ହିମାଳୟ ପର୍ବତ ର ଏହି 4ଟି ରହସ୍ୟମୟ କଥା ଯାହା ସମସ୍ତଙ୍କୁ ଚକିତ କରିଦେବ !

ବନ୍ଧୁଗଣ ଦୁନିଆରେ ଅନେକ ରହସ୍ୟ ରହିଛି ଯାହାର କୌଣସି କମି ନହିଁ । ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି ଯାହା ଆଗରେ ବିଜ୍ଞାନ ମଧ୍ୟ ନତମସ୍ତକ ହୋଇ ପଡିଛି । ଯଦି ହୋମାଳୟ ପର୍ବତ କଥା କହିବା ତ ଏଠାରେ ରହସ୍ୟ ର ଭଣ୍ଡାର ଲୁଚି ରହିଛି । ହିମାଳୟ ପର୍ବତ ରେ ଏମିତି କିଛି ଘଟଣା ଘଟିଛି ଯାହା କୁ ନେଇ ଅନେକ ପ୍ରଶ୍ନ ଆଜି ବି ରହିଛି । କିନ୍ତୁ ତାର କୌଣସି ଉତ୍ତର ନାହିଁ । ଆଜି ଆମେ ଆପଣଙ୍କୁ ହିମାଳୟର କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ବି ଚିନ୍ତାରେ ପଡି ପାରନ୍ତି ।

୧- ୟତିକା ରହସ୍ୟ ; ୟତି ବିଶାଳକାୟ ମାନବ ଭଳି ଦେଖାଯାଏ । ଏହାର ନଖ ଦେଖିବାକୁ ବଡ ବଡ ହୋଇଥାଏ । ଏହାର ପୁରା ଶରୀରରେ ଲମ୍ବା ଲମ୍ବା କେସ ରହିଥାଏ । ଏହାର ପାଦ ୩୨ ଫୁଟ ଲମ୍ବା ଓ ୧୫ ଫୁଟ ଚଉଡା । ଯେଉଁ କାରଣରୁ ବରଫ ଭଳି ଜାଗାରେ ସାଧାରଣ ଲୋକ ରହିବା ଅସମ୍ଭବ ଅଟେ ସେଠାରେ ୟତି ରହିପାରେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଏତେ ବଡ ହିମାଳୟ ପର୍ବତ ରେ ଆଜି ଯାଏଁ କେହି ବି ୟତି କୁ ଖୋଜି ବାହାର କରିପାରି ନାହାନ୍ତି । ୟତି ମନୁଷ୍ୟ ଅଧା ମଣିଷ ଓ ଅଧା ଭାଲୁ ଭଳି ଦେଖିବାକୁ ହୋଇଥାଏ ।

୨- ରହସ୍ୟମୟୀ ଯୋଗୀ : ପ୍ରାଚୀନ କାଳରୁ ଆଜି ଯାଏଁ ହିମାଳୟ ପର୍ବତ ରେ ଅନେକ ଯୋଗୀ ବା ସାଧୁ ସନ୍ଥ ହିମାଳୟ ପର୍ବତ କୁ କଠୋର ତପସ୍ୟା କରିବାକୁ ଯାଇଥାନ୍ତି । ଆଉ ସେଠାରେ ରହି ଯାଇଥାନ୍ତି । କିନ୍ତୁ ଚକିତ କରିବା ଭଳି କଥା ହେଉଛି ହିମାଳୟ ଭଳି ଥଣ୍ଡା ଅଞ୍ଚଳରେ ବିନା ଭୋଜନ ଓ ପାଣି ରେ ରହିବା ଅସମ୍ଭବନ । ଏହା ବାଦ ବି ଅନେକ ଯୋଗୀ ଏଠାରେ ରହିଥାନ୍ତି ।

୩- କୈଳାସ ପର୍ବତ : ପ୍ରାଚୀନ ଗ୍ରନ୍ଥ ରେ କୈଳାସ ପର୍ବତ ରେ ଭଗବାନ ଶିବ ଓ ତାଙ୍କ ପରିବାରର ନିବାସ ଥିବାର କୁହା ଯାଇଛି । ଆଜି ଅଜାଏନ କୌଣସି ପର୍ବତ ଆରୋହି କୈଳାସ ପର୍ବତ ରେ ଚଢି ପାରି ନାହାନ୍ତି । ଏହା ଛଡା ଏଠିକାର ସମୟ ବହୁତ ତୀବ୍ର ଗତିରେ ବଢିଥାଏ । କେହି ଯଦି କୈଳାସ ପର୍ବତ ରେ ୩ ଦିନ ରହିଯାଏ ତେବେ ଏହା ୩ ବର୍ଷ ସମାନ ହୋଇଥାଏ । ଏଠାରେ ସର୍ବଦା ଓମ ଶବ୍ଦ ଶୁଣାଯାଏ ।

୪- ଅମରନାଥ : ହିମାଳୟରେ ପ୍ରମୁଖ ସ୍ଥାନ ହେଉଛି ଅମରନାଥ ଶିବଲିଙ୍ଗ । ଏହି ଶିବଲିଙ୍ଗ ପ୍ରାକୃତିକ ରୂପରେ ବରଫରେ ବନିଥାଏ । କୁହାଯାଏ ଅମର ର କଥା ମହାଦେବ ମାତା ପାର୍ବତୀଙ୍କୁ ଏଠାରେ ଶୁଣାଇଥିଲେ । ସେହି ସମୟରେ ୨ଟି ପାରା ଅମର କଥା ଶୁଣି ଅମର ହୋଇଥିଲେ ।

ଆଜି ବି ହିମାଳୟ ପାହାଡ ରେ ଦୁଇ ଟି ପାରା ଦେଖିବାକୁ ମିଳିଥାନ୍ତି । ବୈଜ୍ଞାନିକଙ୍କ ପାଇଁ ଏହା ଆଜି ବି ରହସ୍ୟମୟ ହୋଇ ରହିଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *