ଅଦରକାରୀ ଭାବି ଯେଉଁ ସ୍ଥାନର କେଶକୁ କାଟିବାକୁ ଚାହୁଁଛନ୍ତି : ତାର ଉପକାରୀତା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ । ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଫ୍ରେଣ୍ଡ୍ସ ଆଜିକାଲିର ଝିଅମାନେ ସଜ ହେବାକୁ ଖୁବ ପସନ୍ଦ କରନ୍ତି । ସେମାନେ ନିଜକୁ ସୁନ୍ଦର ବନାଇବା ପାଇଁ ବହୁତ କିଛି ଜିନିଷ ନିଜ ଉପରେ ପ୍ରୟୋଗ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ନିଜ ଶରୀରରେ ଥିବା ଛୁଟି ବିଷୟରେ କିଛି କହିବୁ ଯାହାକୁ ଝିଅମାନେ ଅଦରକାରୀ ଭାବି କାଟି ଦିଅନ୍ତି ବା ଉପାଡି ଦିଅନ୍ତି । ବହୁତ ସାରା  ମେକଅପ ବ୍ୟବହାର କରିବା ସହ ନାରୀମାନେ ଅଧିକ ସୁନ୍ଦର ଦେଖା ଯିବା ପାଇଁ ନିଜ ଶରୀରରେ ଥିବା କେଶକୁ ମଧ୍ୟ ହଟାଇ ଦିଅନ୍ତି । ଯାହା କରିବା କିନ୍ତୁ ଠିକ ନୁହେଁ ।

ଆପଣ ଜାଣିଥିବେ ଝିଅମାନେ ନିଜର ଗୁପ୍ତାଙ୍ଗ ଓ କାଖ ତଳେ ଉଠୁ ଥିବା କେଶକୁ ପସନ୍ଦ କରନ୍ତି ନାହିଁ ଓ ଏହାକୁ ସେମାନେ ଅତି ଶୀଘ୍ର ହଟାଇବାକୁ ଚେଷ୍ଟା କରନ୍ତି । କିଏ ଏଠି ପାଇଁ ରେଜର ବ୍ୟବହାର କରେ ତ କିଏ କୌଣସି ହେୟାର ରିମୁଭାବଲ କ୍ରିମ । କିନ୍ତୁ ଆମ ଶରୀରର ଗଠନ ହେଉଛି ପ୍ରକୃତିର ବରଦାନ, ଏହାକୁ ଆମେ ନିଜେ ନିଜ ହାତରେ ପ୍ରସ୍ତୁତ କରି ନାହୁଁ । ସେଥିପାଇଁ ଯଦି ଜନମରୁ ହିଁ ଶରୀରର ଏହି ସବୁ ଅଙ୍ଗରେ କେସ ଅଛି ଏହାର ନିଶ୍ଚୟ କିଛି କାରଣ ମଧ୍ୟ ଥିବ । ଏହି ଶରୀରର କେଉଁ ଅଙ୍ଗରେ କଣ ହେବ ଏହା ପୂର୍ବରୁ ନିର୍ଧାରିତ ଆପଣ ଚାହିଁଲେ ବଦଳାଇ ପାରିବେ ନାହିଁ । ତେବେ ଅନାବଶ୍ୟକ ଭାବି ଯେଉଁ କେଶକୁ ଆମେ ହଟାଇ ଦେଉଛେ ସେ ପ୍ରକୃତରେ କେତେ ଯେ ଜରୁରୀ ଆଜି ସେ ବିଷୟରେ ଆସନ୍ତୁ ଜାଣିବା ।

ଆମ ଶରୀରରେ ଥିବା କେଶ ବା ଚୁଟି ଆମ ତ୍ଵଚା ବା ଚର୍ମ କୁ ସୂର୍ଯ୍ୟର ରଶ୍ମିରୁ ରକ୍ଷାକରେ । ଆମର କୋମଲ ଚମକୁ ପ୍ରୋଟେକଶନ ଦିଏ, ଏହା ଆମ ଶରୀରରେ ସମସ୍ତ ଇନ୍ଦ୍ରିୟକୁ ଜାଗୃତ ରଖେ । ଯାହା ଦ୍ଵାରା ଯଦି କୌଣସି ବସ୍ତୁ ଆମ ଶରୀରକୁ ଲାଗେ ତେବେ ଆମେ ଜାଣି ପାରୁ କିନ୍ତୁ ଯଦି ଆମେ ସେହି କେଶକୁ ହଟାଇ ଦେବା ତେବେ ଆପଣ ଦେଖିବେ ଆପଣ କିଛି ବି ଅନୁଭବ କରିପାରିବେ ନାହିଁ । ସେହିପରି କାଖରେ ଉଠିଥିବା ଏହି କେଶ ଥଣ୍ଡା ଦିନେ ଉଷ୍ମତା ପ୍ରଦାନ କରିଥାଏ । କିନ୍ତୁ ଯୈାନାଙ୍ଗର କେଶକୁ ସେଭ କରିବା ପରିବର୍ତେ ଏହି କେଶକୁ ଟ୍ରିମ୍ କରିବା ଜରୁରୀ । ତେବେ ଯଦି ଆପଣ ସ୍ଳିଭଲେସ ପିନ୍ଧିବାକୁ ପସନଦ କରନ୍ତି ତେବେ ଆପଣ କକ୍ଷ ତଳର କେଶ କାଟି ପାରନ୍ତି କିନ୍ତୁ ହାତ ଗୋଟା ବା ଯୌନାଙ୍ଗ ର କେଶକୁ କେବେ ବି କାଟିବା ଠିକ ନୁହେଁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *