Astrology: ଶନି ଓ ମଙ୍ଗଳ ଗ୍ରହର ଅଶୁଭ ଦ୍ରୁଷ୍ଟିରୁ ମୁକ୍ତି ହେବେ ଏହି 3ଟି ରାଶି, ଆସିବ ଖୁସିର ଦିନ

ବ୍ୟକ୍ତିଙ୍କ ଜୀବନରେ ପ୍ରତେକ ଦିନ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ହେବାର କାରଣ ହେଉଛି ଗ୍ରହ ମାନଙ୍କର ଚଳନ । ଜ୍ୟୋତିଷକୁ ମାନିଲେ ଶନି ଓ ମଙ୍ଗଳ ଏହି ୨ଟି ଗ୍ରହ ଏକା ସାଥିରେ ରହିବା ଅଶୁଭ ବୋଲି ମାନା ଯାଇଥାଏ । ଯେଉଁ ମାନଙ୍କ ରାଶିରେ ଶନି ଓ ମଙ୍ଗଳର ଦ୍ଵିତୀୟ ହୋଇଥାଏ ସେମାନଙ୍କ ଜୀବନରେ ଦୁଖ ଓ ଅସାନ୍ତି ଆସିବାକୁ ଲାଗିଥାଏ । ଏହି କାରଣ ପାଇଁ ଶନି ଓ ମଙ୍ଗଳାଙ୍କର ଏକା ସହ ରହିବା ହେତୁ ଏପରି ୩ଟି ରାଶି ଅଛନ୍ତି ଯେଉଁ ମାନେ ଶନି ଓ ମଙ୍ଗଳଙ୍କର କଳା ଛାଇ ରୁ ମୁକ୍ତ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେହି ୩ଟି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶନି ଓ ମଙ୍ଗଳାଙ୍କର ଶୁଭ ଦ୍ରୁଷ୍ଟି ର ପ୍ରଭାବ ଶେଷ ହେବା କାରଣରୁ ଆପଣଙ୍କ ଜୀବନରେ ସୁଖ ର ଦିନ ଶେଷ ହୋଇ ଖୁସି ର ଦିନ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆୟ ର ନୂଆ ନୂଆ ଦିଗ ଖୋଲିବାକୁ ଲାଗିବ । ଅଚାନକ କୌଣସି କ୍ଷେତ୍ରରୁ ଧନ ଲାଭ ହେବ । ଯେଉଁ କାରଣରୁ ଆପଣଙ୍କୁ ନୂଆ ନୂଆ ଲାଭ ମିଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହିଥିଲା ତାହା ଦୂର ହେବାକୁ ଯାଉଛି । ପାରିବାରିକ ଜୀବନ ଖୁସି ଭରା ରହିବ । ଜୀବନ ସାଥିଙ୍କ ସହ ସହଯୋଗ ପାଇବେ ।

ଧନୁ ରାଶି : ଆପଣଙ୍କର ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ ଶନି ଓ ମଙ୍ଗଳଙ୍କର ପ୍ରଭାବ କାରଣରୁ । କିନ୍ତୁ ବହୁତ ଜଲ୍ଦି ସବୁ କିଛି ଶେଷ ହେବ । ଦୂର ଜାଗାକୁ ଯାତ୍ରା କରିବେ ଯାହା ଆପଣଙ୍କ ପାଇଁ ବେଶ ଲାଭକାରୀ ସିଦ୍ଧ ହେବ । ଯେଉଁ ମାନେ ବ୍ୟାପାର କ୍ଷେତ୍ର ରେ ଅଛନ୍ତି ସେମାନଙ୍କୁ ପ୍ରଚୁର ଧନ ଲାଭ ହେବ । ଯେଉଁ କାମ କରିବେ ସେଥିପାଇଁ ବିଚାର ବିମର୍ଶ କରି ଆରମ୍ଭ କରନ୍ତୁ । ପ୍ରତେକ କ୍ଷେତ୍ରରେ ସଫଳ ହେବେ । ମିତ୍ରଙ୍କ ସାହାଯ୍ୟରେ ବଡ ଧରଣର ଲାଭ ମିଳିପାରେ ।

ବିଛା ରାଶି : ଆପଣଙ୍କ ପରିବାରର ରେ ଶନି ଓ ମଙ୍ଗଳର ଅଶୁଭ ଦ୍ରୁଷ୍ଟି ହଟିବା କାରଣରୁ ଖୁସି ଆଗମନ ହେବାକୁ ଯାଉଛି । ପ୍ରତେକ ସ୍ଥିତି ରେ ପରିବାର ଆପଣଙ୍କ ସହ ରହିବେ । ଦାଂପତ୍ଯ ଜୀବନ ଆନନ୍ଦମୟ ରହିବ । ଗୃହକୁ କୌଣସି ନୂଆ ଅତିଥିଙ୍କ ଆଗମନ ହୋଇପାରେ । ରୁଣ ନେବାକୁ ଇଚ୍ଛା କରୁଥିଲେ ତାହା ଜଲ୍ଦି ପ୍ରାପ୍ତ ହେବ ।

ଯଦି ଆପଣ ରୁଣ ଜନିତ ସମସ୍ଯା ଦେଇ ଗତି କରୁଛନ୍ତି ତେବେ ଆପଣ ବହୁତ ଜଲ୍ଦି ରୁଣ ରୁ ମୁକ୍ତି ପାଇବେ । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ । ଲୋକେ ଆପଣଙ୍କର ରାଏ ମାଗିବେ । ଆପଣ ଯେଉଁ ନିସ୍ପତି ନେବେ ତାହା ସଠିକ ସାବ୍ୟସ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *