ହସିବାର ଅଲଗା ମଜା ଅଟେ, କିନ୍ତୁ କିଛି ଲୋକଙ୍କୁ ଏହାର ସୁଯୋଗ ପ୍ରାପ୍ତ ହୋଇନଥାଏ । ଆଜିକା ସମୟରେ ମଣିଷକୁ ମଣିଷ ପାଇଁ ସମୟ ନାହିଁ ଲୋକ ନିଜ କାମରେ ଏତେ ବ୍ୟସ୍ତ ଅଛନ୍ତି ଯେ ହସି ମଜା ପାଇଁ ସମୟ ନାହିଁ । ଏହି ସ୍ଥିତିରେ ଯୋକ୍ସ ବହୁତ ଆବଶ୍ୟକ ଅଟେ । ଏହା ଆପଣଙ୍କ ମୁଡ ଫ୍ରେସ କରିବା ପାଇଁ ବହୁତ ଭଲ ଅଟନ୍ତି ।
ଏହି ଯୋକ୍ସ ପଢିବା ପରେ ଆପଣ ରିଲେକ୍ସ ହୋଇଯିବେ । ଦୁନିଆରେ ଏମିତି ବହୁତ କମ ଲୋକ ଅଛନ୍ତି ଯିଏ ଅନ୍ୟ ଲୋକଙ୍କୁ ହସେଇବାର କଳା ରଖନ୍ତି, ତେବେ କାହାକୁ ହସାଇବା ଜୀବନ ଦାନ ଦେଲା ପରି ଅଟେ କାହିଁକିନା ଡକ୍ଟର ମଧ୍ୟ କୁହନ୍ତି ହସ ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଅଟେ ।

୧. ପପୁ – ୟାର, ମୁଁ ଯାହା କାମ କରୁଛି, ମୋ ସ୍ତ୍ରୀ ସବୁବେଳେ ମଝିରେ ଆଶୁଚି ।
ସନ୍ତା – ତୁ ଟ୍ରକ ଚଲେଇ ଦେଖ, ତୋ ଭାଗ୍ୟ ଭଲ ଥିଲେ ସାଥ ଦବ ।
୨. ପୁଅ – ହେଲୋ ପମି ଡାର୍ଲିଙ୍ଗ କେମିତି ଅଛ ?
ଝିଅ – କିଏ
ପୁଅ – ତୋ ଆଶିକ ।
ଝିଅ – ତୁ ଅମନ ନା ?
ପୁଅ – ହଁ କିନ୍ତୁ ତୁ କେମିତି ଜାଣିଲୁ ?
ଝିଅ – ତୁ ବଂଶିଲାଲ ପୁଅ ନା ?
ପୁଅ – ହଁ କିନ୍ତୁ ତମକୁ କେମିତି ଜଣା ?
ଝିଅ – ତୁ ରାମ ଲାଲ ନାତି ନା ?
ପୁଅ – ହଁ ଡାର୍ଲିଙ୍ଗ କିନ୍ତୁ ଏ ସବୁ ତମକୁ କେମିତି ଜଣା ପଡିଲା ?
ଝିଅ – ବେଲଜ୍ୟା ମୁଁ ତୋ ମା କହୁଛି, ତୁ ପମି କୁ ନୁହଁ ମମିକୁ ଫୋନ କରିଛୁ, ଘରକୁ ଆସେ ତୋ କଥା ବୁଝୁଚି ।

୩. ସ୍ତ୍ରୀ ବାପ ଘରୁ ଫେରିଲା,
ସ୍ଵାମୀ କବାଟ ଖୋଲିଲା ଓ ଜୋରେ ହସିବା ଆରମ୍ଭ କଲା ।
ସ୍ତ୍ରୀ – ଏତେ କଣ ପାଇଁ ହସୁଚ ?
ସ୍ଵାମୀ – ଗୁରୁଜୀ କହିଥିଲେ ଯେତେବେଳେ ସମସ୍ଯା ସାମ୍ନାକୁ ଆସିବ ତମକୁ ହସିକି ସାମ୍ନା କରିବା ଉଚିତ ।

୪. ଝିଅ କମଳ ଭିତରେ ପଶି ନିଜ ବୟଫ୍ରେଣ୍ଡ କୁ ଫୋନ କଲା ଓ କହିଲା – ଜାନୁ କେଉଁଠି ଅଛ ?
ପୁଅ – କ୍ଳାସରେ ବସିଚି ।
ଝିଅ – ମୋ ଘରକୁ ଆସୁନ ଆଜି ।
ପୁଅ – କଣ ପାଇଁ ?
ଝିଅ – ମମି ପାପା ନାହାନ୍ତି ଆଜି କିଛି ନୂଆ କରିବା ।
ପୁଅ – ମୁଁ ଜୀବିନୀ ଆର ଥର ତମେ ଡ଼ାକିଥିଲ ଆଉ ପୁରା ଘର ପୋଛା ମରେଇଥିଲ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।