ବେଡ୍ ରୁମ୍ ରେ ଭୁଲ କରି ବି ଦମ୍ପତ୍ତି ରଖନ୍ତୁ ନାହିଁ ଏହି ସବୁ ଜିନିଷ ! ନଚେତ ହୋଇପାରେ ବହୁତ ବଡ କ୍ଷତି ! Vastu tips

ନିଜ ବେଡ୍ ରୁମ୍ ରେ ଭୁଲରେ ଏହି ସବୁ ଜିନିଷକୁ ରଖନ୍ତୁ ନାହିଁ, ହୋଇଥାଏ ବହୁତ ବଡ କ୍ଷତି ! ଘରର ପ୍ରତ୍ଯେକ ରୁମ୍ ରେ ଗୋଟେ ଅଲଗା ଅଲଗା ମହତ୍ଵ ରହିଥାଏ । ତେଣୁ ଘର ରୁମ୍ ଅନୁଯାଇ ସେଠାରେ କେଉଁ ସବୁ ଜିନିଷ ରଖିବା ଉଚିତ ତାହାକୁ ଧ୍ୟାନରେ ରଖି ଜିନିଷ ରଖିବା ଦରକାର ପଡିଥାଏ । ସେହିପରି ନିଜ ବେଡ୍ ରୁମ୍ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖିବା ଦରକାର ପଡିଥାଏ । ଏହି ରୁମ୍ ରେ କଣ ରଖିବା ଉଚିତ ଓ କଣ ରଖିବା ଅନୁଚିତ !

ସେହି କଥା ବିଷୟରେ ଏଠାରେ ଆଜି ଆଲୋଚନା କରିବାକୁ ଯାଉଛୁ । ଯେଉଁ ସବୁ କଥା ଉପରେ ଆପଣ ଧ୍ୟାନ ରଖିବା ଦ୍ଵାରା ନିଜ ବେଡ୍ ରୁମ୍ ତଥା ସଂପୂର୍ଣ୍ଣ ଘରର ସକାରାତ୍ମକତା ବଜାୟ ରହିଥାଏ । ବେଡ୍ ରୁମ୍ ରେ କପୁଲ୍ ବା ସ୍ଵାମୀ ଓ ସ୍ତ୍ରୀ ରହିଥାନ୍ତି । ତେଣୁ ତାଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଓ ଭଲ ପାଇବା ରହିବା ଦରକାର ଅଟେ । କାରଣ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କର ମହତ୍ଵ ବେଶ ଗୁରୁତ୍ଵପୂର୍ଣ୍ଣ ରହିଥାଏ ।

1- ସ୍ଵାମୀ ସ୍ତ୍ରୀ ଶୋଉଥିବା ବେଡ୍ ରୁମ୍ ର ଖଟ ଉପରେ ଡବଲ ଗଦିର ବ୍ୟବହାର କରିବା ଦରକାର ପଡିଥାଏ । ସେଠାରେ ସିଙ୍ଗିଲ କି ଅଲଗା ଅଲଗା ଗଦିକୁ ଆଣି ବେଡ୍ ରେ ରଖନ୍ତୁ ନାହିଁ । ନଚେତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦୂରତା ବଢିଥାଏ ।

2- ସପ୍ତାହକୁ ଥରେ ବେଡ୍ ସିଟ, ତକିଆ କଭରକୁ ଚେଞ୍ଜ କରନ୍ତୁ । କାରଣ ପ୍ରତିଦିନ ଆମେ ଯେତେବେଳେ ସେଠାରେ ଶୋଇଥାଉ । ସେଠାରେ ଶରୀରରୁ ବାହାରୁଥିବା ନେଗେଟିଭ ଏନର୍ଜି ତାହା ମଧ୍ୟରେ ରହିଜାଇଥାଏ । ତେଣୁ ସମୟ ବାହାର କରି ସେହି ସବୁକୁ ଭଲ ଭାବେ ପରିଷ୍କାର କରି ବ୍ୟବହାର କରନ୍ତୁ ।

3- ବେଡ୍ ରୁମ୍ ରେ ଲାଇଟ ରଙ୍ଗର କଲର ଦିଅନ୍ତୁ । ଯେପରି ଲାଇଟ୍ ପିଙ୍କ, ଲାଇଟ ଗ୍ରୀନ ଏହିପରି ଲାଇଟ୍ କଲରର ପ୍ରୟୋଗ ଶାନ୍ତି ପ୍ରଦାନ କରିଥାଏ । 4- ବେଡ୍ ରୁମ୍ ପୂର୍ବ ଦିଗକୁ ଯଥା ସମ୍ଭବ ଖାଲି କରି ରଖନ୍ତୁ । ଏଥିସହ ଉତ୍ତର ଦିଗରେ ମଧ୍ୟ ଇଆଡୁ ସିଆଡୁ ଜିନିଷ ନରଖି ସେହି ସ୍ଥାନକୁ ଖାଲି ରଖନ୍ତୁ । ନଚେତ ସେହି ରୁମ୍ ରେ ନେଗେଟିଭ ଏନର୍ଜିର ସଂଚାର ଘଟିପାରେ । ତେବେ ଏହି ସବୁ କଥାକୁ ଧ୍ୟାନରେ ରଖି ନିଜର ବେଡ୍ ରୁମ୍ ପ୍ରସ୍ତୁତ କରନ୍ତୁ ।

 

5- ବେଡ୍ ରୁମ୍ ରେ ରାଧାକୃଷ୍ଣଙ୍କର ଫୋଟ ଲଗାଇବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହିଥାଏ । ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *