ମାଆ ଗର୍ଭରେ ଥିବା ଶିଶୁ ପୁଅ କି ଝିଅ ଗୋଟିଏ ପଥର ଫିଙ୍ଗିବା ପରେ ଜଣା ପଡିଥାଏ ! ଜାଣନ୍ତୁ କେମିତି…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ କହିବୁ ଯାହା ଦ୍ଵାରା ଆପଣ ଜାଣିପାରିବେ କି ଆପଣଙ୍କ ଗର୍ଭରେ ବଢୁଥିବା ସନ୍ତାନ ପୁଅ ଅଟେ କି ଝିଅ । ତେବେ ଅପନମାନେ ତ ଜାଣିଥିବେ ଆଗରୁ ହେଉଥିବା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ସରକାର ନିୟମ କରିଥିଲେ କି କେହି ବି ଭ୍ରୁଣ ଯାଞ୍ଚ କରିପାରିବେ ନାହିଁ । ଗର୍ଭରେ ବଢ଼ୁଥିବା ଶିଶୁର ଲିଙ୍ଗ ଜାଣିବା ଉପରେ ସରକାର କଟକଣା ଜାରି କରିଛନ୍ତି । ଯିଏ ବି ଏହି ଆଇନର ଉଲଂଘନ କରିବ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯିବ ।

ଏମିତି ତ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଏ ତାର ସାରା ପଡ଼ିଆର ଜାଣିବାକୁ ଚାହାନ୍ତି କି ଏହା ପୁଅ ଅଟେ କି ଝିଅ । ତେବେ ଏମତି ଏକ ଅଞ୍ଚଳ ରହିଛି ବିନା ପାଇସା ଓ ଡାକ୍ତରଙ୍କ ଦ୍ବାରା ମାଆ ଗର୍ଭରେ ବଢ଼ୁଥିବା ଶିଶୁର ଲିଙ୍ଗ ଜାଣି ପାରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ କି ସେହି ଗ୍ରାମ ର ଲୋକ କେମିତି ଏକ ନୂଆ ଉପାୟରେ ଜାଣିପାରୁଛନ୍ତି ଯେ ମା ପେଟରେ ଥିବା ସନ୍ତାନ ପୁଅ ହେବ କି ଝିଅ ।

ତେବେ ସୂଚନା ଅନୁସାରେ ଝାଡ଼ଖଣ୍ଡର ଲୋହରଦଗାସ୍ଥିତ ଖୁଖରା ଅଞ୍ଚଳର ଲୋକେ ଏହାକୁ ଜାଣିବା ପାଇଁ ଏକ ପାହାଡର ସାହାଜ୍ଯ ନିଅନ୍ତି । ସେମାନଙ୍କ କହିବା ଅନୁସାରେ ନାଗବଂଶୀ ରାଜାଙ୍କ ଶାସନ କାଳରୁ ତାଙ୍କର ଏହି ପ୍ରଥା ରହି ଆସିଛି । ଲୋକଙ୍କ ୪୦୦ ବର୍ଷର ଭବଷ୍ୟିତ ସଂପର୍କରେ ଏହି ପାହାଡ଼ ସୂଚନା ଦେଇ ପାରେ ବୋଲି ସେଠାକାର ଲୋକେ କୁହନ୍ତି । ଏହି ପାହାଡ଼କୁ ସ୍ଥାନୀୟ ଲୋକ ଭଗବନାଙ୍କ ଭଳି ପୂଜାର କରିଥାନ୍ତି । ଏହି ପାହାଡରେ ଏକ ଚାନ୍ଦ ଆକୃତି ଭଳି ସ୍ଥାନ ରହିଛି ।

ତେବେ ଗର୍ଭରେ ଝିଅ ଅଛି କି ପୁଅ ଏହା ଜାଣିବା ପାଇଁ ଗର୍ଭବତୀ ମହିଳାମାନେ ସେହି ପାହାଡ ପାଖକୁ ଯାଇ ଥାନ୍ତି । ଏବଂ ସେଠାରେ ଠିଆ ହୋଇ ସେହି ଚାନ୍ଦ ଉପରକୁ ସେମାନେ ପଥର ପକାନ୍ତି । ଯଦି ସେହି ପଥର ଚାନ୍ଦର ମଝିରେ ପଡେ ତେବେ ପୁଅ ନଚେତ ଅଲଗା କେଉଁଠି ପଡିଲେ ଝିଅ ହେବ ବୋଲି ସ୍ଥାନୀୟ ଲୋକଙ୍କ ମାନ୍ୟତା ରହିଛି । ତେବେ ଏହା ସତ କି ମିଛ ସେ ବିଷୟରେ ଜାଣିବା ପାଇଁ ଏହାକୁ ପରୀକ୍ଷା କରିବାକୁ ପଡିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *