ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧. ଗୋଟେ ବିଲେଇ ର ୩ଟି ଛୁଆ ତାଙ୍କ ନାମ ଜାନୁଆରୀ, ଫେବୃଆରୀ ଓ ମାର୍ଚ ଅଟେ, ତେବେ ବିଲେଇ ନା କଣ ଅଟେ ?
ଉତ୍ତର – ବିଲେଇ ନାମ “କଣ” ଅଟେ ।
୨. ଗୋଟେ ଲୋକ ୮ ଦିନ ପର୍ଯ୍ୟନ୍ତ ବିନା ନିଦରେ କେମିତି ରହି ପାରିବ ?
ଉତ୍ତର – କାହିଁକିନା ସେହି ଲୋକ ରାତିରେ ସୌଥିବ ।
୩. କଣ ଆପଣ ବୁଧବାର, ଶୁକ୍ରବାର ଓ ରବିବାର ନାମ ନ ନେଇ ୩ଟି ଲଗାତାର ପଡୁଥିବା ଦିନ ନାମ କହି ପାରିବେ ?
ଉତ୍ତର – କାଲି, ଆଜି ଓ କାଲି
୪. ଯଦି ୨ ଗୋଟେ କମ୍ପାନୀ ଅଛି ଓ ୩ଟି ଭିଡ ଅଛି, ତେବେ ୪ ଓ ୫ କଣ ହବ ?
ଉତ୍ତର – ୪ ଓ ୫, ୯ ହବ ।
୫. ଅଧା ସେଉ ଭଳି କଣ ଦେଖା ଯାଇଥାଏ ?
ଉତ୍ତର – ଆଉ ଅଧା ସେଉ ।
୬. ଗୋଟେ ଅପରାଧୀକୁ ମୃତ୍ୟୁ ଦଣ୍ଡ ଦିଆ ଗଲା । ତାକୁ ୩ଟି ରୁମ ଦେଖା ଗଲା, ପ୍ରଥମ ରୁମରେ ନିଆ ଲାଗିଛି, ଦୁତୀୟ ରୁମରେ ବନ୍ଦୁକ ସହ ଅପରାଧୀ ଅଛନ୍ତି ଓ ତୃତୀୟ ରୁମରେ ବାଘ ଅଛନ୍ତି ଯିଏ ୩ ବର୍ଷ କାଳରେ କିଛି ଖାଇ ନାହାନ୍ତି । ତେବେ ତାକୁ କଣ ବାଛିବା ଉଚିତ ?
ଉତ୍ତର – ତୃତୀୟ ରୁମ କାହିଁକିନା ଯେଉଁ ବାଘ ୩ ବର୍ଷ କାଳ କିଛି ଖାଇ ନାହାନ୍ତି ସେ ଏବେ ଯାଏଁ ମରି ଯାଇଥିବେ ।
୭. ଗୋଟେ ମା ର ଦୁଇଟି ପୁଅ ଗୋଟେ ସମୟରେ ଏକା ସହ ଜନ୍ମ ହେଲେ କିନ୍ତୁ ସେ ଯାଁଆଳା ନୁହନ୍ତି, ତେବେ କଣ ?
ଉତ୍ତର – ସେ ଯାଁଆଳା ନୁହନ୍ତି ସେ ଟ୍ରିପ୍ଳେଟ ଅଛନ୍ତି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।