ଆମ ଶରୀର ରେ କୌଣସି ବି ଅଙ୍ଗରେ କଳାଜାଇ ବା ତିଳ ରହିଥାଏ । ଜହରା ଆମ ଜୀବନରେ ଅଧିକ ପ୍ରଭାବ ପଡିଥାଏ । ପ୍ରତେକ କଳାଜାଇ ପଛରେ ମଣିଷର ପ୍ରକୃତିର କୌଣସି ନା କୌଣଶୁ ଗୁପ୍ତ ରହସ୍ୟ ଲୁଚି ରହିଥାଏ । ଆନ ମାନେ ଜାଣିଥିବେ ବନ୍ଧୁଗଣ ପ୍ରାୟତ କେତେ ଲୋକଙ୍କ ହାତରେ କଳାଜାଇ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ହାତ ରେ କଳାଜାଇ ରହିଲେ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଯେଉଁ ଲୋକ ମାନଙ୍କର ଅନାମିକା ଆଙ୍ଗୁଳିରେ ବା ସୂର୍ଯ୍ୟ ପର୍ବତରେ କଳାଜାଇ ରହିଥାଏ କୁହାଯାଏ କି ଏହି ସ୍ଥାନରେ କଳାଜାଇ ରହିଲେ କଷ୍ଟଦାୟକ ହୋଇଥାଏ । ଯେମିତକୀ ସାମାଜିକ ଓ ସରକାରୀ କ୍ଷେତ୍ର ରେ ବା ରୋଜଗାର କରିବାରେ କୌଣସି ନା କୌଣସି ସମସ୍ଯା ଆସିଥାଏ । ଆପଣ ଧାର୍ଯ୍ୟର ସହ କାମ କରିଲେ ଜୀବନରେ ସଫଳ ହୋଇ ପାରିବେ ।
୨- ହାତରେ ଚନ୍ଦ୍ର ପର୍ବତ ଉପରେ କଳାଜାଇ ରହିଲେ ବ୍ଯକ୍ତିର ମନ ଚଞ୍ଚଳ ହୋଇଥାଏ । ଏଭଳି ବ୍ୟକ୍ତିଙ୍କୁ ସହଜରେ ପ୍ରେମ ମିଳି ନ ଥାଏ । ଜୀବନରେ ପ୍ରାୟ ସମୟରେ ଅସଫଳତା ମିଳିଥାଏ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଯଦି ଏମାନେ ଜୀବନରେ କଠିନ ପରିଶ୍ରମ କରିବେ ତେବେ ପ୍ରତେକ ସମସ୍ୟାର ସମାଧାନ ହୋଇ ପାରିବ ।
୩- ହାତର ଛୋଟ ଆଙ୍ଗୁଳିରେ କଳାଜାଇ ରହିଥିଲେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଜୀବନରେ ଅପାର ଧନ ସମ୍ପତି ଲାଭ କରିଥାନ୍ତି । ଏମାନଙ୍କ ଜୀବନରେ କୌଣସି ନା କୌଣସି ସମସ୍ଯା ଲାଗି ରହିଥାଏ । ଏମାନେ ସବୁ ସ୍ଥିତିରେ ନ ଭୟ କରି ଏହାର ସାମନା କରିବାକୁ ଚେଷ୍ଟା କରିଥାନ୍ତି ।
୪- ମଧ୍ୟମା ଆଙ୍ଗୁଳିରେ କଳାଜାଇ ରହିଲେ ଶୁଭ ମାନାଯାଏ । କୁହାଯାଏ କି ଏହା ମଙ୍ଗଳ ଗ୍ରହ ମଧ୍ୟ ହୋଇଥାଏ । ମଧ୍ୟମା ଆଙ୍ଗୁଳିର ତଳେ ଶନି ପର୍ବତ ଉପରେ କଳାଜାଇ ଥିଲେ ଏହା ସଂକେତ ଦେଇଥାଏ କି ସତର୍କ ରହିବା ଉଚିତ ।
୫- ଅନାମିକା ଆଙ୍ଗୁଳିରେ କଳାଜାଇ ରହିଲେ ଏଭଳି ବ୍ୟକ୍ତିଙ୍କୁ ସରକାରୀ କ୍ଷେତ୍ର ରେ ଲାଭ ଓ ସମାଜରେ ମାନ ସମାନ ହାସଲ ହୋଇଥାଏ । ଏମାନେ ସମୃଦ୍ଧି ଓ ଧନବାନ ସ୍ଵଭବର ବ୍ୟକ୍ତି ହୋଇଥାନ୍ତି ।
୬- ଯେଉଁ ବ୍ୟକ୍ତିର ଆଙ୍ଗୁଠିରେ କଳାଜାଇ ରହିଥାଏ ଏମାନେ ଅଧିକ କଥା କହୁଥିବା, ପରିଶ୍ରମୀ ଓ ନ୍ୟାୟପ୍ରିୟ ହୋଇଥାନ୍ତି । ଆଙ୍ଗୁଠି ତଳେ ଶୁକ୍ର ପର୍ବତରେ କଳାଜାଇ ରହିଲେ ପ୍ରେମ ସମ୍ପର୍କରେ ବାଧା ଆସିଥାଏ । ଯାହା କାରଣରୁ ସେମାନଙ୍କୁ ଜୀବନରେ ହାନି ଉଠାଇବାକୁ ପଡିଥାଏ । ଏମାନଙ୍କ ଜୀବନର ଧନର ଅଭାବ ରହେ ନାହି ।
୭- ଯେଉଁ ବ୍ୟକ୍ତିର ବାମ ହାତରେ କଳାଜାଇ ରହିଥାଏ ସେମାନେ ଧନବାନ ହୋଇଥାନ୍ତି । ଏମାନେ ଅଧିକ ଧନ ଅର୍ଜନ କରିଲେ ମଧ୍ୟ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି ।
୮- ଡାହାଣ ହାତର ଉପର ଭାଗରେ କଳାଜାଇ ରହିଲେ ଏମାନେ କିସ୍ମତବାଲା ହୋଇଥାନ୍ତି । ଏମାନଙ୍କ ଜୀବନରେ ଧନଧାନ୍ୟ ଭରି ହୋଇ ରହିଥାଏ । ଜୀବନରେ ସବୁ ସୁଖ ପ୍ରାପ୍ତ କରିଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।