ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ଜିନିଷ, ମା ଲକ୍ଷ୍ମୀ ପ୍ରସନ୍ନ ହେବେ

ବନ୍ଧୁଗଣ ଗୁରୁବାର ଦିନ କଦଳୀ ଗଛରେ ଅର୍ପଣ କରନ୍ତୁ ଏହି ସବୁ ଜିନିଷ । ନିଶ୍ଚିନ୍ତ ଆପଣଙ୍କୁ ମା ଲକ୍ଷ୍ମୀ ଙ୍କ କୃପା ମିଳିବ । ଗୁରୁବାର ମା ଲକ୍ଷ୍ମୀ ଙ୍କର ଶୁଭ ବାର ହୋଇଥାଏ । ମା ଲକ୍ଷ୍ମୀ ଙ୍କର ପୂଜା ଗୁରୁବାର ରେ କରିଲେ ଭାଗ୍ୟ ଦୃଢ ହେବା ସହ ଭାଗ୍ୟ ଚମକି ଉଠିଥାଏ । ଯଦି ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ଖାସ ଜିନିଷ ଅର୍ପଣ କରାଯାଏ ତେବେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ଯାହା ଦ୍ଵାରା ଘର ଧନଧାନ୍ୟ ରେ ପୁରୀ ଉଠିଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

1- ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଢାଳିଲେ ଭାଗ୍ୟରେ ଉନ୍ନତି ହେବ ସହ ବ୍ୟକ୍ତିଙ୍କୁ ରୋଜଗାର ରେ ବୃଦ୍ଧି ହୋଇଥାଏ । ବ୍ୟାପାର ଓ ଚାକିରିରେ ଉନ୍ନତି ଦେଖାଯାଏ ।

2- ଯେଉଁ ବ୍ୟକ୍ତି ଜୀବନରେ ସୁଖରେ ରହିବାକୁ ଚାହୁଁ ଛନ୍ତି ସେମାନେ ଗୁରୁବର ଦିନ କଦଳୀ ଗଛ ମୂଳରେ ଭିଜା ଯାଇଥିବା ବୁଟ ଓ ଗୁଡ ଅର୍ପଣ କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ ।

3- ନୂଆ କର୍ମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ମିଶ୍ରି ମିଶା ପାଣି ଅର୍ପଣ କରିବା ଉଚିତ । ଏହା ଦ୍ଵାରା କାର୍ଯ୍ୟ ସଫଳ ହୁଏ ଓ ଅଟକିଥିବା କାମରେ ଉନ୍ନତି ଆସିଥାଏ ।

4- ଯଦି ଆପଣଙ୍କ ଜୀବନରେ ସମସ୍ୟାମାନ ଆସୁଥାଏ ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ 2ଟି ଗୋଟା ହଳଦୀ ରଖନ୍ତୁ । ଏହା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥାଏ ।

5- ଯେଉଁ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଚାହୁଁ ଥାନ୍ତି ସେମାନେ ଗୁରୁବାରରେ କଦଳୀ ଗଛ ମୂଳରେ ଏକ ଟଙ୍କିଆ ମୁଦ୍ରା ପୋତି ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ । ଗୃହକୁ ମା ଲକ୍ଷ୍ମୀ ଟାଣି ହୋଇ ଆସିଥାନ୍ତି ।

6- ଯଦି ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଯାଉଥାଏ କିମ୍ବା ବିବାହ ହୋଇପାରୁ ନ ଥାଏ ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ 2ଟି ହଳଦୀ ରଖି ଦିଅନ୍ତୁ । ଏହା ସହ କିସମିସ ଅର୍ପଣ କରିବା ଦ୍ଵାରା ନିଶ୍ଚୟ ଶୁଭ ଫଳ ମିଳିଥାଏ ।

7- ଗୁରୁବାର ଦିନ ସ୍ନାନ କରି କଦଳୀ ଗଛ ମୂଳରେ ଜଳ ଅର୍ପଣ କରିଲେ ସବୁ କାର୍ଯ୍ୟ ବହୁତ ଜଲ୍ଦି ସଫଳ ହୋଇଥାଏ ।

8- ଗୁରୁବାର ଦିନ କଦଳୀ ଗଛ ମୂଳ ରେ ଚନ୍ଦନ ବା ହଳଦୀ ବଟା ଅର୍ପଣ କରିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ । ଓ ଜୀବନରେ ସମସ୍ଯା ମନ ଦୂର ହୋଇଥାଏ । ଓ ଧନର ବୃଦ୍ଧି ହୋଇଥାଏ । ତେବେ ଏହି ସବୁ ଜିନିଷ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ  କରାଯାଏ ତେବେ ମା ଲକ୍ଷ୍ମୀ ଙ୍କ କୃପା ନିଶ୍ଚୟ ପ୍ରାପ୍ତ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *