କାହା ନାମ ଭାବିକି ଏକ ନମ୍ବର ବାଛନ୍ତୁ, ଆଉ ଜାଣନ୍ତୁ ତାଙ୍କ ମନର କଥା…Tarot Reading

ଆମ ପାଇଁ କାହା ମନରେ କଣ ଭାବନା ବା ଫିଲିଙ୍ଗ୍ ରହିଛି । ତାହା ଜାଣିବା ପାଇଁ ଆମକୁ ବହୁ ସମୟରେ ଇଛା ହୋଇଥାଏ । ହେଲେ କାହା ମନର କଥା ତାଙ୍କ ନିଜ ମୁହଁରୁ ଶୁଣିବା ତ ସବୁ ସମୟରେ ସମ୍ଭବ ହୋଇପାରିନଥାଏ । ତେଣୁ ବର୍ତ୍ତମାନ ଯଦି ଆପଣ କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ଯେ ତାଙ୍କ ମନର ଫିଲିଙ୍ଗ୍ସ ଆପଣଙ୍କ ପାଇଁ କ’ଣ ରହିଛି । ତେବେ ଆପଣ 4 ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ବାଛିକି ସେହି ପର୍ଶନ ବା ବ୍ୟକ୍ତିଙ୍କ ମନର କଥା ଜାଣିପାରିବେ ।

1- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଜଣେ ବହୁତ ଭଲ ବ୍ୟକ୍ତି ବୋଲି ଭାବନ୍ତି । ଆପଣଙ୍କର ଏହି ବ୍ୟକ୍ତି ଫ୍ରେଣ୍ଡ ହୋଇପାରନ୍ତି । ଆପଣଙ୍କ ଉପରେ ତାଙ୍କର ବହୁତ ଅଧିକ ଭରଷା ରହିଛି । ସେ ଆପଣଙ୍କ ଠାରୁ କେବେବି ଦୂର ହେବାକୁ ଚାହାନ୍ତି ନାହିଁ । ହେଲେ ହୁଏତ ବର୍ତ୍ତମାନ ସମୟରେ ଆପଣଙ୍କ ଆପଣ ଓ ତାଙ୍କ ମଧ୍ୟରେ ସେମିତି ଭଲ ସମ୍ପର୍କ ଆଉ ଆଗ ଭଳି ନାହିଁ । କୌଣସି ଥାର୍ଡ ପର୍ଶନଙ୍କର ଏଣ୍ଟ୍ରି ପାଇଁ ହୁଏତ ଆପଣ ତାଙ୍କ ଠାରୁ ଧୀରେ ଧୀରେ ଦୂରେଇ ଯିବାରେ ଲାଗିଛନ୍ତି ।

2- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ଜଣେ ବହୁତ ଭଲ ସୋଲମେଟ ଅଟନ୍ତି । ଆପଣ ମଧ୍ୟ ତାଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ମନରେ ଆପଣ ପାଇଁ ବହୁତ ସମ୍ମାନ ଭାବ ରହିଛି । ସେ କେବେବି ତାଙ୍କ ମନରେ ଆପଣଙ୍କ ପାଇଁ ଖରାପ ଚିନ୍ତା ଆଣିପାରିବେ ନାହିଁ । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ଫ୍ରେଣ୍ଡ ବା ଲାଇଫ ପାର୍ଟନର ଅଟନ୍ତି । ଯାହାଙ୍କୁ ଆପଣ ବି ହୃଦୟରୁ ଭଲ ବୋଲି ଭାବନ୍ତି ।

3- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଆପଣ ପ୍ରକୃତରେ ଜେନ ସଫା ହୃଦୟର ବ୍ୟକ୍ତି ଓ ଦେଖିବାକୁ ମଧ୍ୟ ସୁନ୍ଦର ଅଟନ୍ତି ଏପରି ଭଲ ଚିନ୍ତାଧାରା ତାଙ୍କ ମନରେ ଆପଣଙ୍କ ପାଇଁ ରହିଛି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ପ୍ରପୋଜ କରିବାକୁ ମଧ୍ୟ ଚାହାନ୍ତି । ହେଲେ ହୁଏତ ଆପଣ ତାଙ୍କୁ ମନା କରିଦେବେ ସେ କଥା ଭାବି ସେ ଆପଣଙ୍କୁ ତାଙ୍କ ମନର କଥା କହିବାକୁ ଭୟ କରୁଛନ୍ତି ।

ଯଦିଓ ଆପଣ ଦୁଇ ଜଣଙ୍କ ଭିତରେ ବହୁତ ପୁରୁଣା ସମୟ ନୁହେଁ, ବଂର କିଛି ମାସ ବା 1 ବର୍ଷର ଚିହ୍ନପରିଚୟ ହୋଇଛି । ହେଲେ ଏହି କମ ସମୟ ମଧ୍ୟରେ ବି ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ଧୀରେ ଧୀରେ ହୃଦୟରୁ ପସନ୍ଦ କରିବା ଆରମ୍ଭ କରିଦେଇଛନ୍ତି ।  ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *