କଣ ଆପଣ କେବେ ହିରାର ଉଡାଜାହାଜ ଦେଖିଛନ୍ତି କି ? ତେବେ ଏବେ ହିଁ ଦେଖିନିୟନ୍ତୁ – ଏଭଳି ଏକ ଉଡାଜାହାଜ ଯାହା ସମ୍ପୂର୍ଣ ହୀରା ରେ ତିଆରି

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ସ୍ଵାଗତ କରୁଛୁ ଆମର ଏହି ଲେଖାକୁ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ନା ଆପଣ କେବେ ଦେଖିଥିବେ ନା ଶୁଣିଥିବେ । କଣ ଆପଣ କେବେ ହିରାରେ ଜଡିତ ଉଡାଜାହାଜ ଦେଖିଛନ୍ତି ? ଆଜ୍ଞା ହଁ ହିରରେ ଜଡିତ ଉଡାଜାହଜ । ବିଶ୍ବାସ ହେଉ ନାହିଁ ନା ? କିନ୍ତୁ ଏହା ସତ ଅଟେ । ତେବେ ଆସନ୍ତୁ ଜଣାଇବା ସେହି ଉଡାଜାହଜ ବିଷୟରେ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।

ଆଜିକାଲି ପ୍ଲେନ ରେ ଯାତ୍ରା କରିବା ଏକ ସାମାନ୍ୟ କଥା ହୋଇଗଲାଣି । କିନ୍ତୁ କେବେ ଭାବିଛନ୍ତି କି ଆପଣ ଯେଉଁ ପ୍ଲେନ୍ ରେ ଯାତ୍ରା କରୁଛନ୍ତି ସେଥିରେ ଯଦି ହିରା ଜଡିତ ହୋଇଥିବ ! ଏବେ କଳ୍ପନାର ଦୁନିଆଁରୁ ବାହାରନ୍ତୁ । ଚାଲନ୍ତୁ ଆପଣଙ୍କୁ ଆମେ ଦେଖାଇବୁ ଏମିତି ଏକ ପ୍ଲେନ୍ ଯେଉଁଥିରେ ହୀରା ଜଡିତ ହୋଇଛି । ସୋସିଆଲ୍ ମିଡିଆରେ ଏକ ପ୍ଲେନ୍ ର ଫଟୋ ବହୁତ ଭାଇରାଲ୍ ହେଉଛି । ସେହି ପ୍ଲେନ୍ ର ନାଁ ହେଲା ଏମିରେଟ୍ସ ବ୍ଲିଙ୍ଗ୍ ୭୭୭ ।  ଏହି ପ୍ଲେନ୍ ହିରାରେ ଜଡିତ ପ୍ଲେନ୍ ଅଟେ । ଏହି ପ୍ଲେନ୍ କୁ ନିଜେ ଏମିରେଟ୍ସ ଏୟାରଲାଇନ୍ ତାଙ୍କ ସୋସିଆଲ୍ ମିଡିଆ ଏକାଉନ୍ଟରେ ସେୟାର୍ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଆଜି ଆମେ ଏମିତି ଏକ ରାଜାଙ୍କ ବିଷୟରେ କହିବୁ ଯାହାଙ୍କ ପାଖରେ ସୁନାର ପ୍ଲେନ୍ ଅଛି । ଗୋଟେ ରିପୋର୍ଟ ମୁତାବିକ ହସନଙ୍କ ପାଖରେ ୧୩୬୩ ଆରବ ଟଙ୍କାରୁ ଅଧିକା ସଂମ୍ପତ୍ତି ଅଛି । ସୁଲତାନ ଏବେ ପର୍ଯ୍ୟନ୍ତ ତିନୋଟି ବିବାହ କରିଛନ୍ତି । ଏହି ତିନିଜଣ ସ୍ତ୍ରୀ ତାଙ୍କର ପାଖରେ ପାଞ୍ଚଜଣ ପୁଅ ଓ ସାତଟି ଝିଅ ଅଛନ୍ତି । ତାଙ୍କ ବିଷୟରେ କୁହାଯାଏ କି ସେ ଏକ ହେୟାର କଟ୍ ପାଇଁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି । ୭୧ ବର୍ଷୀୟ ହସନ ଅଲ ବୋଲ୍କିୟାହ ଭାରତର ୬୯ ତମ ଗଣତନ୍ତ୍ର ଦିବସରେ ଭାରତକୁ ବିଶେଷ ଅତିଥି ହିସାବରେ ଆମନ୍ତ୍ରିତ ଥିଲେ । ଗଣତନ୍ତ୍ର ଦିବସର କାର୍ଯ୍ୟକ୍ରମରେ ସାମିଲ୍ ହେବା ପରେ ସୁଲତାନ ବ୍ରୋନେଇ ନିଜେ ପ୍ଲେନ୍ ଉଡାଇକରି ଦିଲ୍ଲୀ ପହଞ୍ଚିଥିଲେ । ପୁରା ଦୁନିଆଁ ସେହି ସମୟରେ ଚକିତ ହୋଇଯାଇଥିଲା । ଯେବେ ସୁଲତାନ ବ୍ରୁନେଇ ଦିଲ୍ଲୀରୁ ପ୍ରାୟ ୪୭୦୦ କିଲୋମିଟର ନିଜେ ପ୍ଲେନ୍ ଚଲାଇକରି ଆସିଥିଲେ ।

ବ୍ରୁନେଇର ପର୍ଯ୍ୟଟନ ଦୃଷ୍ଟିରୁ ଦକ୍ଷିଣ ପୁର୍ବ ଏସିଆ ବହୁତ ଧନୀ ଦେଶ ଅଟେ । ଏବେ କଥା ହେବା ସୁଲତାନଙ୍କ ବାହାନ ବିଷୟରେ ବୋଲ୍କିୟାହଙ୍କ ପାଖରେ ପ୍ରାୟ ୭ ହଜାର କାର୍ ଅଛି । ଏଥିରୁ ଲକ୍ଜୁରି । ସ୍ପୋର୍ଟ୍ସ । ଲିମିଟେଡ୍ ଏଡିସନ । ଭିଣ୍ଟଟେଜ୍ । କାର୍ ବି ସାମିଲ୍ ଅଛି । ଏହି ୭ ହଜାର କାର୍ ଦାମ ୩୪୦୦ କୋଟି ଅଟେ । ବ୍ରୁନେଇ ଏହି ସୁଲତାନଙ୍କ କାର୍ କଲେକସନ୍ ୪ କୋଟି ବାଲା କାର୍ ୬୦୪ ରୋଲ୍ସ ରୋୟଲ୍ କାର୍ ଅଛି ।

ସୁଲତାନ ହସଲ ଅଲ ବୋଲ୍କିୟାହଙ୍କ ଆଲିଶାନ୍ କାର୍ କଲେକସନ୍ ରେ ୪୫୨ ଫେରାରି କାର୍ ଅଛି । ନିଜ ଏହି ସଉକ ଚାଲିବାକୁ ନେଇ ସୁଲତାନ ଗୋଟେ ରୁ ଗୋଟେ ଜାହାଜ କିଣିଥିଲେ । ଏବେ ତାଙ୍କ ପାଖରେ ସବୁଠାରୁ ମହଙ୍ଗା ପ୍ଲେନ୍ ୨୨ କୋଟି ଡଲାର ଅଟେ । ଯେଉଁଥିରେ ସୁନାର ଚାଦର ଚଢା ହୋଇଛି ।

ଯଦି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସେ ତେବେ ଗୋଟେ ଶେୟାର ନିଶ୍ଚୟ କରିବେ । ଏମିତି ଅନେକ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *