ଆଇଏସ(IAS) ଇଣ୍ଟରଭ୍ୟୁ ରେ ପଚରା ଯାଇ ଥିବା ପ୍ରଶ୍ନ : ‘ବସ’ କୁ ଶୁଦ୍ଧ ଓଡିଆ ରେ କଣ କୁହାଯାଏ ? ୯୯% ଲୋକ ହେଲେ ଫେଲ

ଆଇଏସ ପରୀକ୍ଷା ଭାରତର ଗୋଟେ ବହୁତ କଷ୍ଟ ପରିକ୍ଷାଙ୍କ ମଧ୍ୟରୁ ଗୋଟେ ଏହାର ଲିଖିତ ପରୀକ୍ଷା ସଫଳ ହେଲା ପରେ ମଧ୍ୟ କେତେକ ଲୋକ ଏହାର ଇଣ୍ଟରଭ୍ୟୁ ପାସ କରି ପାରନ୍ତି ନାହିଁ । ଏହି ଇଣ୍ଟରଭ୍ୟୁ ରେ ପଚରା ଯାଇ ଥିବା ପ୍ରଶ୍ନ ସହଜ ଦେଖା ଯାଏ ଓ ଉତ୍ତର ମଧ୍ୟ ସହଜ ହୋଇ ଥାଏ କିନ୍ତୁ ଉତ୍ତର ଦବା ପାଇଁ ଲୋକଙ୍କୁ ନିଜ ମୁଣ୍ଡ ଖର୍ଚ କରିବାକୁ ପଡି ଥାଏ । ଆସନ୍ତୁ ଜାଣିବା ଏହି ପରି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ଯାହା ଦେଖା ଯାଏ ସହଜ କିନ୍ତୁ ସହଜ ନୁହେଁ ।

Image Courtesy: Google

ପ୍ରଶ୍ନ : ବିଶ୍ଵର କେଉଁ ପ୍ରାକୃତିକ ପ୍ରଦେଶ ରେ ସର୍ବାଧିକ ବାର୍ଷିକ ତାପାନ୍ତର ମିଳି ଥାଏ ?

ଉତ୍ତର : ଟେଗା ପ୍ରଦେଶ ରେ

ପ୍ରଶ୍ନ : ଏବେ କିଛି ଦିନ ତଳେ କେଉଁ ରାଜ୍ୟ ରେ ‘ଟ୍ରାମା କେୟର ସ୍କିମ’ ଲାଗୁ କରା ଯାଇଛି ?

ଉତ୍ତର : କେରଲା ରେ

ପ୍ରଶ୍ନ : ‘ସେନା ଦିବସ’ କେଉଁ ତାରିଖ ରେ ପାଳନ ହୋଇ ଥାଏ ?

ଉତ୍ତର : ୧୫ ଜାନୁୟାରୀ କୁ

Image Courtesy: Google

ପ୍ରଶ୍ନ : କେଉଁ ଶହର ରେ ଉପସ୍ଥିତ ‘ତିନି ମୂର୍ତ୍ତି ଚୌକ’ ନା ବଦଳି ‘ତିନି ମୂର୍ତ୍ତି ହାଇଫା ଚୌକ’ ରଖା ଯାଇଛି ?

ଉତ୍ତର : ଦିଲ୍ଲୀ ର

ପ୍ରଶ୍ନ : ବର୍ତ୍ତମାନ ଭାରତ ଏବଂ କେଉଁ ଦେଶ ଅବୈଧ ପ୍ରବାସୀମାନଙ୍କୁ ଫେରେଇ ଆଣିବା ଏବଂ ଅପରାଧୀ ରେକର୍ଡ ହେତୁ ଗୋଟେ ଏମଓୟୁ ଉପରେ ହସ୍ତାକ୍ଷର କରିଛନ୍ତି ?

ଉତ୍ତର : ବ୍ରିଟେନ ରେ

ପ୍ରଶ୍ନ : ବର୍ତମାନ ରେ କଜାକିସ୍ତାନ ନିଜ ନା ରୁସି ଲିପି ରେ ବଦଳି କେଉଁ ଲିପିରେ କରିବା ପାଇଁ ଯୋଜନା କରିଛନ୍ତି ?

ଉତ୍ତର : ଲେଟିନ ଲିପି

ପ୍ରଶ୍ନ : ବର୍ତମାନ ରେ ହୋଇ ଥିବା ଅଧୟୟାନ ଅନୁଯାଇ କେତେ ବର୍ଷ ପୂର୍ବ ପୃଥବି ଉପରେ ପ୍ରକାଶ ସଂଶ୍ଲେଷଣ ଆରମ୍ଭ ହୋଇ ଥିଲା ?

ଉତ୍ତର : ୧.୨୫ ଅରବ ବର୍ଷ

ପ୍ରଶ୍ନ : ଇଜରାଇଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ ନେତନ୍ୟାହୁ ୧୬ ଜନବରୀ ୨୦୧୮ ରେ କେଉଁ ଶହର ରେ ଭୂ-ରାଜନୈତିକ ସମ୍ମେଳନ ‘ରାୟସିନା ସାବାଡ’ ର ତୃତୀୟ ସଂସ୍କରଣ ଉଦ୍ଘାଟନ କରି ଥିଲେ ?

ଉତ୍ତର : ନୂଆ ଦିଲ୍ଲୀ ରେ

ପ୍ରଶ୍ନ : ବିଶ୍ଵ ରେ ତୁଳା ସବୁଠାରୁ ବଡ ନିର୍ଯାତକ ଦେଶ କୋଣ ଅଟେ ?

ଉତ୍ତର : ସଂଯୁକ୍ତ ରାଜ୍ୟ ଆମେରିକା

Image Courtesy: Google

ପ୍ରଶ୍ନ : ‘ବସ’ କୁ ଶୁଦ୍ଧ ଓଡିଆ ରେ କଣ କୁହାଯାଏ ?

ଉତ୍ତର : ବସ ପାଇଁ କିଛି ବିଶେଷ ଓଡିଆ ଶବ୍ଦ ନାହିଁ କିନ୍ତୁ ଏହା ପାଇଁ ଯାତ୍ରା ମୋଟର ବାହନ ଶବ୍ଦ ପ୍ରୟୋଗ କରା ଯାଏ ।

ପ୍ରଶ୍ନ : ବର୍ତମାନ ରେ କେଉଁ ଅଭିନେତାଙ୍କୁ ଜନକ ବି.ପି. ସାବଲରାମ ପୁରସ୍କାର ପ୍ରଦାନ କରା ଗଲା ?

ଉତ୍ତର : ସୁଧୀର ଦଲବୀଙ୍କୁ

ପ୍ରଶ୍ନ : ‘ବାର କାଉନ୍ସିଲ ଅଫ ଇଣ୍ଡିୟା’ ରେ ପାଞ୍ଚୋଟି ଜଜ କୁ ଛାଡି ଅନ୍ୟ ସବୁ ଜଜ ଦେଖା କରିବା ପାଇଁ କେତେ ସଦସ୍ୟ ଦଳ ଗଠନ କରିଛନ୍ତି ?

ଉତ୍ତର : ୭ଟି ଦଳ

Leave a Reply

Your email address will not be published. Required fields are marked *