ନିଜ ରୋଷେଇ ଘରେ କେବେ ବି ଏହି ଜିନିଷ ରଖନ୍ତୁ ନାହିଁ । ବିପଦ ଆସିପାରେ ।

ବନ୍ଧୁଗଣ ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କିଛି ନିୟମ ରହିଛି । ଯାହାକୁ ଯଦି ଆମେ ଧ୍ୟାନରେ ରଖିବା ଓ ଘରର ଜିନିଷ ଗୁଡିକୁ ସଠିକ ସ୍ଥାନରେ ରଖିବା ତେବେ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ଆମ ଘରର ରୋଷେଇ କୁ ବହୁତ ମହତ୍ଵ ପୂର୍ଣ୍ଣ ବୋଲି କୁହା ଯାଇଥାଏ । ରୋଷେଇ ଘରେ କିଛି ଏପଟ ସେପଟ ହେଲେ ଏହାର ପରିଣାମ ପରିବାର ଲୋକଙ୍କୁ ଭୋଗିବାକୁ ପଡିଥାଏ ।

ଘରର ରୋଷେଇ ଘର ଆର୍ଥିକ ସ୍ଥିତି ଉପରେ ଅଧିକ ପ୍ରଭାବ ପକାଇଥାଏ । ଆଜି ଆମେ ଜାଣିବା ରୋଷେଇ ଘରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ।ବ ଏବଂ ରୋଷେଇ ଘରର କିଛି ବାସ୍ତୁ ଟିପ୍ସ ବିଷୟରେ ବିସ୍ତାର ଭାବେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଖାଦ୍ୟ ପଶ୍ଚିମ ଦିଗକୁ ମୁଖ କରି ବନାଇବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଘର ଲୋକଙ୍କର ସ୍କିନ ଓ ହାଡ ରୋଗ ସମସ୍ଯା ଦେଖା ଦେଇଥାଏ ।

ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଅନୁଚିତ । ଯେଉଁ ଘରେ ଏପରି ହେଉଥାଏ ସେହି ଘରେ ଧନ ଜନିତ ସମସ୍ଯା ଲାଗି ରୁହେ । ଘରର ଲୋକାଙ୍କୀ ବ୍ୟାପାରରେ କ୍ଷତି ହୁଏ । ଦକ୍ଷିଣ ଓ ପଶ୍ଚିମ ଦିଗକୁ ମୁଖ କରି ଭୋଜନ ତିଆରି କରିବା ନୁଚିତ । ଏହା ଦ୍ଵାରା ଘରର ସୁଖ ଶାନ୍ତି ଭଙ୍ଗ ହୋଇଯାଏ । ସେହି ଘରେ ସର୍ବଦା କଳହ ଲାଗି ରୁହେ । ରୋଷେଇ ଘରର ଝରକା ପୂର୍ବ ଦିଗକୁ ରହିଲେ ଶୁଭ ମାନାଯାଏ ।

ଏହି ଘରେ କେବେ ବି ଅର୍ଣ୍ଣ ଓ ଧନର ଅଭାବ ହୁଏ ନାହିଁ । ରୋଷେଇ ଘରେ ପୂର୍ବ ଦିଗକୁ ମୁଖ କରି ରୋଷେଇ କରିବା ଉଚିତ ଅଟେ । ଶାସ୍ତ୍ର ରେ ପୂର୍ବ ଦିଗକୁ ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ସବୁଠାରୁ ଉତ୍ତମ ଦିଗ ମାନା ଯାଇଛି । ଦକ୍ଷିଣ ଦିଗକୁ ମୁଖ କରି କୌଣସି ମହିଳା ରୋଷେଇ କରିଲେ ପରିବାର ର ଦସ୍ୟ ଓ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଘରର ରୋଷେଇ ଘରର କାଳ ଯେମିତି ପଡୁ ନ ଥିବ ।

ଏଭଳି ହେଲେ ସର୍ବଦା ଧନ ହାନି ଘଟିଥାଏ । ରୋଷେଇ ଘରେ କେବେ ବି ଝାଡୁ, ଜୋତା ଚପଲ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ଦାରିଦ୍ରତା ଲାଗି ରୁହେ । ରୋଷେଇ ଘରକୁ ଯିବା ପୂର୍ବରୁ ସ୍ନାନ କରି ଯିବା ଉଚିତ । ନଚେତ ଧନର ଅଭାବ ଦେଖା ଯାଇଥାଏ । ତେବେ ଏହା ଥିଲା ରୋଷେଇ ଘରକୁ ଜଡିତ କିଛି ବାସ୍ତୁ ଟିପ୍ସ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *