୯୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା ବିମାନ ୩୫ ବର୍ଷ ପରେ କଳା ଲ୍ୟାଣ୍ଡ, କିନ୍ତୁ ଭିତରେଥିଲେ ଖାଲି କଙ୍କାଳ

ଆପଣ ମାନେ ବିମାନରେ ବହୁତ ଯିବା ଆସିବା କରିଥିବେ ତେବେ ଆପଣଙ୍କୁ ମଧ୍ୟ ଜଣା ଥିବ ଯେ ବିମାନରେ ଯିବା ଯେତେ ରୋମାଞ୍ଚକ ଅଟେ ସେତିକି ଡର ମଧ୍ୟ ଲାଗିଥାଏ, ତେବେ ଏହା କୌଣସି ବଡ କଥା ନୁହ କାହିଁକିନା ଏମିତି କୌଣସି କାମ ନାହିଁ ଯେଉଁଥିରେ ରିସ୍କ ନାଇ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବିମାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

୧୨ ଅକ୍ଟୋବର ୧୯୮୯ ବ୍ରାଜିଲ ଏୟର ପୋର୍ଟରେ ଗୋଟେ ବିମାନ ଆସି ଲ୍ୟାଣ୍ଡ କଲା ଯାହା ସୂଚନା ବିମାନ କେନ୍ଦ୍ରରେ ପ୍ରାପ୍ତ ହୋଇନଥିଲା ବା ଏହି ବିମାନ ପାଇଲଟ ନିଜ ଲ୍ୟାଣ୍ଡିଙ୍ଗ ସୂଚନା ବିମାନ ସୂଚନା କେନ୍ଦ୍ର ବ୍ରାଜିଲକୁ ଦେଇ ନଥିଲେ ।

Image Courtesy: Google

ବିମାନ ହଟାତ ଆସି ଏୟରପୋର୍ଟରେ ଲାଗିଲା ପରେ ସେଠିକା ଷ୍ଟାଫ ଯାଇ ବିମାନ ଖୋଲିଲେ ଓ ଯାହା ଦେଖିଲେ ତାଙ୍କ ହୋସ ଉଡିଗଲା । ବିମାନ ବହୁତ ଜୋର ଗନ୍ଧ ହଉଥିଲା ଓ ବିମାରେ ଥିବା ଯାତ୍ରୀ କଙ୍କାଳ ହୋଇଯାଇଥିଲେ ଏହା ଛଡା ପାଇଲଟ ମଧ୍ୟ କଙ୍କାଳ ଥିଲା । ରିପୋର୍ଟ ଅନୁଯାଇ ୪ ସେପ୍ଟେମ୍ବର ୧୯୫୪ରେ ସାଣ୍ଟିଆଗୋପ ୫୧୩ ନଂ ବିମାନ ଫ୍ରାନ୍ସରୁ ଉଡାଣ ଭରିଥିଲା କିନ୍ତୁ ଏହା ନିଜ ନିଶ୍ଚିତ ସ୍ଥାନରେ ଲ୍ୟାଣ୍ଡ କରିନଥିଲା ବହୁତ ବର୍ଷ ଧରି ଏହାର ଖୋଜ କଲା ପରେ । ଏହି ବିମାନ କମ୍ପାନୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା ବୋଲି ଘୋଷଣା କରିଥିଲେ ତେବେ ୩୫ ବର୍ଷ ପରେ ହଟାତ ଏହି ବିମାନ ବିନା ପାଇଲଟରେ ବ୍ରାଜିଲ ଏୟରପୋର୍ଟରେ ଲ୍ୟାଣ୍ଡ କଲା ଯାହା ସମସ୍ତଙ୍କ ପାଇଁ ବହୁତ ବଡ ଆଶ୍ଚର୍ଯ୍ୟ ବିଷୟ ଥିଲା ।

Image Courtesy: Google

ଏହି ବିମାନକୁ ଉଡଉଥିବା କ୍ଯାପଟେନ ନାମ ଥିଲା ଭିଗୁଏଲ କରିଥିଲେ ଯିଏ ନିଜ ସିଟରେ କଙ୍କାଳ ହୋଇ ପଡିଥିଲେ ତେବେ ସମସ୍ତଙ୍କ ମନରେ ବହୁତ ପ୍ରଶ୍ନ ଏହି ବିମାନ ଆପେ ଆପେ କେମିତି ଉଡିଲା ଲ୍ୟାଣ୍ଡ କେମିତି ହେଲା ଏତେ ବର୍ଷ କେଉନ୍ଥିଥିଲା ଏତେ ଫୁୟେଲ କେମିତି ପାଇଲା ଯେ ୩୫ ବର୍ଷ ଉଡୁଥିଲା ?

Image Courtesy: Google

ଏହି ପରି ଅନେକ କଥା ସମସ୍ତଙ୍କ ମନରେ ଆସିଥିଲା କିନ୍ତୁ ସେହି ବିମାନରେ ଏମିତି କେହି ନଥିଲା ଯିଏ ଏହି ପ୍ରଶ୍ନ ଉତ୍ତର ଦେଇ ପାରୁ । ତେବେ ଖବର ଅନୁଯାଇ ବ୍ରାଜିଲ ସରକାର ଅନୁଯାଇ ଏମିତି କିଛି ଘଟଣା ଘଟି ନଥିଲା ବୋଲି ସେହି ସମୟ ଖବରରେ କୁହା ଯାଇଥିଲା, ତେବେ ଏହାର କୌଣସି ପ୍ରମାଣ ମଧ୍ୟ ନାହିଁ ଓ ସରକାର କହିବା ଅନୁଯାଇ ଏମିତି ନାମକ ଓ ଏହି ନଂରେ କୌଣସି ବିମାନ କେବେ ନଥିଲା ବୋଲି କୁହା ଯାଇଥିଲା । କେହି ଗୋଟେ ଏମିତି ଗୁଜବ ଖବର ଖେଳେଇବାର ଖବର କାଗଜରେ କୁହା ଯାଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *