Home remedy; – ପାଚିଯାଇଥିବା ଧଳା କେଶକୁ ମୂଳରୁ କରନ୍ତୁ କଳା ! ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ…

ବନ୍ଧୁଗଣ ବର୍ତ୍ତମାନର ଭୁଲ ଖାଦ୍ୟପେୟ ଓ ଖରାପ ଜୀବନଶୈଳୀ ଯୋଗୁ ତାହାର କୁ-ପ୍ରଭାବ ସେମାନଙ୍କ ଉପରେ ପଡୁଛି । ବିଶେଷ କରି ଏହିସବୁ ଖରାପ ପ୍ରଭାବ ବ୍ୟକ୍ତିର ଚୁଟି ଉପରେ ମଧ୍ୟ ପଡୁଛି । ଯାହା ଦ୍ଵାରା ଅଳ୍ପ ବର୍ଷ ବୟସରୁ ଚୁଟି ଧଳା ହେବାକୁ ଲାଗୁଛି । ଏପରିକି ପରିବେଶର ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି । ଯେ ତାହାର କୁ ପ୍ରଭାବ ବି ଛୁଟୁ ଉପରେ ପଡୁଛି । ତେବେ ବର୍ତ୍ତମାନ ସମୟରେ ବହୁତ ହିଁ କମ୍ ବର୍ଷ ବୟସରୁ ଚୁଟି ପଚିଯିବା ଏକ ବହୁତ ବଡ ସମସ୍ଯା ପାଲଟିଛି ।

ତେବେ ଏହି ସମସ୍ଯାରୁ ମୁକୁଳିବା ପାଇଁ ଆପଣଙ୍କୁ ଆମେ ବହୁତ ଭଲ ଘରୋଇ ରେମିଡି ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରୟୋଗ ନିଜ କେଶରେ କରିବା ଦ୍ଵାରା କେଶ ମୂଳରୁ ଗୋଟି ଗୋଟି କରି କଳା ହେବାକୁ ଲାଗିବ । ଏହି ରେମିଡିଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ମେଥିଦାନାର ଅବଶ୍ୟକତା ପଡିବ । ମେଥିର ସହାୟତାରେ ଆପଣ ନିଜର ଧଳା ହୋଇଯାଇଥିବା କେଶକୁ ମୂଳରୁ କଳା କରିପାରିବେ । ଆପଣ କିଛି ମେଥି ଆଣି ତାହାକୁ ଭଲ ଭାବେ ପେଷିକି ରଖି ଦିଅନ୍ତୁ ।

ଦିତୀୟରେ ଆପଣଙ୍କୁ ଏକ ପିଆଜର ଆବଶ୍ୟକତା ପଡିବ । ପିଆଜରେ ଏପରି ପୋଷକ ତତ୍ଵ ରହିଥାଏ । ଯାହାକି ପ୍ରାକୃତିକ ଉପାୟରେ କେଶକୁ କଳା କରିବା ସହ ସେଥିରେ ଚମକ ପ୍ରଦାନ କରିଥାଏ । ତାପରେ ସେହି ପିଆଜକୁ ଗ୍ରାଣ୍ଡିଂ କରି ତାହାର ଭଲ ଭାବେ ରସ ବାହାର କରିଦିଅନ୍ତୁ । ତାପରେ ଆପଣ ହେୟାର ପାଇଁ ରେମିଡି ପ୍ରସ୍ତୁତ କରିବାକୁ ହେଲେ ।

ପ୍ରଥମେ ଏକ ବାଉଲରେ 4 ରୁ 5 ଚାମଚ ପିଆଜ ରସ ରଖନ୍ତୁ । ତାପରେ ସେଥିରେ 1 ଚାମଚ ମେଥି ଗୁଣ୍ଡର ଆଡ୍ କରନ୍ତୁ । ତାପରେ ସେଥିରେ 3 ରୁ 4 ଚାମଚ ନଡିଆ ତେଲର ଆଡ୍ କରନ୍ତୁ । ନଡିଆ ତେଲର ଉପକାରୀତା ଆମ କେଶ ପାଇଁ କେତେ ଅଧିକ ରହିଛି ତାହା ତ ଆପଣ ମାନେ ଜାଣିଛନ୍ତି ।

ତାପରେ ସେହି ମିଶ୍ରଣକୁ ଭଲ ଭାବେ ମିଶାଇ ରେମିଡିଟି ସଂପୂର୍ଣ୍ଣ କରନ୍ତୁ । ଯେତେବେଳେ ଏହାକୁ ଆପଣ ବ୍ୟବହାର କରିବେ ସେତେବେଳେ 30 ମିନିଟ ପର୍ଯ୍ୟନ୍ତ ଏହାକୁ ଖରାରେ ରଖି ସାରି ତାପରେ ନିଜ କେଶରେ ପ୍ରୟୋଗ କରିବେ । ଆପଣ ଚାହିଁଲେ କୌଣସି କାଚ ବୋତଲରେ ଏହାକୁ ଷ୍ଟୋର କରି ରଖିପାରିବେ ।

ଏହି ରେମିଡିକୁ ଆପଣ ନିଜ କେଶରେ ଲଗାଇ 1 ଘଣ୍ଟା ପର୍ଯ୍ୟନ୍ତ ନିଜ କେଶରେ ତାହାକୁ ଲାଗି ରହିବାକୁ ଦିଅନ୍ତୁ । ତାପରେ କୌଣସି ଭଲ ସାମ୍ପୁ ସହାୟତାରେ ନିଜର କେଶକୁ ଧୋଇ ଦିଅନ୍ତୁ । ସପ୍ତାହକୁ 2 ରୁ 3 ଥର ଏହାକୁ ଆପଣ କରିପାରିବେ । 1 ରୁ 2 ମାସ ପର୍ଯ୍ୟନ୍ତ ଏହାର ବ୍ୟବହାର ଦ୍ଵାରା କେଶ କଳା, ଲମ୍ବା ଓ ସୁନ୍ଦର ହୋଇଯିବ । ପୋଷ୍ଟଟି ବନ୍ଧୁଗଣ ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *