ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ବିବାହ କଲେ ମିଳିବ ୨, ୫୦,୦୦୦ ଟଙ୍କା! ଜାଣନ୍ତୁ କେମିତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଭ କାଲେ ଶୁଭମଙ୍ଗଳ ପୋର୍ଟାଲ । ଯାହା ଜରିଆରେ ବିବାହ କରିଥିବା ହିତାଧିକାରୀ ପାଇବେ ୨, ୫୦, ୦୦୦ ତାଙ୍କର ପ୍ରସହନ ରାଶି । ଏହା ସହିତ ଛାତ୍ରବୃତି ପୋର୍ଟାଲର ଶୁଭ ଆରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଛାତ୍ରବୃତି ପୋର୍ଟାଲ ଜରିଆରେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ତେବେ ବିବାହ ପାଇଁ  କେଉଁ କେଉଁ ମାନଙ୍କୁ ଓ କିପରି ମିଳିବ ପ୍ରସହନ ରାଶି ।

ଛାତ୍ର ବୃତି ପୋର୍ଟାଲ ଜରିଆରେ ଛତ୍ର ଛାତ୍ରୀମାନେ ଉପକୃତ ହୋଇପାରିବେ । ଏଣିକି ସରକାରୀ ଛାତ୍ର ବୃତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ ଭିନ୍ନ ପୋର୍ଟାଲ ବ୍ୟବହାର କରିବା ଦରକାର ପଡିବ ନହିଁ । ମାତ୍ର ଗୋଟିଏ ପୋର୍ଟାଲ www.scholarship.odisa.gov.in କ୍ଲିକ କଲେ ପିଲାମାନେ ଛାତ୍ର ବୃତୁ ପାଇଁ ଆବେଦନ କରିପାରିବେ ।

Image Courtesy: Google

ଏହାଦ୍ୱାରା ରାଜ୍ୟର ୧୧ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସୂଚନା ଅନୁଯାଇ ରାଜ୍ୟ ସରକାର ଛଅଟିବିଭାଗ ପକ୍ଷରୁ ୨୧ ଟି ଛାତ୍ରବୃତି ଦିଆଯାଇଥାଏ । ଛାତ୍ର ବୃତି ପୋର୍ଟାଲ ଦ୍ଵାରା ସରକାରୀ ବିଭାଗ ଓ ଆସାଇ ଛାତ୍ର ମାନଙ୍କ ଭିତରେ ଦୁରତ୍ଵ କମି ପାରିବ । ସୁବିଧାରେ ଘରେ ବସି ଆବେଦନ କରିବା ଦ୍ଵାରା ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ବୃତି ପାଇପାରିବେ ।

Image Courtesy: Google

ଏହା ସହିତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟନ ସୁମଙ୍ଗଳ ପୋର୍ଟାଲ ମଧ୍ୟ ଶୁଭାରମ୍ଭ କରିଛନ୍ତି । ସୁମଙ୍ଗଳ ପୋର୍ଟାଲ ଜରିଆରେ ବିବାହ କରିଥିବା ହିତାଧିକାରୀ ପାଇବେ ୨ଲକ୍ଷ ୫୦ ହଜାର ତାଙ୍କର ପ୍ରସହନ ରାଶି । ତେବେ ସୁମଙ୍ଗଳ ପୋର୍ଟାଲରେ କେମିତି କରିବେ ଆବେଦନ, ସୁମଙ୍ଗଳ ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟ ମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ବିବାହ ଦ୍ଵାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବଛା ବିଚାର ହ୍ରାସ କରେ । ସମାଜରେ ସମାନତା ଓ ଶାନ୍ତିପୂର୍ଣ ସହାବସ୍ଥାନ ବୃଦ୍ଧି କରେ । ସୁମଙ୍ଗଳ ବହୁତ ପରିମାଣରେ ସହଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Image Courtesy: Google

ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ଆବେଦନ କାଲେ ଆନ୍ତର୍ଜାତିକ ବିଭାଗ କରିଥିବା ଯୋଗ୍ୟ  ହିତାଧିକାରୀ ୬୦ ଦିନ ଭିତରେ ପ୍ରସହନ ରାଶି ଆକାରରେ ଅଢେଇ ଲକ୍ଷ  ପାଇପାରିବେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ  ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗର୍ନାଥସାରକା କହିଥିଲେ କେବଳ ଅନୁସୂଚିତ ଜାତି ଓ ଜାତି ବିକାଶ  ଅଧୀନରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତିର ସୁବିଧା ପାଉଛନ୍ତି । ଏଫଡି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତନ ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟ ତୁଳନାରେ ଉଦାହରଣ ପାଲଟିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *