ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ, ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହାର ସେବନ କରିବା ପସନ୍ଦ କରନ୍ତି, ଭୃଷଙ୍ଗ ପତ୍ର ଏମିତି ଗୋଟେ ଆୟୁର୍ବେଦିକ ରାମବାଣ ଚିକିତ୍ସା ଯାହା ସମସ୍ତଙ୍କ ପାଇଁ ବହୁତ ବଡ ଉଫାର ଅଟେ । ଏହା ଔଷଧ ଠାରୁ ବି ଭଲ କାମ ଦେଇଥାଏ, ଆପଣ ହଜାର ଏଲୋପେଥି ଔଷଧ ଜାଗାରେ ଭୃଷଙ୍ଗ ପତ୍ର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ ।
![](https://odiadunia.com/wp-content/uploads/2020/08/bhusung-patr-3.jpg)
ତେବେ ଭୃଷଙ୍ଗ ପତ୍ର କୋଲେଷ୍ଟ୍ରୋଲ କମ କରିବାରେ ମଣିଷକୁ ବହୁତ ସାହାଜ୍ଯ କରିଥାଏ, ଭୃଷଙ୍ଗ ପତ୍ରରେ ଏମିତି କିଛି ପୋଶତିକ ତତ୍ଵ ହୋଇଥାଏ ଯାହା ଖରାପ କଲେସ୍ତ୍ରଲ କମ କରିବା ସହ ଭଲ କଲେସ୍ତ୍ରଲକୁ ବଢେଇବାରେ ଲାଗିଥାଏ, ଭୃଷଙ୍ଗ ପତ୍ରରେ ସବୁଜ ରଙ୍ଗ ଅଧିକ ହୋଇଥାଏ ଏହାର ଅର୍ଥ ଏହା ବହୁତ ଲାଭକାରୀ ହୋଇଥାଏ । ଡକ୍ଟର ମଧ୍ୟ ଲୋକଙ୍କୁ ତାଙ୍କ ଖାଦ୍ଯରେ ଭୃଷଙ୍ଗ ପତ୍ର ବ୍ୟବହାର କରିବା ପାଇଁ କହିଥାନ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଫଙ୍ଗଲ ଓ ଆଣ୍ଟି ବାକ୍ଟେରିଆଲ୍ ଗୁଣ ଆପଣଙ୍କ ସ୍କିନ ପାଇଁ ବହୁତ ଭଲ କାମ କରେ ।
![](https://odiadunia.com/wp-content/uploads/2020/08/bhusung-patr-4.jpg)
ମୁହଁରେ ବ୍ରଣ ବା ସେଥିରୁ ହେଉଥିବା କଲାଦାଗରୁ ବଞ୍ଚିବା ପାଇଁ ଏହାକୁ ବାଟି ଏକ ଲେପ ପ୍ରସ୍ତୁତ କରି ସେହି ଜାଗାରେ ଲଗାନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଥିବା କଳା ଦାଗ ଓ ବ୍ରଣ ଖୁସ ଶୀଘ୍ର ଭଲ ହୋଇଯିବ । କେବଳ ସେତିକି ନୁହେଁ ଯଦି ଆପଣଙ୍କର ଆଖି ସମ୍ବନ୍ଧିତ କିଛି ସମସ୍ଯା ଅଛି ତେବେ ସକାଳୁ ଖାଲି ପେଟରେ 2ଟି ଲେଖା ଭୃସଙ୍ଗ ପତ୍ରକୁ ଚୋବାଇକରି ଗୋଟେ ଗ୍ଲାସରେ ନଖ ଉଷୁମ ପାଣି ପିଅନ୍ତୁ ଦେଖିବେ ଆପଣଙ୍କର ଆଖି ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯିବ ।
![](https://odiadunia.com/wp-content/uploads/2020/08/bhusung-ptra-1.jpg)
ଯଦି ଆପଣଙ୍କ କେଶ ବହୁତ ଛଡୁଅଛି, ତେବେ ଆପଣଙ୍କୁ ନିଜ ଖାଦ୍ଯରେ ଭୃଷଙ୍ଗ ପତ୍ର ବ୍ୟଭାର କରିବା ଆବଶ୍ୟକ ଅଟେ, ଭୃଷଙ୍ଗ ପତ୍ର ତେଲ ମଧ୍ୟ ବାହାର କରି ଏହାକୁ ଚୁଟିରେ ଲଗାଇଲେ ଚୁଟି, ଗହବା, ସୁନ୍ଦର ଓ ଲମ୍ବା ହୋଇଥାଏ ତେବେ ଭୃଷଙ୍ଗ ପତ୍ର ସେବନ ଦ୍ଵାରା ଏହା ସମ୍ଭବ ହୋଇଥାଏ । ଯଦି ଆପପଣଙ୍କୁ ଗ୍ୟାଷ୍ଟିକ ସମସ୍ଯା ଅଛି ତେବେ ବି ଆପଣ ଭୃଷଙ୍ଗ ପତ୍ର ବ୍ୟବହାର କରି ପାରିବେ, ଆପଣଙ୍କୁ ଏହା ଦ୍ଵାରା ବହୁତ ଲାଭ ପ୍ରାପ୍ପ୍ତ ହୋଇଥାଏ ଓ ଆପଣଙ୍କ ସବୁ ପ୍ରକାର ପେଟ ସମସ୍ଯା ଦୂର ହୋଇଥାଏ । ତେବେ ପ୍ରତିଦିନ କିଛି ଭୃଷଙ୍ଗ ପତ୍ର ଖାଦ୍ଯରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ବହୁତ ସମସ୍ଯା ଦୂର ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।