ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଅପରିବର୍ତ୍ତନ ଯୋଗୁ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପ୍ରଭାବ ପଡିଥାଏ । ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ଶନିବାର ଦିନ ହୋଲି ପର୍ବ ପଡିବାକୁ ଯାଉଛି । ଏହି ପବିତ୍ର ଦିନରେ କିଛି ବିଶେଷ ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ବୋଲି ଶାସ୍ତ୍ରରେ କୁହା ଯାଇଛି । ଏମାନଙ୍କ ଜୀବନରେ ଅପାର ଖୁସି ଆସିବା ସହ ଅନେକ ସମସ୍ୟାର ସମାଧାନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ।
ମେଷ ରାଶି : ହୋଲି ପର୍ବ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି । ମା ଲକ୍ଷ୍ମୀ ଙ୍କ କୃପାରୁ ଅଚାନକ ଧନ ଲାଭ ହେବେ । ପରିବାର ରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବେ । ଆପଣଙ୍କ ଜୀବନରେ ଅନେକ ସାର ଖୁସି ଆସିବାକୁ ଯାଉଛି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ ।
ସିଂହ ରାଶି : ଆପଣଙ୍କ ପାଇଁ ଏହି ହୋଲି ପର୍ବ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବେ । ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଭାଗ୍ୟ ର ସମ୍ପୁର୍ଣ୍ଣ ସାଥ ମିଳିପାରେ । ଘରର ଆର୍ଥିକ ଅବସ୍ଥା ସୁଦୃଢ ହେବାରେ ଲାଗିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ସନ୍ତାନ ସୁଖର ଯୋଗ ରହିଛି ।
କୁମ୍ଭ ରାଶି : ଆପଣଙ୍କ ପାଇଁ ଏହି ହୋଲି ପର୍ବ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବେ । ଆପଣ ନୂଆ କାମ ଆରମ୍ଭ କରିବାକୁ ଯାଉଥିଲେ ଏହା ଶୁଭ ସାବ୍ୟସ୍ତ ହେବେ । ଆପଣଙ୍କ ପାଖରେ କେବେ ବି ଧନର ଅଭାବ ରହିବ ନାହି । ପରିବାର ପ୍ରତି ଆପଣ ଯତ୍ନବାନ ଓ କର୍ମରତ ରହିବେ । ମା ଲକ୍ଷ୍ମୀ ଙ୍କ କୃପାରୁ ଅଚାନକ ଧନ ଲାଭ ହେବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ ।
କନ୍ୟା ରାଶି : ଆପଣଙ୍କ ପାଇଁ ଆଗାମୀ ସମୟ ଶୁଭ ରହିବ । ଆପଣ କୌଣସି ନୂଆ ବେପାର ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ପ୍ରତିଭା ଯୋଗୁ ସଫଳତା ପାଇବା ସହ ଆପଣ ପ୍ରଶଂସାର ପାତ୍ର ହେବେ । ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ । ସବୁ ସମସ୍ୟାର ନିବାରଣ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ ।
ମୀନ ରାଶି : ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ । ଧନର ଅଭାବର ରହିବ ନାହି । ଯେଉଁ କାମ କରିବେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଶୁଭ ରହିବ । ଧାର୍ମିକ କାର୍ଯ୍ୟର ରୂପ ରେଖା ପ୍ରସ୍ତୁତ କରିବେ । ପରିବାର ଲୋକଙ୍କ ସହଯୋଗ ପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।