ଆଜିକା ସମୟରେ ଧନ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ଅଟେ । ଯାହା ପାଖରେ ଧନ ନାହିଁ ତାଙ୍କୁ ସବୁ ପ୍ରକାର ଦୁଃଖ କଷ୍ଟ ଓ ଅସୁବିଧା ସାମ୍ନା କରିବାକୁ ପଡିଥାଏ, ତେବେ ଯାହା ପାଖରେ ଧନ ରହିଥାଏ ସେ ସବୁକିଛି କରିଥାଏ ଯାହା ଦ୍ଵାରା ତା ପରିବାର ଓ ନିଜେ ସୁଖ ଭୋଗ କରି ପାରୁ ।
ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ରେଖା ଖୋଲିଥାଏ ଓ ଆପଣଙ୍କ ଜୀବନରେ କିଛି ନୂଆ ଶୁଭ ସମୟ ଆସିଥାଏ । ମହାକାଳ ଲତା ଆପଣ ମାନେ ସମସ୍ତେ ମହାକାଳ ଲତା ବିଷୟରେ ଜାଣିଥିବେ ।

ତେବେ ଶାସ୍ତ୍ର ଅନୁଯାଇ ଏହା ମାନ୍ୟତା ଅଛି ଯେ ମହାକାଳ ଲତା ଚେରକୁ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ଅଟେ । ଏହି ମହାକାଳ ଲତା ପ୍ରାୟତଃ ଗଛ ଉପରେ ଲଟକିଥାଏ, ଏହାର ଫଳ ନାଲି ରଙ୍ଗର ହୋଇଥାଏ ଦେଖିବା ପାଇଁ ଗୋଲାକାର ହୋଇଥାଏ, ଏହାକୁ ଖାଇବେ ନାହିଁ ଏହା ଖାଇବା ଯୋଗ୍ୟ ନୁହେଁ । କିନ୍ତୁ ଏହି ମହାକାଳ ଚେର ବହୁତ ମୂଲ୍ୟବାନ ହୋଇଥାଏ ତେବେ ରବିକୁସ୍ୟା ନଖେତ୍ରରେ ଏହି ଉପାୟ କରିବା ଦ୍ଵାରା ସବୁ ପ୍ରକାର ସମସ୍ଯା ଦୂର କରା ଯାଇ ପାରେ ।

ତେବେ ରବିବାର ଦିନ କୁସ୍ୟା ନଖେତ୍ରରେ ଏହି ମହାକାଳ ଚେର ପୂଜା କରି ଖୋଲି ଘରକୁ ଆଣିବା ଉଚିତ । ମହାକାଳ ଚେର ଘରକୁ ଆଣିବା ପରେ ଚେର ଭଲ ଭାବରେ ଧୋଇ ଏହାକୁ ଗଙ୍ଗା ଜଳ ଓ କ୍ଷୀରରେ ଧୋଇ ଧୂପ ଦୀପ ଦେଇ ପୂଜା କରିବା ଉଚିତ ଏହା ପରେ ଯାଇ ଆପଣଙ୍କ କାର୍ଯ୍ୟ ସିଧି ହୋଇଥାଏ । ତେବେ ମହାକାଳ ଚେର ପୂଜା କରିବା ସମୟରେ ଆପଣଙ୍କୁ ୭ ଥର ଏହି ମନ୍ତ୍ର ଜାପ କରିବା ଉଚିତ
ଓଁ ମହାକାଳ ମହାକାୟ, ମହାକାଳ ଜଗତ୍ପତେ ।
ମହାକାଳ ମହା ଯୋଗୀନଃ, ମହାକାଳ ନମସ୍ତତେ ॥

ତେବେ ମହାକାଳ ଚେର ବହୁତ ଲାଭକାରୀ ଗୁଣ ଅଟେ ଯାହା ସାମାନ୍ୟ ବ୍ୟକ୍ତି ବହୁତ କମ ଜାଣିଛନ୍ତି । ମହାକାଳ ଚେର ଭୁତ ପ୍ରେତ ଲାଗୁଥିବା ବ୍ୟକ୍ତି ଗଳାରେ ପିନ୍ଧାଇଲେ କୌଣସି ନକାରାତ୍ମକ ଶକ୍ତି ସେହି ବ୍ୟକ୍ତି ପାଖକୁ ଜୀବ ନାହିଁ । ମହାକାଳ ଚେର ସାମାନ୍ୟ ବ୍ୟକ୍ତି ଗଳାରେ ପିନ୍ଧିଲେ ତାଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡି ନଥାଏ । ମହାକାଳ ଲତା ଚନ୍ଦନ କରି ମୁଣ୍ଡରେ ଲେଇଲେ ଆପଣଙ୍କ ଭାଗ୍ୟ ବଦଳିଜୀବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।