ମାଛ ଖାଇବା ପରେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ, ହୋଇପାରେ ଗଂଭୀର ବିମାରୀ ଜିବନ ବି ଯାଇପାରେ…

ମାଛ ଖାଇଲା ପରେ ଏହି ଜିନିଷକୁ ଭୁଲ କରି ବି ଖାଇବେ ଖାଇବେ ନାହିଁ ! ବନ୍ଧୁଗଣ ନିରାମିଷ ଖାଉଥିବା ଲୋକଙ୍କୁ ଛାଡି ଦେଇ ପ୍ରାୟ ସବୁ ଲୋକ ମାଛ, ମାଂସ ଆଦି ଆମିଷ ଖାଦ୍ୟ ପଦାର୍ଥର ସେବନ କରିଥାନ୍ତି । ତେଣୁ ଯେଉଁ ମାନେ ମାଛ ଖାଇବାକୁ ପସନ୍ଦ କରନ୍ତି । ଅର୍ଥାତ ଯେଉଁ ମାନେ ମାଛର ସେବନ କରିଥାନ୍ତି । ସେମାନେ ଏହି କଥାକୁ ନିଜ ଧ୍ୟାନରେ ଅବଶ୍ୟ ରଖିବା ଉଚିତ । ନଚେତ ସେମାନଙ୍କୁ ଗମ୍ଭୀର ସ୍ଵାସ୍ଥ ସମସ୍ଯାର ସମ୍ମୁଖୀନ ହୋଇପାରନ୍ତି ।

ମାଛରେ ଏପରି ଅନେକ ପୋଷକ ତତ୍ଵ ତଥା ଭିଟାମିନ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ । ସେତିକି ମଧ୍ୟ ମାଛ ଖାଇବା ଦ୍ଵାରା ଶରୀରକୁ ଏହାର ସ୍ଵାସ୍ଥଗତ ଫାଇଦା ମିଳିପାରିଥାଏ । ଭିନ୍ନ ଭିନ୍ନ ମାଛରେ ବିଭିନ୍ନ ପ୍ରକାର ଅଲଗା ଅଲଗା ପୋଷକ ତତ୍ଵ ଭରି ହୋଇ ରହିଥାନ୍ତି । ମାଛ ଖାଇବା ଦ୍ଵାରା ଚୁଟି ମଧ୍ୟ ମୋଟା, କଳା ଓ ଘନ ହୋଇଥାଏ । ତେବେ ସେମାନଙ୍କ ଆଖି ବି ବହୁତ ସୁନ୍ଦର ଦେଖାଯାଇଥାଏ ।

ହେଲେ ଯେଉଁ ମାନେ ବି ମାଛର ସେବନ କରୁଥାନ୍ତି । ସେମାନେ ମାଛ ସେବନ କରିବା ସମୟରେ କ୍ଷୀରର ସେବନ କରନ୍ତୁ ନାହିଁ । ଅର୍ଥାତ ମାଛ ଖାଇବାର 24 ଘଣ୍ଟା ପୂର୍ବରୁ ଓ ପରେ କ୍ଷୀରର ଆଦ୍ୱ ମଧ୍ୟ ସେବନ କରନ୍ତୁ ନାହିଁ । ଏହା ସ୍ଵାସ୍ଥ ପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । ଯଦି ମାଛ ଖାଇଥିବାର କିଛି ସମୟ ଭିତରେ ହିଁ ବ୍ୟକ୍ତି କ୍ଷୀରର ସେବନ କରିଥାନ୍ତି ।

ତେବେ ଏହି 2 ଟି ଜକ ଖାଦ୍ୟ ପଦାର୍ଥ ଶରୀରରେ ମିଶି କ୍ଷତିକାରକ ପ୍ରଭାବ ସୃଷ୍ଟି କରି ଆଲରଜି ସମସ୍ଯା ସୃଷ୍ଟି କରିଥାନ୍ତି । ଯାହା ଫଳରେ ଚେହେରା ତଥା ଧୀରେ ଧୀରେ କରି ସଂପୂର୍ଣ୍ଣ ଶରୀରରେ ଧଳା ଧଳା ଦାଗ ମାଡିଯାଇଥାଏ । ଯାହା ବ୍ୟକ୍ତିର ସ୍କିନକୁ ଖରାପ ଓ ଅସୁନ୍ଦର କରିଦିଏ ।

ତେଣୁ କ୍ଷୀର ଓ ମାଛର ସେବନ ଗୋଟିଏ ସମୟରେ କି ତାହାର ପାଖପାଖି ସମୟ ମଧ୍ୟରେ କରନ୍ତୁ ନାହିଁ । ମାଛ ଖାଇବା ସମୟରେ ଦହି ଆଦି ଏହିସବୁ କ୍ଷୀର ଜାତୀୟ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । କାରଣ କ୍ଷୀର ଜାତୀୟ ଖାଦ୍ୟ ପଦାର୍ଥ ଶରୀରକୁ ଥଣ୍ଡା କରିବା ବେଳେ ମାଛ ଶରୀରକୁ ଗରମ କରିଥାଏ । ତେବେ ଉଭୟ ଯାକର ମିଶ୍ରଣ ଶରୀର ପାଇଁ ହାନୀକାରକ ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏଥିସହ ଆଗକୁ ଏହିଭଳି ପୋଷ୍ଟ ପହିବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *