । ଦର୍ଶକ ମାନଙ୍କ ମଧ୍ୟରେ ଏବେ ଖୁବ ଚର୍ଚ୍ଚାର ବିଷୟ ହେଉଛି ଗୋବିନ୍ଦା ଙ୍କ ଦ୍ଵିତୀୟ ବିବାହ ।

ତେବେ କଣ ଏହାର ସତ୍ୟାତା ସେ ବିଷୟରେ ସେ ନିଜେ ‘ଆପ୍ କି ଅଦାଲତ’ ‘ସୋ’ରେ କହିଛନ୍ତି । ପ୍ରକୃତ ଘଟଣା ହେଲା ତାଙ୍କର ମା’ ଚାହୁଁଥିଲେ କି ସେ ୪୯ ବର୍ଷ ବୟସରେ ଦ୍ଵିତୀୟ ବିବାହ କରନ୍ତୁ । ସେଥିପାଇଁ ସେ ଏହି ଦ୍ଵିତୀୟ ବିବାହ କରିଥିଲେ ।

କିନ୍ତୁ ଆଉ କେଉଁ ଝିଅକୁ ନୁହେଁ ବରଂ ତାଙ୍କ ସ୍ତ୍ରୀ ସୁନିତାଙ୍କୁ ହିଁ ସେ ଦ୍ଵିତୀୟ ଥର ବିବାହ କରିଥିଲେ । ଏହି ବିବାହକୁ ନେଇ ସେ ଖୁବ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେ କହିଲେ କି ସେ ପ୍ରଥମ ଦେଖାରେ ସୁନିତାଙ୍କୁ ନିଜ ମନ ଦେଇ ବସିଥିଲେ । ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ତାଙ୍କୁ ସେହିଭଳି ଭଲ ପାଉଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *