Weather Update: ଆସନ୍ତା 6 ଘଣ୍ଟା ମଧ୍ୟରେ ଲଘୁଚାପ ନେ ଡିପ ଡିପ୍ରେସନର ରୂପ, ଏହି ସବୁ ଜିଲ୍ଲାକୁ ଜାରି ହେଲା ରେଡ ୱାର୍ଣ୍ଣିଂ!

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି କି ଡିପ ଡିପ୍ରେସନ ବାତ୍ୟାର ରୂପ ନେବ ଅନହି । କିନ୍ତୁ ଆମେରିକା ପାଣିପାଗ ବିଭାଗ ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି । ପାଣିପାଗ ବିଜ୍ଞାନୀ ପ୍ରସେସର ସନ୍ଦିପ ପଟ୍ଟନାୟକ କହିଛନ୍ତି ଅବପାତର ରୂପ ନେଲା ଲଘୁଚାପ କ୍ଷେତ୍ର । ଆଗାମୀ ୬ ଘଣ୍ଟା ମଧ୍ୟରେ ସମ୍ଭବାନା ରହୁଛି ଡିପ ଡିପ୍ରେସନର ରୂପ ନେବା ପାଇଁ । ଲଘୁଚାପ ଘନୀଭୂତ ହେବା ପାଇଁ ଆହୁରି ୮ରୁ ୧୦ ଘଣ୍ଟା ସମୟ ରହିଛି । ପାହାଡୀଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମାଟି ଧସିବା ନେଇ ଆଶଙ୍କା ରହିଛି ।

ଲଘୁଚାପର ପ୍ରଭାବ ପ୍ରଥମେ ବାଲେଶ୍ଵର, ମୟୂରଭଞ୍ଜ ରେ ପଡିବ ବୋଲି କୁହାଯାଉଛି । କେନ୍ଦ୍ରାପଡା ରେ ବର୍ତ୍ତମାନ ହେଭି ରେନ ଫଲ ହେବାର ସମ୍ଭବନା ରହିଛି । କେନ୍ଦ୍ରାପଡା, ଯାଜପୁର ପରେ ଭଦ୍ରକ, ମୟୂରଭଙ୍ଗ ଆଦି ଜିଲ୍ଲା ଗୁଡିକରେ ଲଘୁଚାପର ପ୍ରଭାବ ପଡିବ ଆଗାମୀ ୬ ଘଣ୍ଟା ମଧ୍ୟରେ । କେଉଁଝର ଓ ମୟୂରଭଞ୍ଜକୁ ରେଡ ୱାର୍ନିଙ୍ଗ ଦିଆଯାଇଛି ।

ଉତ୍ତର-ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇଛି ବୋଲି ପ୍ରଫେସର କହିଛନ୍ତି । ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହି ଲଘୁଚାପର ପ୍ରଭାବ ଗତ କାଲି ରାତିରୁ ଆରମ୍ଭ ହୋଇ ସାରିଛି । ଲଘୁଚାପ ପ୍ରଭାବରେ ବର୍ଷା ଅଧିକ ହେବା ସହ ପବନର ବେଗ ମଧ୍ୟ ତୀବ୍ର ରହିବ ।

ଆଜି ଦ୍ଵିପହର ବେଳକୁ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରାପଡା ଆଦି ଜିଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୋଷ ଲାଇନ ପକାହକୁ ଯେତେ ଆସିବ ଲଘୁଚାପ ସେହି ସବୁ ଜିଲା ଗୁଡିକ ରେ ବର୍ଷା ଅଧିକ ଦେଖାଯିବ । ଆଜି ଅପାରାହ୍ନ ରେ ଏହାର ପ୍ରଭବ ଅଧିକ ବଢିବାରେ ଲାଗିବ । ଆଜି ଅପାରାହ୍ନ ଠାରୁ ଆରମ୍ଭ କରି ଆସନ୍ତା କାଲି ଅପାରାହ୍ନ ଯାଏଁ ବର୍ଷା ଅଧିକ ରହିପାରେ ।

ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଟି ଜିଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି । ଆସନ୍ତା କାଲି ରାତି ସୁଧା ଏହା କମି ଯିବାର ସମ୍ଭାବନା ରହିଛି । ଆସନ୍ତା କାଲି ପାଇଁ ପରବଳ ରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲା କୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି ।

ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ଦେବଗଡ, ସମ୍ବଲପୁର, ବରଗଡ, ବାଲାଙ୍ଗୀର ଆଦି ଜିଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ଆସନ୍ତା କାଲି ପାଇଁ । ଆଜି ପାଇଁ ଅତି ଭୀଷଣ ପାଇଁ ମୟୂରଭଞ୍ଜ ଓ କେଉଁଝର କୁ ରେଡ ୱାର୍ନିଙ୍ଗ ଜାରି କରା ଯାଇଛି । ପ୍ରବଳ ବର୍ଷା ପାଇଁ ୭ଟି ଜିଲା ୟେଲୋ ୱାର୍ନିଙ୍ଗ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *