GK – ଏମିତି କଣ ଯାହା ମେ ରେ ଅଛି କିନ୍ତୁ ଡିସେମ୍ବରରେ ନୁହେଁ ନିଆଁ ରେ ଅଛି କିନ୍ତୁ ପାଣିରେ ନାହିଁ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- ତାହା ଏମିତି କେଉଁ ଜିନିଷ ଯିଏ ଚାଲୁ ଚାଲୁ ଯଦି ଥକିଯାଏ ତେବେ ତାହାର ବେକ କାଟି ଦେଲେ ସେ ପୁଣି ଚାଲିବା ଆରମ୍ଭ କରି ଦିଏ ?

ଉତ୍ତର- ପେନସିଲ ।

2- ଏମିତି କଣ ଅଛି ଯାହା ଆପଣଙ୍କ ଶୋଇବା ପରେ ତଳକୁ ଖସିଯାଏ ଓ ଆପଣ ଉଠିଗଲେ ତାହା ଉଠି ଯାଇଥାଏ ?

ଉତ୍ତର- ଆଖି ର ପଲକ ।

3- ଏମିତି କଣ ଜିନିଷ ଅଛି ଯାହା ଯେତେ ଅଧିକ ବଢିଥାଏ ସେତେବେ ଅଧିକ କମିଥାଏ ?

ଉତ୍ତର- ବୟସ ।

4- ଏମିତି କେଉଁ ଜିନିଷ ଅଛି ଯିଏ ପିଲା କୁ ଯବାନ ଓ ଯବାନ କୁ ବୁଢା ବନାଇ ଦିଏ ?

ଉତ୍ତର- ବୟସ ।

5- ଏମିତି କଣ ଯାହା ଆପଣ ଥରେ ଖାଇବା ପରେ ଆଉ ଥରେ ଖାଇବାକୁ ଇଚ୍ଛା କରନ୍ତିନି ତଥାପି ଖାଇବାକୁ ପଡିଥାଏ ?

ଉତ୍ତର- ଧୋକା ।

6- ଜଣେ ବ୍ୟକ୍ତି ନିଜ ଜୀବନରେ ସବୁଠୁ ଅଧିକ କଣ ଶୁଣିଥାଏ ?

ଉତ୍ତର- ନିଜ ନାଁ ।

7- କେଉଁ ଡ୍ରାଇଭର ଯାହାର ଲାଇସେନ୍ସ ର ଜରୁରତ ପଡେନି ?

ଉତ୍ତର- ସ୍କୃଡ୍ରାଇଭର ।

8- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନାହିଁ ତଥାପି ସେ ଉଡିଥାଏ ?

ଉତ୍ତର- ଗୁଡି ।

9- ଏମିତି କଣ ଅଛି ଯାହା ଆମ ପାଖରେ ଅଛି କିନ୍ତୁ ଆମେ ତାହାକୁ ଦେଖିପାରି ନ ଥାଉ କି ଧରିପାରି ନ ଥାଉ ?

ଉତ୍ତର- ଛାଇ ।

10- ଏମିତି କଣ ଯାହା ଆପଣଙ୍କୁ କିଛି ବି କହିଲେ ଭାଙ୍ଗିଯାଏ ?

ଉତ୍ତର- ଚୁପ ରହିବା ।

11- ସେ ରାତିରେ ଅଛି କିନ୍ତୁ ଦିନରେ ନୁହେଁ ତଳେ ଅଛି କିନ୍ତୁ ଉପରେ ନୁହେଁ କୁହ ତାହା କଣ ?

ଉତ୍ତର- ଅନ୍ଧାର ।

12- ଏମିତି କେଉଁ କଢ ଅଛି ଯିଏ ବାହାରେ ଖେଲେ ନାହିଁ କିନ୍ତୁ କାନ୍ଥରେ ମିଳିଥାଏ ?

ଉତ୍ତର- ଝିଟିପିଟି ।

13- ନା ଖାଦ୍ୟ ଖାଇଥାଏ ନା ଦରମା ନେଇଥାଏ ତଥାପି ଜଗୁଆଳି କରେ ସେ କିଏ ?

ଉତ୍ତର- ତାଲା ।

14- ଏମିତି କଣ ଯାହା ମେ ରେ ଅଛି କିନ୍ତୁ ଡିସେମ୍ବରରେ ନୁହେଁ ନିଆଁ ରେ ଅଛି କିନ୍ତୁ ପାଣିରେ ନାହିଁ ?

ଉତ୍ତର- ଗରମ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *