ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

୧. ହାତରେ ନଧରି ମଧ୍ୟ ଅଟକାଇ ପାରିବା । ତାହା କଣ ?
ଉତ୍ତର : ନିଶ୍ଵାସ
୨. ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର : ହାତ ଘଣ୍ଟା
୩. ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟରେ କାହାର ଓଜନ ବେଶୀ ?
ଉତ୍ତର : ଉଭୟ ସମାନ
୪. ଗାଁ ସହରରେ ବୁଲୁଥାଏ ମନ୍ଦିର ଯିବାକୁ ଡରିଥାଏ । ତାହା କଣ ?
ଉତ୍ତର : ଚପଲ

୫. ଗୋଟିଏ ଗଛରେ ୫ଟି ଚଢେଇ ବସିଥିଲେ ୨ଟି ଚଢେଇ ଉଡିଯିବାକୁ ସ୍ଥିର କଲେ । ଗଛରେ ଆଉ କେତେଗୋଟି ଚଢେଇ ରହିଲେ ?
ଉତ୍ତର : ୫ଟି
୬. ଇଂରାଜୀର ଏକ ଶବ୍ଦ କୁହ ଯେଉଁଥିରେ ଏ ଠାରୁ ଏଫ ପର୍ଯ୍ୟନ୍ତ ସମସ୍ତ ଅକ୍ଷର ଆସିଥାଏ ?
ଉତ୍ତର : ଫିଡବ୍ୟାକ
୭. ଯାଏ ନୀଳ କାରରେ ଆସେ ନାଲି କାରରେ ସେ କି ?
ଉତ୍ତର : ପାନ ଛେପ

୮. ରାମୁ ତା ସାଙ୍ଗକୁ ଗୋଟିଏ ଫଟୋ ଦେଖା କହିଲା ଏହା ମୋ ବାପାଙ୍କ ପୁଅର ଫଟୋ । କିନ୍ତୁ ସେ ମୋ ଭାଇ ନୁହନ୍ତି । ଏହା କିପରି ସମ୍ଭବ ।
ଉତ୍ତର : ଫଟୋଟି ରାମୁର ଥିଲା ।
୯. ଅନ୍ଧ, ଛୋଟା, ମୁକ ଓ ବଧିର ଚାରିଜଣ ଆମ୍ବ ଗଛ ମୂଳେ ବସିଛନ୍ତି । ଆମ୍ବ ପଡିଲେ କିଏ ପ୍ରଥମେ ଗୋଟେଇବ ?
ଉତ୍ତର : ମୁକ
୧୦. ଗୋଟିଏ ଟେବୁଲ ଉପରେ, ଦୁଇଟି ପ୍ଳେଟରେ ଦୁଇଟି ସେଓ ଅଛି । ୩ ଜଣ ଲୋକ ନକାଟି ଗୋଟିଏ ଗୋଟିଏ କେମିତି ଖାଇବେ ?
ଉତ୍ତର : ଗୋଟିଏ ଟେବୁଲ ଉପରେ ଅଛି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।