ହଟହଟ୍ଟା ହେଲେ କନଷ୍ଟେବଳ.. ଡିଉଟି ବେଳେ ପୁରୁଷ ସିପାହୀଙ୍କ ସହ ମିଶି କରୁଥିଲେ ଏପରି କାମ! ଚାକିରୀରୁ ହେଲେ ସସପେଣ୍ଡ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୋଲିସ ମାନେ ଦେଶକୁ ସୁରକ୍ଷା ଦେବା ସହ ଲୋକ ମାନଙ୍କର ସୁରକ୍ଷା ପାଇଁ ନିଯୁକ୍ତି ନେଇଥାନ୍ତି । ସେମାନଙ୍କ ଭୟରେ ଚୋର ମାନେ ଚୋରୀ କରିବାକୁ ମଧ୍ୟ ଭୟ କରିଥାନ୍ତି । ତେବେ ଆମ ମାନଙ୍କର ରକ୍ଷକ ଭାବେ ପୋଲିସକୁ ଆମ ଦେଶରେ ସ୍ବୀକୃତି ପ୍ରଦାନ କରାଯାଇଛି । କିନ୍ତୁ ଆଜିକାଲିର ପୋଲିସ କର୍ମଚାରୀ ମାନେ ଯେଉଁ ଭଳି ହରକତ କରୁଛନ୍ତି ତାହାକୁ ନେଇ ପୋଲିସ ଉପରୁ ଜନ ସାଧାରଣଙ୍କର ଭରସା ଧୀରେ ଧୀରେ ଉଠିବାରେ ଲାଗିଛି ।

କାରଣ ପୋଲିସ ମାନେ ଏମିତି କାଣ୍ଡ ଘଟାଉଛନ୍ତି ଯାହାକୁ ପାଇଁ କେବଳ ଜନ ସାଧାରଣ ହଇରାଣ ହେଉ ନାହାନ୍ତି ବରଂ ପୁରା ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ଏଥିପାଇଁ ଅପମାନ ର ଶିକାର ହେଉଛି । ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆରେ ପୋଲିସ ମାନଙ୍କର ଏଭଳି କାର୍ଯ୍ୟ କଳାପ ର ଭିଡିଓ ନିଶ୍ଚିନ୍ତ ଭାବେ ଦେଖିଥିବେ ।

ଯାହା ପାଇଁ ସେମାନଙ୍କୁ ଅପମାନିତ ହେବା ସହ ତାଙ୍କ ପଦବୀ ରୁ ମଧ୍ୟ ବାହାର କରି ଦିଆ ଯାଉଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ପୁଣି ଥରେ ପୋଲିସ କର୍ମଚାରୀଙ୍କ ଏକ ଭିଡିଓ ଭାଇରାଳ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଖାକୀ ଡ୍ରେସରେ ଥାଇ ପୁରୁଷ ବନ୍ଧୁଙ୍କ ସହ ମହିଳା କନଷ୍ଟେବଳ କରୁଥିଲେ ଋଲ୍ସ । ହିରୋ ତୁ ମେରା ହିରୋ ହେ ଏହି ଗୀତ ରେ ମହିଳା ପୋଲିସ ଜଣକ ଋଲ୍ସ କରୁଥିଲେ ନିଜର ପୁରୁଷ ବନ୍ଧୁଙ୍କ ସହ ।

କିନ୍ତୁ ହିରୋ ଋଲ୍ସ କରୁ କରୁ ନିଜେ ହୋଇଗଲେ ଜିରୋ । ଚାକିରି ରୁ ହେଲେ ସସପେଣ୍ଡ । ଯାହାର ଭିଡିଓ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆ ରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଯଦିଓ ଏହି ଘଟଣା ନୂଆ ନୁହେଁ ଏଭଳି ଅନେକ ଅନେକ ଘଟଣା ପୂର୍ବରୁ ମଧ୍ୟ ଘଟି ସରାଇଛି ।

ତଥାପି ଏଥିପାଇଁ ମହିଳା କନେଷ୍ଟବଳ ଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାଟି ଉତ୍ତର ପ୍ରଦେଶ ଅନତୋଇ ଜିଲ୍ଲା ର ଆହାବାଦ କେତୋବୋଲି ଅଞ୍ଚଳର । ଏହି ଭିଡିଓ ରେ ଦେଖା ଯାଉଥିବା ମହିଳା ଜଣକ ହେଲେ ହେଲ୍ପ ଡେସ୍କ ରେ ବସୁଥିବା ବସୁଧା ମିଶ୍ର ।

ସେ ଜଣେ ମହିଳା କନେଷ୍ଟବଳ ଅଟନ୍ତି । ମୋବାଇଲ ରେ ସହମରମୀ ମାନନକ ସହ ମିଶି କରୁଥିଲେ ଋଲ୍ସ । ଏହା କେବଳ ଗୋଟିଏ ନୁହେଁ ବରଂ ପୂର୍ବ ରୁ ସେ ଅନେକ ଭିଡିଓ କରି ସାରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏବେ ପୁରୁଣା ଭିଡିଓ ସବୁ ଡ଼ିଲିଟ କରି ଦେଇଥିବା ବେଳେ ଏହି ସବୁ ଭିଡିଓ ପାଇଁ ବିଭାଗିୟ ତଦନ୍ତ ଜାରି ରଖିଛି ।

ତେବେ ମହିଳା କନେଷ୍ଟବଳ ଙ୍କ ଏଭଳି କାର୍ଯ୍ୟ କଳାପ ସତରେ ନିନ୍ଦନୀୟ ଘଟଣା ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *