ଓଡିଆ ହିରୋଇନ Chanditaଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଟେଲିଭିଜନ ଜଗତରେ ଅଭିନୟ କଳାକାର ମାନଙ୍କୁ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଆଜିକାଲି ଟିଭି ସିରିଏଲ ଦେଖିବାକୁ କିଏ ବା ଆଗ୍ରହୀ ହେଉ ନାହି । ଘରେ ଘରେ ଟିଭି ସିରିଏଲ ଦେଖିବାକୁ ଲୋକେ ବେଶ ଆଗ୍ରହୀ ହେଉଛନ୍ତି । ଯାହା ପାଇଁ ସିରିଏଲ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବେଶ ଚର୍ଚ୍ଚା ରେ ରହୁଛନ୍ତି । ସେମାନଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ବେଶ ପ୍ରଶଂସା ମଧ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଓଡିଆ ସିରିଏଲ ହିରୋଇନ ଛନ୍ଦିତା ଙ୍କ ଡ୍ୟାନ୍ସ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ହିରୋଇନ ଛନ୍ଦିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ସିରିଏଲ ରେ ପ୍ରାୟତ ଖଳନାୟିକ ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏମିତିକି ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ବେଶ ପସନ୍ଦ କରିଥାନ୍ତି । ସେ ଅନେକ ସାରା ଓଡିଆ ସିରିଏଲ ରେ ଅଭିନୟ କରି ସାରିଛନ୍ତି । ତାଙ୍କର ଅଭିନୟ ଯେତିକି ସୁନ୍ଦର ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ପୋଷ୍ଟ ହୋଇଥାଏ ଯାହା ଦର୍ଶକ ମାନେ ଦେଖିବାକୁ ଆରହ ପ୍ରକାଶ କରିଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଏକ ନୂଆ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ଛନ୍ଦିତା ହାଲ୍ଫ ପ୍ଯାଣ୍ଟ ସହ ସର୍ଟ ଟପ ପିନ୍ଧି ଦମଦାର ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜ୍ଞା ହଁ ଦର୍ଶକ ବନ୍ଧୁ ଛନ୍ଦିତା ନିଜେ କେଶ ଖୋଲା କରି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯିଏ ବି ଦେଖିବ ଦେଖିକି ରହିଯିବ । ସେ ତାଙ୍କ ରୁମରେ ଏତେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଆଉ ତାଙ୍କ ଡ୍ୟାନ୍ସ ର ସ୍ଟେପ ଗୁଡିକ ବହୁତ କ୍ଳିନ ରହିଛି । ଖୋଲା ମନରେ ଛନ୍ଦିତା ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହାକୁ ତାଙ୍କର ପ୍ରଶଂସକ ମାନେ ବେଶ ପସନ୍ଦ କରିଛନ୍ତି ।

ଆଗରୁ ମଧ୍ୟ ତାଙ୍କର ଏଭଳି ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇ ସାରିଛି । କିନ୍ତୁ ଏହି ଭିଡିଓ କିଛି ନିରା ଆଉ ହଟକେ ଲାଗୁଛି । ଫୁଲ ମସ୍ତି କରିବା ସହ ଏଞ୍ଜୋଏ ମଧ୍ୟ କରୁଛନ୍ତି ଛନ୍ଦିତା । ବିଭିନ୍ନ ପ୍ରକାରର ସ୍ଟେପ କରି ନିଆରା ଢଙ୍ଗ ରେ ଡ୍ୟାନ୍ସ କରି କରି ବେଶ ଖୁସି ଥିବାର ନଜର ଆସୁଛନ୍ତି ଅଭିନେତ୍ରୀ ଛନ୍ଦିତା । ତାଙ୍କ ଏକ୍ସପ୍ରେସନ ମଧ୍ୟ ଖୁବ ନିଆରା ଲାଗିଛି ନାଚିବା ସମୟରେ ।

ତେବେ ତାଙ୍କର ଅଭିନୟ ମଧ୍ୟ ତାଙ୍କ ଭଳି ଖୁବ ନିଆରା । ସେ ଯେଉଁ ଚରିତ୍ର ରେ ଅଭିନୟ କରିଥାନ୍ତି ଦର୍ଶକ ମାନଙ୍କୁ ତାହା ବହୁତ ଭଲ ଲାଗିଥାଏ । ଆଜି ବି ସେ ନିଜର ଅଭିନୟ ଜାରି ରଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଛନ୍ଦିତା ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *