IAS ଇନ୍ଟରଭିଉରେ ପଚରା ଯାଇଥିବା ପ୍ରଶ୍ନ: DSLR କ୍ୟାମେରାରେ DSLRର ଫୁଲଫର୍ମ କଣ? ୯୯% ପ୍ରତିଶତ ଲୋକ ଜାଣି ନଥିବେ ଏହାର ଉତ୍ତର

ଆମେ କୌଣସି ଚାକିରି ପାଇଁ ଗଲେ ପ୍ରଥମେ ଆମକୁ ଇନ୍ଟରଭିଉ ଦେବାକୁ ପଡିଥାଏ । ତେବେ ସେହି ଇନ୍ଟରଭିଉରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହା ଆମ ଭିତରୁ ବହୁତ ଲୋକଙ୍କୁ ଜଣା ନଥାଏ । ଏମିତି ଦେଖିବାକୁ ଗଲେ ସବୁ  ଇନ୍ଟରଭିଉ କଠିନ ହୋଇଥାଏ କିନ୍ତୁ ସବୁଠୁ ଅଧିକ କଠିନ ହେଉଛି IAS ହେବା ପାଇଁ ଯେଉଁ ଇନ୍ଟରଭିଉ ନିଆଯାଏ । ତେବେ ଆଜି ଆମେ ସେହି ବିଷୟରେ କିଛି କହିବୁ ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । କିଛି ଏଭଳି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ ଯାହା ଯଦି ଆପଣ ଜାଣିବେ ତ ହେଲେ କୌଣସି ବି ଇନ୍ଟରଭିଉ

୧) ସାଉଦି ଆରବରେ ରିଲିଜ ହୋଇଥିବା ଭାରତର ପ୍ରଥମ ଫିଲ୍ମ ନାମ କଣ?
ଉତ୍ତର: ଗୋଲ୍ଡ

୨) ଭାରତର ରାଷ୍ଟ୍ରୀୟ ଫଳର ନାମ କଣ?
ଉତ୍ତର: ଆମ୍ବ

୩) ଅଯୋଧ୍ୟାର ପୁରାତନ ନାମ କଣ?
ଉତ୍ତର: ସାକେତ

୪) DSLRର ଫୁଲଫର୍ମ କଣ?
ଉତ୍ତର: digital single lense reflection

Loading...

୫) ବିଶ୍ବର ସବୁଠାରୁ ବଡ ଦେଶର କୋଉଟା?
ଉତ୍ତର: ରୁଷ

୬) ଭଗବାନ ବୁଦ୍ଧଙ୍କୁ ଞାନର ପ୍ରାପ୍ତି କେଉଁଠି ହୋଇଥିଲା?
ଉତ୍ତର: ବୋଧଗୟା

୭) କେଉଁ ଦେଶରେ ସିଙ୍ଗଡା ଉପରେ ପ୍ରତିବନ୍ଧକ ଲଗାଯାଇଛି?
ଉତ୍ତର: ସୋମାଲିଆ

୮) ସପ୍ତାହର ପ୍ରଥମ ଦିନ କୋଉ ବାର ହୋଇଥାଏ?
ଉତ୍ତର: ରବିବାର

୯) କେଉଁ ଭିଟାମିନର ଅଭାବ ହେଲେ ରକ୍ତ ବହିବା ବନ୍ଦ ହୋଇନଥାଏ?
ଉତ୍ତର: ଭିଟାମିନ K

୧୦)  ଭାରତରେ ଇଣ୍ଟରନେଟର ବ୍ୟବହାର ପ୍ରଥମେ କେବେ ହୋଇଥିଲା?
ଉତ୍ତର: ୧୫ ଅଗଷ୍ଟ ୧୯୯୫

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *