ଗୁରୁବାର 25 ମାର୍ଚ୍ଚ 2021- ମା ଲକ୍ଷ୍ମୀଙ୍କ କୃପାରୁ ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ପରିଶ୍ରମ ଦ୍ଵାରା କରାଯାଇଥିବା କାର୍ଯ୍ୟରେ ସିଦ୍ଧି । ଆପଣଙ୍କ କର୍ମଠତା ଆଉ ଆପଣଙ୍କ ଆତ୍ମବିଶ୍ଵାସ ବହୁତ ବଢିବ । କାମରେ ସଫଳତା ମିଳିବ । ଆପଣଙ୍କ ବସ ମଧ୍ୟ ଆପଣଙ୍କ ପ୍ରଶଂସା କରିବେ । ଆୟ ଭଲ ରହିବ । ଶତ୍ରୁ ବଢିବେ , କିଛି ଗୁପ୍ତା ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ଦାଂପତ୍ଯ ଜୀବନ ସାମାନ୍ଯ ରହିବ । ପ୍ରେମ ଜୀବନରେ ପ୍ରେମୀଙ୍କ ବୃଦ୍ଧି ହେବ ।

ବୃଷ :- ବିବାହିତ ଲୋକଙ୍କ ପାଇଁ ଆଜି କିଛି ଶୁଭ ସମାଚାର ମିଳିବ । ଯେଉଁଥି ପାଇଁ ଘରେ ଖୁଶିର ବାତାବରଣ ରହିବ । ଆଜି କୌଣସିବି କାମ କରିବା ସମୟରେ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକ ନହିଁ । ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗି ରହିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । ପାର୍ଟନର ଶିପରେ କରିଥିବା କାର୍ଯ୍ୟରେ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି । ଆର୍ଥିକ ସ୍ଥିତି ବହୁତ ଭଲ ରହିବ ।

ମିଥୁନ :- ଆଜି ଆପଣଙ୍କ ଜୀବନସାଥି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅସମ୍ବେଦନଶୀଳ ହୋଇପାରନ୍ତି । ଦାଂପତ୍ଯ ଜୀବନରେ କଡା ବ୍ଯବହାର  ଭଲ ନୁହେଁ । ଶାନ୍ତିର ସହିତ କାମ କରନ୍ତୁ । କୌଣସି ପ୍ରତିଯୋଗିତାରେ ସାମିଲ ହେଉଛନ୍ତିତ ସଫଳତା ମିଳିବାର ପୁରା ସମ୍ଭାବନା ରହୁଛି । ଅଧିକ ପରିଶ୍ରମ କରିବା ଠିକ ନୁହେଁ ।

କର୍କଟ :- ଆଜି ଆପଣଙ୍କୁ ଅଳ୍ପ ଆଳସ୍ୟ ଅନୁଭବ କରିବେ । ଆପଣଙ୍କୁ ଆପଣଙ୍କ ଖାଇବା ପିଇବା ଠିକ ରଖିବା ଆବଶ୍ୟକ । ମାନସନମାନରେ ବୃଦ୍ଧିର ଯୋଗ ବନୁଛି । ଆପଣ ନିସ୍ପତି ନେବା ଦ୍ଵାରା କଠିନ ଅନୁଭବ କରିବେ । କିନ୍ତୁ ଶେଷରେ ଠିକ ନିର୍ନୟ ନେବେ । ନିଜ ଦୋସ୍ତି ଆଉ ଭାବନକୁ ନିୟତ୍ରଣରେ ରଖନ୍ତୁ । କୌଣସି ଜରୁରୀ ମାମଲାରେ ଆପଣ ଟିକେ ଭାବୁକ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବନୀରହିବ ।

ସିଂହ :- ଆଜି ଆପଣଙ୍କୁ ଖୁସି ପ୍ରାପ୍ତ ହେବ । ଆପଣଙ୍କୁ ଅନ୍ୟ ଲୋକଙ୍କ ଆଗରେ ଖୋଲିକି ନିଜ କଥା କହିବାର ଅଛି , ଏଥିରେ କଥା ସ୍ପଷ୍ଟ ରହିବ । ପୂର୍ବ କିଛି ସମୟରୁ କୌଣସି ଭୁଲ ବୁଝାମଣାରୁ ସମ୍ପର୍କ ଠିକ ନଥିଲା ଆଜି ସବୁ ଠିକ ହୋଇଯିବ । ଯାତ୍ରା ଓ ବାହନ ଚଳାଇବା ସମୟରେ ଅତିରିକ୍ତ ସାବଧାନୀ ରଖନ୍ତୁ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ସୁଖ ମିଳିବ । ଜୀବନସାଥିଙ୍କ ସହିତ ଫୋନରେ ଲମ୍ବା କଥା ହେବ ।

କନ୍ୟା :- ଆଜି ଅଚାନକ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ଆଉ କୌଣସି ଜରୁରୀ କାମ ମଧ୍ୟ ରହିଜାଇପାରେ । ପରିବାର ମାହୋଲ ଭଲ ରହିବ । ଦାମ୍ପତ୍ୟ ଜୀବନରେ ଚିନ୍ତା ବଢିପାରେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ  ରହିବେ । ଆଜିର ଦିନ ଆପଣ ମାନସିକ ରୂପରେ ସକାରାତ୍ମକ ରହିବେ । କୌଣସି ନୂଆ ମୋବାଇଲ କିଣିବାକୁ ବିଚାର କରିପାରନ୍ତି ।

ତୁଳା :- ସହଯୋଗୀଙ୍କ ବିଶ୍ବାସ ପ୍ରାପ୍ତ କରି ଆପଣ ଆସୁଥିବା ଦିନରେ ଶୁଭ ପ୍ରଗତି କରିପାରିବେ । ଆଜି ମାତା ପିତାଙ୍କ ସହିତ ନିଜ ଭବିଷ୍ୟତ ବିଷୟରେ ବିଚାର ବିମର୍ଶ କରିବେ । ଏହି ରାଶିର ଚାକିରି କରିଥିବା ଲୋକଙ୍କୁ ଲାଭ ମିଳିବ । ଆଜି ସାଙ୍ଗ ମାନଙ୍କ ସହିତ ଫୋନରେ କଥା ହେବେ । ଯେଉଁଥିରେ କୌଣସି ବିଷୟରେ ଚର୍ଚା କରିବେ । ଟେନସନ କମ ନିଅନ୍ତୁ । ପରିବାର ସଦସ୍ୟଙ୍କ ସହିତ ଆରାମରେ କିଛି ସମୟ ବିତାନ୍ତୁ ।

ବିଛା :- ଜୀବନସାଥିଙ୍କ ପ୍ରେମ ଭାର ବ୍ୟବହାର ଆପଣଙ୍କୁ ବହୁତ ଖୁସି ଦେବ । ଖର୍ଚ ହଲ୍କା ଫୁଲ୍କା ହେବ ଓ ଆବଶ୍ୟକ କାମରେ ହିଁ ହେବ । ବିଦେଶ ଯିବା ପାଇଁ ଯଦି ବହୁତ ଦିନରୁ ପ୍ରୟାସ କରୁଛନ୍ତି ତେବେ ଅପେକ୍ଷା ସେଶ ହୋଇପାରେ । ଶତ୍ରୁ ମାନଙ୍କୁ କମ ଭାବନ୍ତୁ ନହିଁ । ପ୍ରେମ ଜୀବନ ବହୁତ ଭଲ ଚାଲିବ । ଆଉ ନିଜ ପ୍ରେମିକଙ୍କୁ ହୃଦୟର କଥା କହିବେ ।

ଧନୁ :-  ଆଜି କିଛି ଏକ୍ସଟ୍ରା ଆମଦାନୀ ହେବାର ଯୋଗ ବନୁଛି । ଆପଣଙ୍କ ଆୟରେ ବୃଦ୍ଧି ହେବ । କେଉଁଠୁ ହଠାତ କୌଣସି ଖୁସି ଖବର ମିଳିପାରେ, ଯେଉଁଥିରେ ମନ ଖୁସି ରହିବ । ବ୍ୟବହାର କୁଶଳତା ଏବଂ ସହନ ଶକ୍ତି ବଳ ଦ୍ଵାରା ସମସ୍ଯା ସମାଧାନ ହୋଇବ । କାମ ମାମଲାରେ ଆପଣଙ୍କୁ ପ୍ରୟାସ କରିବା ପରେ ସଫଳତା ମିଳିବ ।

ମକର :- ଆପଣ ସେହି ଲୋକଙ୍କ ସହିତ ମିଶିବେ ଯାହା ସହିତ ଆପଣ ମିଶିବାକୁ ଚାହୁଁ ଥିଲେ । ପରିବାର ଲୋକଙ୍କ ସହିତ ସମୟ ବିତିବ । ଜବରେ ଉନ୍ନତି ହେବ । ସନ୍ତାନ ସଫଳତାରେ ଖୁସି ହେବେ । ପ୍ରେମ ଜୀବନରେ ଚିନ୍ତା ରହିବ । ଏହି ରାଶିର ପିଲାଙ୍କ ପାଠପଢା ଭଲରେ ଚାଲିବ । ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ  :- ପରିବାର ତରଫରୁ ଆପଣଙ୍କୁ ଭଲ ସହଯୋଗ ମିଳିବ । ଆଜି କମ ପ୍ରେସରରେ ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ରହିବ । କୌଣସି କଥାରେ ଖୁସି ମିଳିବ । ଜୋସରେ ଆସି କୌଣସି ରିସ୍କ ନିଅନ୍ତୁ ନାହିଁ । ଭାବିଥିବା କାମ ଧୀରେ ହୋଇବ । ଜୀବନସଠି ସହିତ ବିବାଦ ହୋଇପାରେ । ମାତପିତଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆଧ୍ୟତ୍ମ ଦ୍ଵାରା ଲାଭ ହୋଇବ ।

ମୀନ :- ଆଜି  ଏମିତି ଦିନ ଅଟେ ଜିନିଷ ସେହିଭଳି ହେବନାହିଁ, ଯାହା ଆପଣ ଚହୁଁଛନ୍ତି । ପାରିବାରିକ ଜୀବନ ମଧୁର ରହିବ । ସ୍ବଭାବରେ ଶାଳୀନତା ବନାଇ ରଖନ୍ତୁ । ସନ୍ତାନ ପକ୍ଷ ମଜଭୁତ ରହିବ । ଆଜି ଘର ପରିବାର ଲୋକ ତଥା ପରିବାର ଆପଣଙ୍କ କାର୍ଯ୍ୟ ଦ୍ଵାରା ଖୁସି ହେବେ । ଯାତ୍ରା ଲାଭକରି ହେବ । ଛୁଆ ମାନଙ୍କ ସହିତ ସମଯ ବ୍ଯତୀତ କରିବେ । ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ  ।

Leave a Reply

Your email address will not be published. Required fields are marked *