ଦିନେ ଏକତା କପୁର ସହିତ ବିବାହ କରିବାକୁ ରାଜି ଥିଲେ କରଣ ଯୋହର, କିନ୍ତୁ ରଖିଥିଲେ ଏହି ସର୍ତ୍ତ …

ଏକତା କପୁର ଓ କରଣ ଯୋହର ଦୁଇଜଣ ବହୁତ ଭଲ ସାଙ୍ଗ, ଦୁଇଜଣ ତାଙ୍କ କ୍ୟାରିୟର ରେ ବହୁତ ସଫଳତା ଅର୍ଜନ କରିଛନ୍ତି । ତାଙ୍କ ଦୋସ୍ତି ବିଷୟରେ ପୁରା ବଲିଉଡକୁ ଜଣା ଅଛି । କେବଳ ଏତିକି ନୁହେଁ ଆଙ୍କ ଭିତରେ ବହୁତ କଥା କମନ ଅଛି, ଯୋଊଥିରେ ଷ୍ଟାର କିଡଙ୍କ ଠାରୁ ନେଇ ସରୋଗେଶି ରେ ପ୍ୟାରେନ୍ଟ ବନିବା କଥା ସାମିଲ ଅଛି । ଏତିକି ନୁହେଁ ଆହୁରି ବହୁତ ଜିନିଷ କମନ ଅଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏହା ଭିତରେ ଏମାନଙ୍କ ସମାନତା ପରେ ବି ବିବାହ ର ଚର୍ଚ୍ଚା ବହୁତ କମ୍ ଲୋକଙ୍କୁ ଜଣା ।

ଗୋଟେ ଟାଇମ ଥିଲା ତାଙ୍କ ବିବାହ ର ଚର୍ଚ୍ଚା ଚାରିଆଡ଼େ ଥିଲା ଓ ମିଡ଼ିଆର ଖାସ୍ ନଜର ଥିଲା ୟାଙ୍କ ଉପରେ । ଏକ ଇଁଟେର ଭିଉ ରେ କରଣ ଖୋଲି କହିଥିଲେ କି”ଯଦି ଇ କତା କୁ ଠିକ୍ ଜୀବନ ସାଥି ନ ମିଳେ ତ ଆମେ ଦୁହେଁ ଦୁହିଁଙ୍କୁ ବିବାହ କରିବୁ । ମୋର ଓ ଏକତା ବିହାହରେ ଜିଆ ଖୁସି ହଉ କି ନା ହଉ ,କିନ୍ତୁ ମୋ ମା ବହୁତ୍ ଖୁସି ହେବା । କାରଣ ,ଯଦି ମୋର ଓ ଏକତା ର ବିବାହ ହେବ ତ ତାଙ୍କୁ ଏକତା ଙ୍କ ସେରିଆଲ ରେ ଆଗକୁ କଣ ହେବା ଜାଣିପାରିବେ ।

କହିବାକୁ ଚାହୁଁଚୁ କି କରଣ ଯୋହାର ଓ ଏକତା ବହୁତ ଭଲ ବନ୍ ଡିଂ ସେୟାର କରନ୍ତି, ଯେଉଁଥିରେ କି ଏ ଇ ଦୁଇ ଜଣ ଦୁଇଜଣ ଙ୍କ ପୋଷ୍ଟ ରେ ରିଆକ୍ସନ ଦିଅନ୍ତି । କରାନ୍ ଯୋହାର ଗୋଟେ ଫୋଟୋ ସେୟାର କରିଥିଲେ, ଯାଉଥିରେ ସେ ଧଳା ବାଳ ରେ ଦେଖା ଯାଇଥିଲେ ।

କମେନ୍ନ୍ଟ ରେ ଏକତା କହିଲେ କି ତାଙ୍କ ସୁପରହିଟ ସିରୀୟଲ୍ ‘କଷୋଟି ଜିନ୍ଦେଗି କେ’ ରେ ମିଷ୍ଟର୍ ବଜାଜ ରୋଲ ଅ ଫ ର କରି ଲେଖିଥିଲେ କି’ ମୋର ଗୋଟେ ଟିଭି ସିରିଆଲ ଚାଲିଛି,ଏହି ସିରିୟାଲ୍ ରେ ମିଷ୍ଟର ବଜାଜ ଙ୍କ ବାଳ ଧଳା ଓ ସେ ବହୁତ ମନମୁଗ୍ଧକର ଦେଖିବ ପାଇଁ । ଆମେ ଟିଭି ଶିରୀୟଲ୍ ରେ ଚେତା ବହୁତ ବଦଳେ ତମେ ଚାହିଁଲେ ଦୟାକରି ଟିଭି ରେ ଆସିପାରିବ, ଏଥି ଦର୍ଶକଙ୍କୁ ଖୁସି କରିବା ବହୁତ ସହଜ ଅଟେ ।

Leave a Reply

Your email address will not be published. Required fields are marked *