ପପୁ ତାର ସ୍ତ୍ରୀ ର ବିଉଟି ପାର୍ଲୋର ଯାଇଥିଲା, କିନ୍ତୁ ସେଠାରେ ଯାହା ଲେଖା ଥିଲା, ତାକୁ ପଢି ପଡୁ ପଡୁ ବଞ୍ଚିଗଲି!! ସେଠାରେ ଲେଖା ଥିଲା…

ଯେଉଁ ଭଳି ଭଲ ପବନ, ଭଲ ଖାଦ୍ୟ ଗୋଟେ ମଣିଷକୁ ସୁସ୍ଥ ରହିବା ପାଇଁ ଆବଶ୍ୟକ ସେହିଭଳି ଆପଣଙ୍କ ହସ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ସକାଳେ ଓ ସନ୍ଧ୍ୟାବେଳେ ହସିବାର ଅଭ୍ୟାସ କରିବେ କିଛି ବି ରୋଗ ସେ ମାନସିକ ହେଉ କି ଶାରୀରିକ କେବେବି ଆପଣଙ୍କୁ ଛୁଇଁ ପାରିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏମିତି କିଛି ମଜାଦାର ଜୋକସ ନେଇକାରୀ ଆସିଛୁ, ଯାହାକୁ ପଢିଲା ପରେ ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ଏହି ହସିବା ଓ ହସାଇବାର କାମ ।

ଜୋକ- ୧

ଦୁଇଟି ବନ୍ଧୁ ମଦ ପିଇଲାପରେ,

Image Courtesy: Google

ସିଗାରେଟ ପିଇ ଓ ଗୁଟୁକା ଖାଇ

ବହୁତ ଗମ୍ଭୀର ମୁଦ୍ରାରେ କଥା ହେଉଥିଲେ …..

ପିଜା କେବେ ଖାଇବୁ ନାହିଁ ….

ସେଥିରେ ମଇଦା ରହୁଛି, ଶରୀରକୁ କ୍ଷତି ପହଞ୍ଚାଇ ଥାଏ ……..!!!

ଜୋକ- ୨

ପପୁ ତାର ସ୍ତ୍ରୀ ର ବିଉଟି ପାର୍ଲୋର ଯାଇଥିଲା,

କିନ୍ତୁ ସେଠାରେ ଯାହା ଲେଖା ଥିଲା, ତାକୁ ପଢି ପଡୁ ପଡୁ ବଞ୍ଚିଗଲି….

ସେଠାରେ ଲେଖା ଥିଲା …

ଏଠାରେ ଭଗବାନଙ୍କ ରଚନା ସହ ବଦମାସୀ କରାଯାଉଛି ……!!!

Image Courtesy: Google

ଜୋକ- ୩

ପପୁ ( ହାତ ଯୋଡିକରି) – ହେ ଭଗବାନ, ଗର୍ଲ ଫ୍ରେନ୍ଡ ଦିଅ କି ନ ଦିଅ, କିନ୍ତୁ ….

ସ୍ତ୍ରୀ ଏମିତି ଦିଅ ଯେମିତି ପଡୋଶୀମାନେ ବି ଜଳିଯିବେ ….!!!

ଜୋକ- ୪

ଦୁଇଟି ସାଙ୍ଗ କଥା ହେଉଥିଲେ …..

ଯେବେ ଝିଅ ଦେଖିବାକୁ ଯିବୁ ତାର ଆବାଜ ରେଡିଓଠୁ ବି କମ ହୋଇଥାଏ …. କିନ୍ତୁ ….

ବାହାଘର ପରେ କେଉଁ ସ୍ପୀକର ଲାଗିଥାଏକି  ଆବାଜ କାମ ହେବାର ନା ଧରେନି …..!!!

Image Courtesy: Google

ଜୋକ- ୫

ପତ୍ନୀ – କଣ ହେଲା, କାହିଁକି ଉଦାସ ହୋଇ ବସିଛ ?

ପତି – ଆରେ ପଚାର ନାହିଁ, କଲି ରାତିରେ ନ୍ୟୁଜ ଚ୍ୟାନେଲ ବାଲା କହିଥିଲା

‘ଆସନ୍ତୁ ଆମେ ସମସ୍ତଙ୍କୁ ସିଧା ଦିଲୀ ନେକି ଯିବା’

ବାସ… ସେବେଠୁ ରେଡି ହୋଇକି ବସିଛି, ଏବେ ପର୍ଯ୍ୟନ୍ତ ଆସିଲା ନାହିଁ….!!!

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *