ଆଇଏସ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ଟ୍ରିକି ପ୍ରଶ୍ନ, ଯାହା ଶୁଣି ଆପଣ ମଧ୍ୟ ଭାବିବା ପାଇଁ ବିବସ ହୋଇଯିବେ

ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ । କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ ।

Image Courtesy: Google

ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଖୋଜି ଆଣିଛୁ ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିବାକୁ ଲାଗିବ ଏବଂ ଆପଣ ମଧ୍ୟ ଭାବିବେ ଏମିତିକା ପ୍ରଶ୍ନ ଉତ୍ତର ଭି ହୋଇଥାଏ ?

ପ୍ରଶ୍ନ ୧: ଆପଣ କେବଳ ୨ ପ୍ରୟୋଗ କରି ୨୩ କେମିତି ଲେଖି ପାରିବେ ?

ଉତ୍ତର : ୨୨ + ୨/୨

ପ୍ରଶ୍ନ ୨: ତାହା କଣ ହେଇଥାଏ ଯାହା ବର୍ଷ ଏବଂ ଶନିବାର ରେ ଥରେ ମାତ୍ର ଆସିଥାଏ ?

ଉତ୍ତର : ବର୍ଷ ଏବଂ ଶନିବାର ରେ ହିନ୍ଦୀ ଅକ୍ଷର ରେ ବ ଥରେ ମାତ୍ର ଆସିଥାଏ ।

Image Courtesy: Google

ପ୍ରଶ୍ନ ୪ : ଗୋଟେ ଟେବଲ ଉପରେ ପ୍ଳେଟରେ ଦୁଇଟି ଶେଉ ରଖା ହୋଇଛି, ଏହାକୁ ଖାଇବା ପାଇଁ ତିନୋଟି ଲୋକ ଅଛନ୍ତି ତେବେ କେମିତି ଭାଗ ହବ ?

ଉତ୍ତର : ଗୋଟେ ଟେବଲ ଉପରେ ଏବଂ ଦୁଇଟି ପ୍ଳେଟ ରେ ଶେଉ ଅଛି ତେବେ ୩ଟି ଶେଉ ଅଟେ ଏବଂ ୩ଟି ଲୋକ ସମସ୍ତେ ଗୋଟେ ଗୋଟେ ଖାଇବେ ।

ପ୍ରଶ୍ନ ୫ : ରୋହନ ମଇ ରେ ଜନ୍ମ ହେଲା, କିନ୍ତୁ ତାଙ୍କ ଜନ୍ମଦିନ ଜୁନ ରେ ଅଟେ ଏହା କେମିତି ସମ୍ଭବ ?

ଉତ୍ତର : ମଇ ଗୋଟେ ଜାଗା ନା, ଜୁନରେ ରୋହନ ଜନ୍ମ ହୋଇଥିଲା ।

ପ୍ରଶ୍ନ ୬ : ଆପଣ ଗୋଟେ କଞ୍ଚା ଅଣ୍ଡାକୁ କଠୋର ସ୍ଥାନରେ କେମିତି ରଖିବେ ଯାହା ଦ୍ଵାରା ଏହା ଭାଙ୍ଗିବ ନାହିଁ ?

ଉତ୍ତର : କଠୋର ସ୍ଥାନ ରେ ରଖିଲେ ଅଣ୍ଡା ଭାଙ୍ଗିବ ନାହିଁ, ଆପଣ କେମିତି ବି ଅଣ୍ଡା ଛାଡି ପାରନ୍ତି ।

Image Courtesy: Google

ପ୍ରଶ୍ନ ୭ : ଗୋଟେ ମଣିଷ ଆଠ ଦିନ ବିନା ନିଦ କେମିତି ରହିବେ ?

ଉତ୍ତର : କାହିଁକିନା ସେହି ଲୋକ ରାତିରେ ସୋଇବ ।

ପ୍ରଶ୍ନ ୯ : ମଣିଷକୁ ବିନା ପେରେସୁଟ ପ୍ଳେନ ବାହାରକୁ ବାହାର କରି ଦିଅନ୍ତି କିନ୍ତୁ ସେ ବଞ୍ଚି ଯାଏ ଏହା କେମିତି ସମ୍ଭବ ?

ଉତ୍ତର : କାହିଁକିନା ପ୍ଳେନ ସେହି ସମୟରେ ରନବେ ଉପରେ ଥିଲା ।

Leave a Reply

Your email address will not be published. Required fields are marked *