ଆଇଏସ ଇଣ୍ଟରଭ୍ୟୁ ରେ ପଚରା ଯାଇଥିବା ପ୍ରଶ୍ନ, ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧. ଗୋଟେ ବିଲେଇ ର ୩ଟି ଛୁଆ ତାଙ୍କ ନାମ ଜାନୁଆରୀ, ଫେବୃଆରୀ ଓ ମାର୍ଚ ଅଟେ, ତେବେ ବିଲେଇ ନା କଣ ଅଟେ ?

Image Courtesy: Google

ଉତ୍ତର – ବିଲେଇ ନାମ “କଣ” ଅଟେ ।

୨. ଗୋଟେ ଲୋକ ୮ ଦିନ ପର୍ଯ୍ୟନ୍ତ ବିନା ନିଦରେ କେମିତି ରହି ପାରିବ ?

ଉତ୍ତର – କାହିଁକିନା ସେହି ଲୋକ ରାତିରେ ସୌଥିବ ।

୩. କଣ ଆପଣ ବୁଧବାର, ଶୁକ୍ରବାର ଓ ରବିବାର ନାମ ନ ନେଇ ୩ଟି ଲଗାତାର ପଡୁଥିବା ଦିନ ନାମ କହି ପାରିବେ ?

ଉତ୍ତର – କାଲି, ଆଜି ଓ କାଲି

Image Courtesy: Google

୪. ଯଦି ୨ ଗୋଟେ କମ୍ପାନୀ ଅଛି ଓ ୩ଟି ଭିଡ ଅଛି, ତେବେ ୪ ଓ ୫ କଣ ହବ ?

ଉତ୍ତର – ୪ ଓ ୫, ୯ ହବ ।

୫. ଅଧା ସେଉ ଭଳି କଣ ଦେଖା ଯାଇଥାଏ ?

ଉତ୍ତର – ଆଉ ଅଧା ସେଉ ।

Image Courtesy: Google

୬. ଗୋଟେ ଅପରାଧୀକୁ ମୃତ୍ୟୁ ଦଣ୍ଡ ଦିଆ ଗଲା । ତାକୁ ୩ଟି ରୁମ ଦେଖା ଗଲା, ପ୍ରଥମ ରୁମରେ ନିଆ ଲାଗିଛି, ଦୁତୀୟ ରୁମରେ ବନ୍ଦୁକ ସହ ଅପରାଧୀ ଅଛନ୍ତି ଓ ତୃତୀୟ ରୁମରେ ବାଘ ଅଛନ୍ତି ଯିଏ ୩ ବର୍ଷ କାଳରେ କିଛି ଖାଇ ନାହାନ୍ତି । ତେବେ ତାକୁ କଣ ବାଛିବା ଉଚିତ ?

ଉତ୍ତର – ତୃତୀୟ ରୁମ କାହିଁକିନା ଯେଉଁ ବାଘ ୩ ବର୍ଷ କାଳ କିଛି ଖାଇ ନାହାନ୍ତି ସେ ଏବେ ଯାଏଁ ମରି ଯାଇଥିବେ ।

୭. ଗୋଟେ ମା ର ଦୁଇଟି ପୁଅ ଗୋଟେ ସମୟରେ ଏକା ସହ ଜନ୍ମ ହେଲେ କିନ୍ତୁ ସେ ଯାଁଆଳା ନୁହନ୍ତି, ତେବେ କଣ ?

ଉତ୍ତର – ସେ ଯାଁଆଳା ନୁହନ୍ତି ସେ ଟ୍ରିପ୍ଳେଟ ଅଛନ୍ତି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *