ଆମେ କୌଣସି ଚାକିରି ପାଇଁ ଗଲେ ପ୍ରଥମେ ଆମକୁ ଇନ୍ଟରଭିଉ ଦେବାକୁ ପଡିଥାଏ । ତେବେ ସେହି ଇନ୍ଟରଭିଉରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହା ଆମ ଭିତରୁ ବହୁତ ଲୋକଙ୍କୁ ଜଣା ନଥାଏ । ଏମିତି ଦେଖିବାକୁ ଗଲେ ସବୁ ଇନ୍ଟରଭିଉ କଠିନ ହୋଇଥାଏ କିନ୍ତୁ ସବୁଠୁ ଅଧିକ କଠିନ ହେଉଛି IAS ହେବା ପାଇଁ ଯେଉଁ ଇନ୍ଟରଭିଉ ନିଆଯାଏ । ତେବେ ଆଜି ଆମେ ସେହି ବିଷୟରେ କିଛି କହିବୁ ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । କିଛି ଏଭଳି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ ଯାହା ଯଦି ଆପଣ ଜାଣିବେ ତ ହେଲେ କୌଣସି ବି ଇନ୍ଟରଭିଉ
୧) ସାଉଦି ଆରବରେ ରିଲିଜ ହୋଇଥିବା ଭାରତର ପ୍ରଥମ ଫିଲ୍ମ ନାମ କଣ?
ଉତ୍ତର: ଗୋଲ୍ଡ
୨) ଭାରତର ରାଷ୍ଟ୍ରୀୟ ଫଳର ନାମ କଣ?
ଉତ୍ତର: ଆମ୍ବ
୩) ଅଯୋଧ୍ୟାର ପୁରାତନ ନାମ କଣ?
ଉତ୍ତର: ସାକେତ
୪) DSLRର ଫୁଲଫର୍ମ କଣ?
ଉତ୍ତର: digital single lense reflection
୫) ବିଶ୍ବର ସବୁଠାରୁ ବଡ ଦେଶର କୋଉଟା?
ଉତ୍ତର: ରୁଷ
୬) ଭଗବାନ ବୁଦ୍ଧଙ୍କୁ ଞାନର ପ୍ରାପ୍ତି କେଉଁଠି ହୋଇଥିଲା?
ଉତ୍ତର: ବୋଧଗୟା
୭) କେଉଁ ଦେଶରେ ସିଙ୍ଗଡା ଉପରେ ପ୍ରତିବନ୍ଧକ ଲଗାଯାଇଛି?
ଉତ୍ତର: ସୋମାଲିଆ
୮) ସପ୍ତାହର ପ୍ରଥମ ଦିନ କୋଉ ବାର ହୋଇଥାଏ?
ଉତ୍ତର: ରବିବାର
୯) କେଉଁ ଭିଟାମିନର ଅଭାବ ହେଲେ ରକ୍ତ ବହିବା ବନ୍ଦ ହୋଇନଥାଏ?
ଉତ୍ତର: ଭିଟାମିନ K
୧୦) ଭାରତରେ ଇଣ୍ଟରନେଟର ବ୍ୟବହାର ପ୍ରଥମେ କେବେ ହୋଇଥିଲା?
ଉତ୍ତର: ୧୫ ଅଗଷ୍ଟ ୧୯୯୫