ସବୁ ପଞ୍ଚାୟତ ବୁଲି ବୁଲି ବନ୍ୟା ସ୍ଥିତି ଦେଖିଛନ୍ତି Rudra Bhai, ଲୋକଙ୍କୁ ଭେଟ କରି କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ରାଜ୍ୟ ରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି । ଯାହା ପାଇଁ ସବୁ ଜିଲା ମାନଙ୍କରେ ବନ୍ୟା ସ୍ଥିତି ଦେଖା ଯାଇଛି । ଯାହା ପାଇଁ ତଳିଆ ଆଉ ପାହାଡିଆ ଅଞ୍ଚଳ ରେ ଥିବା ଲୋକ ମାନେ ପାଣି ଘେର ରେ ବୁଡି ରହିଛନ୍ତି । ବନ୍ୟା ସ୍ଥିତି କାରଣରୁ ସାରା ରାଜ୍ୟରେ ତଳିଆ ଅଞ୍ଚଳ ରେ ଥିବା ଲୋକ ମାନେ ଗାଁ ଗହଳିରେ ପାଣି ଘରେ ପଶି ଯାଇଛି ଯାହା ପାଇଁ ଲୋକମାନେ ଘରେ ସେମିତି ପାଣି ରେ ରହଛନ୍ତି । ନ ଖାଇବାକୁ ଖାଦ୍ୟ ଅଛି ନା ପିଇବାକୁ ପଣି ପାଉଛନ୍ତି ଲୋକ ମାନେ ।

ବର୍ତ୍ତମାନ ସମୟରେ ରୁଦ୍ର ମହାରଥୀ କୁ ନେଇ ବଡ ଅପେଡେଟ ଆସିଛି । ଆପଣ ମାନେ ଜାଣିଥିବେ ରୁଦ୍ର ମହାରଥୀ ରାଜନୀତି ରେ ପରବେଶ କରିବା ପରେ ଖୁବ ଚର୍ଚ୍ଚା ରେ ରହୁଛନ୍ତି । ବର୍ତ୍ତମାନ ବନ୍ୟା ସ୍ଥିତି ସବୁ ରାଜ୍ୟ ଗୁଡିକରେ ଦେଖା ଯାଇଛି । ଏ ନେଇ ରୁଦ୍ର ଭାଇ ନିଜେ ହାଟ ସାହି ପଞ୍ଚାୟତ ର ବିଭିନ୍ନ ଗାଁ ଗାଁ ବୁଲି ବନ୍ୟା ପାଣିରେ ପଶି ଲୋକ ମାନଙ୍କର ଅବସ୍ଥା ଦେଖିଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ ।

ରୁଦ୍ର ଭାଇ ଗୋଟେ ବାଡି ଧରି ପାଣି ଭିତରେ ଠାର କରି ଗାଁ ଗାଁ ବୁଲୁଛନ୍ତି ଆଉ ଲୋକ ମାନଙ୍କର ଭଲ ମନ୍ଦ ବୁଝୁଛନ୍ତି । ଏମିତିକି ଲୋକ ମାନଙ୍କ ପାଇଁ ଖାଇବା ପିଇବା କଥା ମଧ୍ୟ ରୁଦ୍ର ଭାଇ ବୁଝିବେ ବୋଲି କହିଛନ୍ତି । ଯାହା ଦରକାର ହେବ ସବୁ କିଛି ଆରେଞ୍ଜମେଣ୍ଟ କରାଯିବ ବୋଲି ରୁଦ୍ର ଭାଇ ଗାଁ ଲୋକଙ୍କୁ ଆଶ୍ଵାସନା ଦେଇଛନ୍ତି ।

ଏମିତିକି ରୁଦ୍ର ଭାଇ କହିଛନ୍ତି ପାଣି କେତେବେଳେ ବଢିପାରେ ତାହା କିଛି କହି ହେବ ନାହି । ଯେଉଁ ମାନଙ୍କର ଘର ସବୁ ପାଣି ରେ ବୁଡି ଯାଇଛି ସେମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରୁଦ୍ର ଭାଇ ନିଜ ଲୋକ ମାନଙ୍କୁ କହୁଛନ୍ତି । ଏମିତିକି ଲୋକ ମାନଙ୍କର ଯାହା ବି ଆବଶ୍ୟକ ସାମଗ୍ରୀ ତାହା ଯୋଗାଇ ଦେବାକୁ ରୁଦ୍ର ଭାଇ ଆଶ୍ଵାସନା ଦେଇଛନ୍ତି ।

ବନ୍ୟା ପାଣି ହାଟ ସାହି ପଞ୍ଚାଯତ ରେ ଏତେ ମାଡି ଯାଇଛି ଲୋକ ମାନେ ପାଣିରେ ବୁଡି ଯିବା ଆସିବା କରୁଛନ୍ତି । କାହାର ଘର ବୁଡି ଯାଇଛି ତ ଆଉ କାହାର ରୋଷେଇ ଚୁଲି ଭାଙ୍ଗି ବନ୍ୟା ପଣି ରେ ଭାସି ଯାଇଛି । ଛୋଟ ଠାରୁ ଆରମ୍ଭ କରି ବଡ ଯାଏ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

ରୁଦ୍ର ଭାଇ ଗାଁ ଗାଁ ବୁଲିବା ସହ ଲୋକ ମାନଙ୍କୁ ଖାଇବା ପାଇଁ ଖାଦ୍ୟ ଯୋଗାଇ ଦେବାକୁ ତାଙ୍କ ଲୋକ ମାଙ୍କୁ କହୁଛନ୍ତି । ଏମିତିକି ଲୋକ ମାନେ ଅନ୍ୟ ଜାଗାକୁ ଯିବା ପାଇଁ ମଧ୍ୟ କହୁଛନ୍ତି କାରଣ ଲଘୁଚାପ କାରଣରୁ ପୁଣି ଠରେ ବନ୍ୟା ସ୍ଥିତି ବଢିପାରେ ବୋଲି ଆଶଙ୍କା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ଭାଇଙ୍କର ଏଭଳି ମହାନ କାମ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *