ଅସାଧ୍ୟ ରୋଗକୁ ମି ମୂଳରୁ ଶେଷ କରେ ଏହି ଚମତ୍କାରୀ ପାଠ

ଆପଣ ମାନଙ୍କ ଭିତରୁ ବହୁତ ଲୋକ ବଜରଙ୍ଗ ବଲିଙ୍କୁ ବହୁତ ମାନନ୍ତି ଏବଂ ତାଙ୍କର ପୂଜା ମଧ୍ୟ କରନ୍ତି ତେବେ ଯେତେବେଳେ ତୁଲସୀ ଦାସ ବାଟ ପୀଡାରୁ ପୀଡିତ ଥିଲେ ଏବଂ ଏହି ପୀଡାକୁ ସାହି ପାରିଲେ ନାହିଁ ସେତେବେଳେ ସେ ହନୁମାନ ବାହୁକ ରଚନା କରିଥିଲେ । ତେବେ ହନୁମାନ ବାହୁକ ଭଗବାନ ଶ୍ରୀ ହନୁମାନଙ୍କୁ ତୁଲସୀ ଦାସ ଦ୍ଵାରା ଲିଖିତ ଗୋଟେ ପତ୍ର ଅଟେ ଯାହା ଆମ ପାଇଁ ବହୁତ ଲାଭକାରୀ ପାଠ ଅଟେ, ଏହାର ୮୪ ତା ପାଠ କିନ୍ତୁ ଏତେ ପଦ କହିବା କଷ୍ଟକର ସେଥିପାଇଁ ଆମେ ଆପଣଙ୍କୁ କିଛି ମହତ୍ଵପୂର୍ଣ ପଦ ବିଷୟରେ କହିବାକୁ ଯାଉଛୁ ଏହା ଦ୍ଵାରା ଆପଣ ନିଜ କଷ୍ଟରୁ ନିବାରଣ ପାଇ ପାରିବର ।

Image Courtesy: Google

ହନୁମାନ ବାହୁକ ପାଠ କରିବା ଆଗରୁ ଏହି କଥା ଗୁଡିକ ଧ୍ୟାନ ରଖିବା ଉଚିତ ସଠିକ ସମୟରେ ସ୍ନାନ ନିତ୍ୟ କର୍ମ ସମାପ୍ତ କରି ବେସନ ଲଡୁ ବା କଉସୀ ଫଳ ବା ପଞ୍ଚ ମେବା ନେଇ ଭଗବାନଙ୍କ ପାଖରେ ଧ୍ୟାନ କରିବା ପାଇଁ ବସିବା ଉଚିତ ଏହି ସମୟରେ କୌଣସି କଥା ଚିନ୍ତନ କରିବା ଉଚିତ ନୁହ ଏକାଗ୍ର ହୋଇ ଭଗବାନ ହନୁମାଙ୍କ ଭିତରେ ଧ୍ୟାନ କରନ୍ତୁ ।

Image Courtesy: Google

ଦ୍ଵିତୀୟ ପଦରେ ହନୁମାନ ଠାକୁରଙ୍କ ନଖ ଶିଖ ଧ୍ୟାନ କରା ଯାଇଛି ଯାହା ଏହି ପ୍ରକାର ଅଟେ – ଏହି ପଦ ଅନୁଯାଇ ହନୁମାନ ଭଗବାନ ସ୍ଵର୍ଣ ପର୍ବତ ବା ସୁମେରୁ ପର୍ବତ ଭଳି ବିଶାଲ ହୃଦୟ ରଖନ୍ତି, ଅତ୍ୟନ୍ତ ବଳଶାଳି ଏବଂ ବଜ୍ର ଭଳି ନଖ ଏବଂ ଶରୀର ଧାରଣ କରିଛନ୍ତି, ମୁଖ ବିକରାଳ ଅଟେ । ତୁଲସୀ ଦାସ କହିଛନ୍ତି ଶ୍ରୀ ପବନ ପୁତ୍ର ହନୁମାନଙ୍କ ଏହି ବିକଟମୂର୍ତି ଯାହା ହୃଦୟରେ ବାସ କରିଥାଏ ସେହି ପୁରୁଷ ସମୀପରେ ଆଧି, ବ୍ୟାଧି ଏବଂ ପାପ ସପନ ମଧ୍ୟ ପାଖକୁ ଆସେ ନାହିଁ ।

Image Courtesy: Google

ତେବେ ପୁରୁଷମାନେ ଭଗବାନ ହନୁମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ଭଗବାନ ମଦହୟ ସମସ୍ତଙ୍କ ଉପରେ ନିଜ କୃପା ଦ୍ରୁଷ୍ଟି ରଖନ୍ତି ତେବେ ପ୍ରତିଦିନ ହନୁମାନ ବାହୁକ ପାଠ କଲେ ସବୁ ପ୍ରକାର ସମସ୍ଯା ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତି ହୋଇଥାଏ ସେଥିପାଇଁ ସବୁ ଦିନ ହନୁମାନ ବାହୁକ ପାଠ କରିବା ଉଚିତ ଯଦି ଆପଣ ସବୁଦିନ ପାଠ କରି ପାରୁ ନାହାନ୍ତି ତେବେ ମଙ୍ଗଳବାର ଏବଂ ଶନିବାର ଦିନ ଅବଶ୍ୟ ପାଠ କରନ୍ତୁ ଏହା ଆପଣଙ୍କ ଜୀବନ ବଦଳି ଦବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *