ଗୁଜୁରାତି ର ଔଷଧୀୟ ଗୁଣ । ଜାଣନ୍ତୁ ଗୁଜୁରାତି ସେବନ ଦ୍ଵାରା କେଉଁ କେଉଁ ମାରାତ୍ମକ ରୋଗ ଦୁର ହୋଇଥାଏ ?

ବନ୍ଧୁଗଣ ଗୁଜୁରାତି କୁ ଲୋକ ମାନେ ମାଉସ ଫ୍ରେସନର ବା ଖାଦ୍ୟ ର ଟେଷ୍ଟ ବଢାଇବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସାଧାରଣରେ ଦେଖା ଯାଉଥିବା ଗୁଜୁରାତି ରେ କଣ ସବୁ ଔଷଧୀୟ ଗୁଣ ରହିଥାଏ । ଗୁଜୁରାତି କୁ କ୍ଷୀର ସହ ସେବନ କରିବା ଦ୍ଵାରା ଚମତ୍କାରୀ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ର କିଛି ଔଷଧୀୟ ଗୁଣ ବିଷୟରେ ବିସ୍ତାର ଭାବେ ।

1- ଗ୍ଯାସ, ଏସିଡିଟି, କୋଷ୍ଠ କାଠିନ୍ଯ ସମସ୍ଯା ଥିଲେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ 2ଟି ଗୁଜୁରାତି କୁ ଗୁଣ୍ଡ କରି ଏହାର ପାଉଡର ଗରମ ପାଣିରେ ମିଶାଇ ସେବନ କରନ୍ତୁ ।

2- ଗୁଜୁରାତି ରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିତାମଣି-ବି1, ସି ରହିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ 2ଟି ଗୁଜୁରାତି ଗୁଣ୍ଡ ସହ ଗରମ ପାଣିରେ ମିଶାଇ ସେବନ କରିଲେ ଓଜନ ହ୍ରାସ ପାଇଥାଏ ।

3- ଆଜିକାଲି ପରିପକ୍ଵ ସେବନ ଓ ଫାଷ୍ଟ ଫୁଡର ସେବନ କାରଣରୁ କେଶ ଝଡିବା ସମସ୍ଯା ବଢିବାରେ ଲାଗିଛି । କେଶ କୁ ପ୍ରାକୃତିକ ଉପାୟରେ କଳା କରିବା ପାଇଁ ଗୁଜୁରାତି ର ସେବନ କରିବା ଉଚିତ । ପ୍ରତିଦିନ କ୍ଷୀର ରେ ରାତିରେ ଗୁଜୁରାତି ଗୁଣ୍ଡ ପକାଇ ସେବନ କରିଲେ କେଶ କୁ ଭିତରୁ ମଜବୁତ କରିଥାଏ । ଏହା ଛଡା ରୂପୀ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

 

4- ସୁସ୍ଥ ଜୀବନ ପାଇଁ ରକ୍ତ ସଂଚାଳନ ହେବ ଜରୁରୀ ଅଟେ । କାରଣ ରକ୍ତ ମାଧ୍ୟମରେ ପୋଷାକ ତତ୍ତ୍ଵ ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପାଖରେ ପହଞ୍ଚିଥାଏ । ରକ୍ତ ସଂଚାଳନ ଠିକ ନ ଥିଲେ ପ୍ରତିଦିନ କ୍ଷୀର ବା ଉଷୁମ ପାଣି ସହ ଗୁଜୁରାତି ଗୁଣ୍ଡ ର ସେବନ କରିଲେ ରକ୍ତ ସଫା ହୁଏ ଓ ରକ୍ତ ସଂଚାଳନ ହୁଏ । ଯାହା ଦ୍ଵାରା ସ୍କିନରେ ଗ୍ଲୋ ଆସିଥାଏ ।

5- ଗୁଜୁରାତି ପୁରୁଷ ଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପୁରୁଷ ଙ୍କ ଥରେ ଶୂକ୍ରାଣୁ ସଂଖ୍ୟା ହ୍ରାସ ହେବା କାରଣରୁ ନାନା ସମସ୍ଯା ଦେଖାଯାଏ । ସନ୍ତାନ ପ୍ରାପ୍ତି ରେ ସମସ୍ଯା ଆସିଥାଏ । ଗୁଜୁରାତି ଗୁଣ୍ଡ କୁ କ୍ଷୀର ବା ଉଷୁମ ପାଣି ସହ ମିଶାଇ ସେବନ କରିଲେ ଶୂକ୍ରାଣୁ ସଂଖ୍ୟା ବଢିଥାଏ ।

6- ବର୍ତ୍ତମାନ ଡିଜିଟାଲ ଯୁଗରେ ଅନିଦ୍ରା ସମସ୍ଯା ବଡ କାରଣ ସାଜିଛି । ଅଧିକାଂଶ ଲୋକ ମୋବାଇଲ ବା ଲ୍ୟାପଟପର ବ୍ୟବହାର କରିବା ଯୋଗୁ ମନ ସାନ୍ତ ହୋଇପାରେ ନାହିଁ । ଯାହା କାରଣରୁ ଅନିଦ୍ରା ସମସ୍ଯା ଦେଖାଯାଏ । ଉଷୁମ ପାଣି ବା କ୍ଷୀର ସହ ଗୁଜୁରାତି ଗୁଣ୍ଡ ମିଶି ସେବନ କରିଲେ ମସ୍ତିସ୍କ ସାନ୍ତ ହୋଇଥାଏ ଓ ଉତ୍ତମ ନିଦ୍ରା ହୋଇଥାଏ ।

7- ଯେଉଁ ଲୋକଙ୍କୁ ଶ୍ଵାସ ସମସ୍ଯା ଥାଏ ବା ଆଜମା ଥାଏ ସେମାନେ ରାତିରେ ଉଷୁମ ପାଣିରେ ଗୁଜୁରାତି ପାଉଡର ପକାଇ ସେବନ କରିଲେ ଏହା ଦୂର ହୁଏ ।

8- ପରିସ୍ରା ସମସ୍ଯା ବା ବାରମ୍ବାର ପରିସ୍ରା ହେଉଥାଏ ତେବେ ଗୁଜୁରାତିର ସେବନ କରିବା ଉଚିତ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *