ଅନୁଭବ ବାପାଙ୍କ ବିଷୟରେ କିଛି ଏମିତି କହିଲେ ବରିଷ୍ଠ ସାମ୍ବାଦିକ!

ଏବେ ବର୍ଷା ଓ ଅନୁଭବ ଖୁବ ଚର୍ଚାରେ ଥିଲାବେଳେ କିଛିଦିନ ତଳେ ଅନୁଭବଙ୍କ ବିରୁଦ୍ଧରେ କଂଗ୍ରେସ କିଛି ଅଭିଯୋଗ ଆଣିଥିଲା । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ଗୋଟେ ସାମ୍ବାଦିକ ସମିଳନୀରେ କହିଥିଲେ କି ଅନୁଭବ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ମିଛ କହିଛନ୍ତି ।

ନିଶିକାନ୍ତ କହିଥିଲେକି ଅନୁଭବଙ୍କ ନାମାଙ୍କନ ପାତ୍ର ଦଖଲରେ ସେ କନ୍ଦରପୁର କଲେଜରେ ଯୁକ୍ତ ୩ ର ଛାତ୍ର ବୋଲି କହିଥିଲେ କିନ୍ତୁ ଏହା କିଛି ସୂଚନା ଅନୁଯାଇ ଜଣାପଡିଛିକି ଖ୍ରୀଷ୍ଟ ମହାବିଦ୍ୟାଳୟ କଲେଜରେ ଯୁକ୍ତ ୨ ପରୀକ୍ଷା ଦେଇ ଫେଲ ହୋଇଥିଲେ ଅନୁଭବ ମହାନ୍ତି ।

Image Courtesy: Google

ସେ କନ୍ଦରପୁର କଲେଜରେ ତାଙ୍କ ନାମ ଲଖାଯାଇଥିଲା କିନ୍ତୁ ସେ ପରୀକ୍ଷା ଦେଇ ନାହାନ୍ତି କି ପାସ କରି ନାହାନ୍ତି । ଏହା ପୁରୁଣା କଥାଥିଲା । ବରିଷ୍ଠ ସାମ୍ବାଦିକ ନବୀନ ଦାସ ଅନୁଭବଙ୍କ ବାପାଙ୍କ ନାମରେ ଏହିପରି କିଛି ଅଭିଯୋଗର ଖୁଲାସା କରିଛନ୍ତି । ନିଜର ପେପର ନିର୍ଭୟ ୟୁଟ୍ୟୁବରେ ଏହା ଉପରେ ଭିଡିଓ ଛାଡିଛନ୍ତି ନବୀନ ଦାସ ।

Image Courtesy: Google

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ଅନୁସାରେ ଅନୁଭବଙ୍କା ବାପା କନ୍ଦରପୁର କଲେଜରେ ପ୍ରିନ୍ସିପ୍ଯାଲ ଥିଲେ । ଏମିତିକି ସେ ଡୁପିଲିକେଟ ସାର୍ଟିପିକଟେ ଦେଇଥିବାର ସୂଚନା  ରହିଛି । ଅଭୟ ମହାନ୍ତି ୧୯୯୩ ରେ ବ୍ରହ୍ମପୁର ୟୁନିଭରସିଟିରେ ରିଫ୍ରେସର କୋର୍ସ ଇନ ଇଂଗ୍ଲିଶ କରିଥିଲେ ।

Image Courtesy: Google

କିନ୍ତୁ ପରେ ବ୍ରହ୍ମପୁର ୟୁନିଭରସିଟି ଏହା ସ୍ପଷ୍ଟ କରାଯାଇଥିଲାକି ୧୯୯୩ରେ ସେଭଳି କିଛି କୋର୍ସ ହୋଇନି । କିନ୍ତୁ ଏବେ ଏମିତି ପ୍ରଶ୍ନ ଉଠୁଛିକି ଯଦି ଆରମ୍ଭରୁ  ଏହିଭଳି କୋର୍ସ ନହିଁ ତାହେଲେ ଅଭୟ ମହାନ୍ତି କଲେ କେମିତି ।  ଏହି ବିଷୟକୁ ନେଇ ପୂର୍ବତନ ପ୍ରିନସିପାଲ ଶିକ୍ଷାବିଭାଗର ଦୃଷ୍ଟରେ ଆଣିବା ପରେ ତାଙ୍କର ଦରମା ବନ୍ଦ କରଯାଇଥିଲା । ଏହି ଖବରକୁ ନେଇ ଏବେ ବହୁତ ଚର୍ଚା ଚାଲିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *