ଘରେ ଲାଫିଙ୍ଗ ବୁଦ୍ଧଙ୍କୁ ସ୍ଥାପନା କରିବାର ରହିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଅନେକ ଫାଇଦା ! Laughing buddha

ବନ୍ଧୁଗଣ ଲାଫିଙ୍ଗ ବୁଦ୍ଧକୁ ନେଇ ଅନେକ କଥା ପ୍ରଚଳିତ ଅଛି । ତେବେ ଲାଫିଙ୍ଗ ବୁଦ୍ଧକୁ ଘରକୁ ଆଣିବା ଦ୍ଵାରା ତାହାର ବହୁତ ଫାଇଦା ରହିଥାଏ ବୋଲି ମାନାଯାଇଥାଏ । ତେବେ ପ୍ରକୃତରେ କଣ ଲାଫିଙ୍ଗ ବୁଦ୍ଧକୁ ଘରକୁ ଆଣିବା ଦ୍ଵାରା ଘରେ ସୁଖ, ଶାନ୍ତିର ମାହୋଲ ଦେଖାଯାଇଥାଏ । ଘରର ସମୃଦ୍ଧି ଅଧିକ ହୋଇଥାଏ । ତେବେ ଲାଫିଙ୍ଗ ବୁଦ୍ଧକୁ ଘରେ ରଖିବାର ଫାଇଦା ସବୁ ଜାଣନ୍ତୁ । ଆର୍ଥିକ ସମ୍ପର୍ଣ୍ଣତା ଓ ସଫଳତା ପାଇଁ ଘରେ ଘରେ ଲାଫିଙ୍ଗ ବୁଦ୍ଧ ରଖାଯାଇଥାଏ ।

କାରଣ ବୁଦ୍ଧଙ୍କର ହସ ହସ ଚେହେରାକୁ ସୁଖ ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଘରେମ ଦୋକାନ, ଅଫିସ କିମ୍ବା ନିଜର କାର୍ଯ୍ୟ ସ୍ତଳରେ ଲୋକମାନେ ଲାଫିଙ୍ଗ ବୁଦ୍ଧକୁ ଆଣି ସ୍ଥାପନ କରିଥାନ୍ତି । ବନ୍ଧୁଗଣ ମାନ୍ୟତା ଅନୁସାରେ କୁହନ୍ତି । ଯେ ଘରେ କିମ୍ବା କାର୍ଯ୍ୟସ୍ତଳରେ ଯଦି ଆପଣ ଲାଫିଙ୍ଗ ବୁଦ୍ଧକୁ ଆଣି ରଖୁଛନ୍ତି । ତେବେ ଆପଣଙ୍କ ସେହି ସ୍ଥାନରେ ଅର୍ଥର ନିହାତି ଭାବେ ଆଗମନ ହେବ ।

ଏପରିକି ଲାଫିଙ୍ଗ ବୁଦ୍ଧର୍ଙ୍କାର ହସ ହସ ଚେହେରା ଦେଖିଲେ ବ୍ୟକ୍ତିର ସବୁବେଳେ ପ୍ରସନ୍ନ ରହିଥାଏ । ମନ ପ୍ରଫୁଲ୍ଲିତ ରହିବା ଦ୍ଵାରା ବ୍ୟକ୍ତିର ସମସ୍ତ କାର୍ଯ୍ୟରେ ମନ ଲାଗିଥାଏ । ଯଦି କୌଣସି ବ୍ୟକ୍ତି ନିଜର କୌଣସି ମଧ୍ୟ କାର୍ଯ୍ୟକୁ ସଠିକ ଭାବେ କରି ଦେଖେଇବ । ତେବେ ସେହି ବ୍ୟକ୍ତି ଖୁବ କମ ଦିନରେ ସଫଳତା ମଧ୍ୟ ଲାଇଫରେ ହାସିଲ କରିପାରିବ ।

ଏଥିସହ ଲାଫିଙ୍ଗ ବୁଦ୍ଧଙ୍କର ମୋଟା ପେଟକୁ ବି ସମୃଦ୍ଧର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ତେଣୁ ଏହା ଘରର ସମୃଦ୍ଦକୁ ଆହୁରି ଗୁଣ ବଢାଇ ଦେଇଥାଏ । ବୁଦ୍ଧଙ୍କର ପେଟକୁ ଛୁଇଁବା ଦ୍ଵାରା ଅନେକ ଶୁଭ ହୋଇଥାଏ ବୋଲି ଏପରି କିଛି ନିୟମ ଚୀନରେ ପ୍ରଚଳିତ ଅଛି। ଯେଉଁ ମାନେ ନିଜ ଘରେ ଆଣି ଲାଫିଙ୍ଗ ବୁଦ୍ଧଙ୍କର ସ୍ଥାପନା କରିଥାନ୍ତି ।

ସେମାନଙ୍କ ଘରେ ସକାରାତ୍ମକ ଏନର୍ଜିର ସଂଚାର ଘଟିଥାଏ । ଯାହାକି ଘରର ସଂପୂର୍ଣ୍ଣ ବାତାବରଣ ଉପରେ ଅନୁକୂଳ ତଥା ଶୁଭ ପ୍ରଭାବ ପକାଇଥାଏ । ଲାଫିଙ୍ଗ ବୁଦ୍ଧକୁ ଘରର ମୁଖ୍ୟଦ୍ଵାର ପାଖ ସ୍ଥାନରେ ରଖନ୍ତୁ । ଯାହା ଦ୍ଵାରା ଘରକୁ ଆସୁଥିବା ଲୋକଙ୍କର ନଜର ତାହା ଉପରେ ପଡିବ ।

ଖାଇବା, ଶୋଇବା କି ରୋଷେଇ ଘରେ ଏହାକୁ ରଖନ୍ତୁ ନାହିଁ । ଲାଫିଙ୍ଗ ବୁଦ୍ଧକୁ ତଳେ ନରଖି କୌଣସି ଏକ ଉଚ ସ୍ଥାନରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *