ବିନା ହୃଦୟରେ ଲୋକ କେତେଦିନ ବଞ୍ଚିପାରିବ ? IAS ଇଣ୍ଟରଭିଉର ଏହି ପ୍ରଶ୍ନର ଜବାବ ଦେଖି ଭୁଲିଯିବେ ଗଣିତ ବିଜ୍ଞାନ

ୟୁପିଏସୀର  ଶିବିଲ ସର୍ଭିସ ପରୀକ୍ଷା ବହୁତ ଟପ ହୋଇଥାଏ । ଏଥରକ ୪ ଅକ୍ଟୋବରରେ ୟୁପିଏସସି ର ପ୍ରିଲିମ ପରୀକ୍ଷା ହେବ । ଶିବିଲ ସାର୍ଭିସ ପରୀକ୍ଷା ପାସ କରିକି କ୍ୟାନଡିଡେଟ ଅଫିସର ହୋଇଥାଏ । ଖାଲି ଲିଖିତ ପରୀକ୍ଷା ନୁହେଁ କ୍ୟାଡିଡେଟକୁ ଲିଖିତ ପରୀକ୍ଷାବି ପାସ କରିବାକୁ ହୋଇଥାଏ । ୟୁପିଏସସିର ଲିଖିତ ସହିତ ଆଇଏସ ଇଣ୍ଟରଭିଉର ପ୍ରଶ୍ନ ସବୁବେଳେ ଚର୍ଚାରେ ରହିଥାଏ । ଇଣ୍ଟରଭିଉରେ ଏମିତି ପ୍ରଶ୍ନ ପଚାରି ଥାନ୍ତି ଯାହା ଉତ୍ତର ଦେବା କଠିନ ହୋଇଥାଏ । ଏହି ପ୍ରଶ୍ନ ଶୁଣି ସହଜ ଲାଗୁଥିବ କିନ୍ତୁ ଯେତିକି ସହଜ ଲାଗୁଛି ସେମିତି ହୋଇନଥାଏ ।

ପ୍ରଶ୍ନ :- Email କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର – Email କୁ ହିନ୍ଦୀରେ ଇଲେକଟ୍ରୋନିକ ଡାକ କୁହାଯାଏ, ଏହାଛଡା ଇଣ୍ଟରନେଟ ଡାକ ଓ ଅନଲାଇନ ଖାତା ମେସିନ, ଇ ପତ୍ର ଆଦି କୁହାଯାଏ ।

ପ୍ରଶ୍ନ :- କଣ କ୍ଷୀର ପିଇଲେ ସତରେ ଦିମାଗ ତେଜ ହୋଇଥାଏ ନା ଖାଲି ଏମିତି କୁହାଯାଏ ?

ଉତ୍ତର – କ୍ଷୀରକୁ ସମ୍ପୂର୍ଣ ଆହାର କୁହାଯାଇଛି, ଏଥିରେ ପ୍ରୋଟିନ ପ୍ରଚୁର ମାତ୍ରାରେ ଥାଏ । କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ଵାରା ଏକାଗ୍ରତା ବଢିଥାଏ । କ୍ଷୀରରେ ଥିବା ମ୍ୟାଗ୍ନେସିୟମରେ ମେମୋରୀ ପାୱାର ବଢିଥାଏ । ବହୁତ ରିସର୍ଚରେ ଏହା ଦାବି କରାଯାଇଛି କ୍ଷୀର ପିଇବା ଦ୍ଵାରା ଦିମାଗି ତାକତ ବଢିଥାଏ ।

ପ୍ରଶ୍ନ :- ଗୋଟେ ଓକିଲ ଓ ତାର ପୁଅର ଆକ୍ସିଡେଣ୍ଟ ହୋଇଲା ଓ ତାକୁ ହସ୍ପିଟାଲ ନିଆଗଲା ଅପରେସନ ଥିଏଟର ଡାକ୍ତର ପିଲାଟିକୁ ଦେଖି କହିଲା ମୋ ପୁଅ ଅଟେ ?

ଉତ୍ତର – ବାସ୍ତବରେ ସେହି ଡାକ୍ତର ପିଲାଟିର ମା ଥିଲା

ପ୍ରଶ୍ନ :- ଟ୍ରେନ ସାମ୍ନାରେ କେହି ଆସିଲେ ଟ୍ରେନ ଡ୍ରାଇଭର ଗାଡି କଣ ପାଇଁ ରୋକୀ ନଥାଏ ?

ଉତ୍ତର – ସାମାନ୍ୟ ଟ୍ରେନ ୧୦୦ କିମି  ପ୍ରତି ଘଣ୍ଟାରେ ଚାଲିଥାଏ । ଯଦି କେହି ପଶୁ କି ମଣିଷ ଆଗରେ ପଶିଗଲା ଲୋକପାଇଲଟକୁ ବ୍ରେକ ଲଗେଇବାରେ ସମୟ ମିଳେନି । ବିପଦ କାଳୀନ ବ୍ରେକ ମାରିବା ଦ୍ଵାରା ଗାଡି ୮୦୦ ରୁ ୯୦୦ ମିଟର ଦୂର ଯାଇକି ରହିଥାଏ । ଏଥିରେ କୌଣସି ଦୁର୍ଘଟଣା ହେବାର ଦର ରହିଥାଏ । ସେଥିପାଇଁ ପାଇଲଟ ବ୍ରେକ ମାରିନଥାଏ ।

ପ୍ରଶ୍ନ :- ମରିବା ପରେ ଶରୀରର କେତେ ଓଜନ କମ ହୋଇଥାଏ ?

ଉତ୍ତର – ୨୧ ଗ୍ରାମ

ପ୍ରଶ୍ନ :- କିଛି ଲୋକ ନିଦରେ କାହିଁକି ଚାଲିଥାନ୍ତି ?

ଉତ୍ତର – ଗୋଟେ ରିସଅର୍ଚ ଅନୁସାରେ ଆମ ଶରୀରରେ ଥିବା କ୍ରୋମଜମ ୨୦ ଖରାପ କାରଣରୁ ଏମିତି ହୋଇଥାଏ । ଦିତୀୟ କାରଣ ଜେନେଟିକ ଅଟେ ।

ପ୍ରଶ୍ନ :- ପ୍ଲେନର ଆବାଜ ଗଲା ପରେ କାହିଁକି ଶୁଣାଯାଇଥାଏ ?

ଉତ୍ତର – କାରଣ ପ୍ରକାଶର ଗତି ଆବାଜ ଗତିରୁ ଯାଦଧିକ ତେଜ ହୋଇଥାଏ

ପ୍ରଶ୍ନ:- କଣ IPL କ୍ରିକେଟକୁ ଖରାପ କରୁଛି ?ଆପଣଙ୍କୁ ଟି ୨୦ ଓ ଟେଷ୍ଟ ମ୍ୟାଚରେ କଣ ପସନ୍ଦ ଥାଏ ?

ଉତ୍ତର – ଏହି ପ୍ରଶ୍ନ ଗୋଟେ କ୍ୟାଣ୍ଡିଡେଟକୁ ପଚରା ଯାଇଥିଲା ସେ ଉତ୍ତର ଦେଲାକି ଖେଳ ପାଇଁ ଦୁଇଟି ଯାକ ଫର୍ମାଟ ପାଇଁ ଅଲଗା ଅଲଗା ସ୍କିଲର ଆବଶ୍ୟକ ହୋଇଥାଏ । IPL ରେ ଅଲଗା ଫ୍ୟାନ ଫଲୋଇଙ୍ଗ ରହିଛି । ସେଥିପାଇଁ ଟେଷ୍ଟ ଓ ଆଇପିଏଲ ଦୁଇଟି ଯାକ ଖେଳ ପାଇଁ ଅଲଗା ପ୍ରକାର ଖେଳିବାକୁ ପଡିଥାଏ । ନିଜ ହିସାବରେ ମୁ ଟେଷ୍ଟ ଖିଲିବାକୁ ପସନ୍ଦ କରିବି, କାରଣ ଏଥିରେ ବେସୀ ଅନୁଶାସନ, ଫୋକସ, ଓ ଫିଟନେସର ଆବଶ୍ୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *