ମଜେଦାର ଯୋକ୍ସ : କେମିତି କେଜାଣି ଫିଲ୍ମରେ ଝିଅ ସହ ଧକ୍କା ହେଲେ ପ୍ରେମ ହୋଇଯାଏ? ମୁଁ ଗୋଟେ ଝିଅ ସହ ଧକ୍କା ହେଲି ଯେ ସେ କହିଲା….

ଜୋକସ ସଂସାରରେ ଆପଣକୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ଆପଣଙ୍କ ପାଇଁ ବହୁତ ବଢିଆ ମଜା କଥା ନେକରି ଆସିଛୁ । ଏହି ଜୋକସ ପଢି ଆପଣ ପୁରା ମସ୍ତ ହୋଇଯିବେ । ଇଏ ଆପଣଙ୍କ ସବୁ ଚିନ୍ତା ଦୂର କରିଦେବ, ଯଦି ଆପଣ ହସର କୋଷ୍ଟରରେ ରାଇଡ କରିବା ପାଇଁ ଚହୁଁଛନ୍ତି ତା ଜୟା ଶ୍ରୀରାମ କହି ଏହି ସବୁ ଜୋକସ  ଫଟାଫଟ ପଢୀ ନିଅନ୍ତୁ ଓ ହସର ଦୁନିଆରେ ହଜି ଯାଆନ୍ତୁ ।

୧. ସ୍ତ୍ରୀ : ଚାଲ କିଛି ହରର ଫିଲ୍ମ ଦେଖିବା ।

Image Courtesy: Google

ସ୍ଵାମୀ : ହଉ ଆଲମୀରାରୁ ବିବାହ ଭିଡିଓ ବାହାର କର ।

୨. ଏବେ ସେ ଦିନ ଆଉ ଦୂର ନାହିଁ ଯେତେବେଳେ କନ୍ୟା ସ୍ଟେଜରେ ଆସିଲେ ବାରାତିମାନେ କହିବେ : ଯେ ଟିକଟକ ଝିଅ ।

୩. ଜଣେ ବ୍ୟକ୍ତି ରାସ୍ତାରେ ଠିଆ ହୋଇ ଗାଡି ଚାବିରେ କାନ କୁଣ୍ଡଉଥିଲେ ?

ପପୁ ସେହି ବ୍ୟକ୍ତିକୁ ବହୁତ ସମୟ ଧରି ଧ୍ୟାନପୂର୍ବକ ଦେଖୁଥିଲା କିଛି ସମୟ ପରେ କହିଲା : ଯଦି ଆପଣ ଷ୍ଟାର୍ଟ ହଉ ନାହାନ୍ତି ତେବେ ଧକା ମାରିବି କି ?

Image Courtesy: Google

୪. ୯୯ ପ୍ରତିଶତ ସାସୁ ନିଜ ବହୁ ମାନଙ୍କୁ ମହାରାନୀ କହି ଡାକନ୍ତି ତଥାପି ବହୁମାନେ ଖୁସି ନାହାନ୍ତି ।

୫. ସ୍ତ୍ରୀ : ୟେ କେମିତିକା ନିୟମ ତମକୁ ଖାଇବାକୁ କେବଳ ମୁଁ ଦେବୀ ?

ସ୍ଵାମୀ : ପୁରା ଦୁନିଆରେ ନିୟମ ଅଛି କଇଦିକୁ ଖାଇବାକୁ ସରକାର ଦେଇଥାନ୍ତି ।

୬. ସ୍ଵାମୀ : ତମେ ମାସ୍କ କାହିଁକି ପିନ୍ଧୁନ ?

ସ୍ତ୍ରୀ : ତମକୁ କେମିତି ଜଣା ପଡିବ ମୁଁ ମୂହ ଫୁଲେଇଚି ।

୭. ଆଇପିଏଲ ରେ ତମ ଫେବରେଟ ପ୍ଲେୟର କିଏ ?

ମୋର କ୍ୟାମେରା ମେନ ଅଟେ ସଳା କେତେ ସୁନ୍ଦର ସୁନ୍ଦର ଝିଅ ଦେଖାଏ ।

Image Courtesy: Google

୮. ଡିଅର ଗର୍ଲ୍ସ ଯେତେ ମେକପ କର ଆଜିକା ଛୁଆ ଥରେ ଦେଖିବା ପରେ କହି ଦିଅନ୍ତି କାହାକୁ ଆଣ୍ଟି ଡାକିବାର ଅଛି ଆଉ କାହାକୁ ଦିଦି ।

୯. ଜାପାନୀ ଭାବନା : ଯଦି ସେ କରି ପାରୁଛି ତେବେ ମୁଁ ବି କରି ପାରିବି ଯଦି କେହି କରି ପାରୁ ନାହାନ୍ତି ତେବେ ମତେ କରିବା ଆବଶ୍ୟକ ଅଟେ ।

ଭାରାତିୟ ଭାବନା : ଯଦି ସେ କରୁଛି ତେବେ ତାକୁ କରିବାକୁ ଦିଅ ଯଦି ସେ କରି ପାରିବ ନାହିଁ ତେବେ ମୁଁ କଣ ଜେମ୍ସ ବଣ୍ଡ ମୋ ଦ୍ଵାରା ହେଇଯିବ ।

Leave a Reply

Your email address will not be published. Required fields are marked *