ଆଖି ରଙ୍ଗ ବଦଳୁଛି ତେବେ ହୋଇ ଯାନ୍ତୁ ସାବଧାନ, ଅଧ୍ୟୟନରୁ ଜଣା ପଡିଛି ସଂକ୍ରମଣର ନୂଆ ଲକ୍ଷଣ

ଦୁନିଆ ସାରା କ-ରୋନା ଭୂତାଣୁ ସଂକ୍ରମଣ ଦ୍ଵାରା ଚିନ୍ତିତ ଅଛନ୍ତି ତେବେ ଯେତେ ଶୀଘ୍ର ଏହା ବ୍ୟାପୀ ଚାଲିଛି ଏହାର ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି, ବର୍ତମାନ ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ଆଖି ରଙ୍ଗ ଉପରେ ମଧ୍ୟ ନିର୍ଭର କରୁଛି ଯେ ଲୋକକୁ କ-ରୋନା ସଂକ୍ରମଣ ଅଛି ବା ନାହିଁ, ଯେତେବେଳେ କ-ରୋନା ଚୀନ ବୁହାନ ରୁ ବାହାରିଥିଲା ସେତେବେଳେ ଏହାର ମାତ୍ର ଦୁଇଟି ଲକ୍ଷଣ ମୌଖ୍ୟ ଥିଲା ତେବେ ଜର ଏବଂ ଶୁଖିଲା କାସ, ଏହା ପରେ ଭୂତାଣୁ ବଢିବା ଦ୍ଵାରା ଏହା ଜଣା ପଡିଲା ଯେ ଏହା ଶ୍ଵାସ ଅସୁବିଧା ମଧ୍ୟ କରିଥାଏ ।

ତେବେ ବର୍ତମାନ ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାଇ ଭୂତାଣୁର ପ୍ରଲୋପ ଦ୍ଵାରା ଆପଣଙ୍କ ଆଖି ରଙ୍ଗ ମଧ୍ୟ ବଦଳି ଗୋଲାପି ହୋଇଥାଏ ତେବେ ଆପଣଙ୍କୁ ଭାଇରସ ସଂକ୍ରମଣ ହୋଇଛି ବୋଲି ଆଶଙ୍କା ଅଟେ ।

ଆମେରିକା ରେ ନେତ୍ର ବିଶେଷଷଜ୍ଞ ମାନଙ୍କ ଦ୍ଵାରା ସଂକ୍ରମିତ ରୋଗୀଙ୍କ ଉପରେ ଗୋଟେ ଅଧ୍ୟୟନ କରା ଯାଇଛି ଯାହା ଅପଡେଟ ଅନୁଯାଇ ଏହା କୁହା ଯାଇଛି ଯେ ଭୂତାଣୁ ସମ୍ବନ୍ଧିତ ଅନ୍ୟ ଲକ୍ଷଣ ଥିବା ସହ ପ୍ରାୟତଃ ରୋଗୀଙ୍କୁ ଏହା ନେତ୍ର ରଙ୍ଗ ହୋଇଛି ଏହା ସହ ଯେଉଁ ଲୋକଙ୍କ ଅନ୍ୟ ଲକ୍ଷଣ ନାହିଁ କିନ୍ତୁ ଏମିତିକା କିଛି ଲକ୍ଷଣ ଦେଖା ଯାଉଛି ତେବେ ତାଙ୍କର ମଧ୍ୟ କ-ରୋନା ଟେଷ୍ଟ କରା ଯାଉଛି ।

ଆମେରିକା ବିଶେଷଜ୍ଞ ଏହାକୁ ପ୍ରମାଣିତ କରିବା ପାଇଁ ବହୁତ ପ୍ରକାର ଅଧ୍ୟୟନ କଲେ ଏବଂ ଚାଇନା ଦ୍ଵାରା ମଧ୍ୟ ଏହା ସ୍ପଷ୍ଟ କରା ଯାଇଛି ଯେ ଆଖି ଲୁହ ଦ୍ଵାରା ମଧ୍ୟ କ-ରୋନା ସଂକ୍ରମଣ ବ୍ୟାପୀ ଯାଉଛି ତେବେ ଅଧ୍ୟୟନ ରେ ୩୮ ସଂକ୍ରମିତ ଲୋକଙ୍କ ଉପରେ ନଜର ରଖା ଗଲା ଏବଂ ତାଙ୍କ ନେତ୍ର ପରୀକ୍ଷଣ କରା ଗଲା ଯାହା ପରେ ୧୨ଟି ସଂକ୍ରମିତ ଲୋକଙ୍କ ଆଖି ଗୋଲାପି ହୋଇ ଯାଇଥିଲା ।

ଭୂତାଣୁ ଅନ୍ୟ ଲକ୍ଷଣ :

– ନିଶ୍ଵାସ ନବାରେ ଅସୁବିଧା ହବା ।

– ଜର ଆସିବା ସଂକ୍ରମଣ ମୁଖ୍ୟ କାରଣ ଅଟେ ।

– ଶୁଖିଲା କାଶ ହବା ମଧ୍ୟ ମୁଖ୍ୟ କାରଣ ଅଟେ ।

– ଭାଇରସ ଲକ୍ଷଣ ରେ ଥଣ୍ଡା ଲାଗିବା ଏବଂ ମୁଣ୍ଡ ବ୍ୟଥା ହବା ମଧ୍ୟ ମୁଖ୍ୟ କାରଣ ଅଟେ ।

ଏହି ସବୁ ଲକ୍ଷଣ ଛଡା ମଧ୍ୟ ବହୁତ ଅନ୍ୟ ଲକ୍ଷଣ ସଂକ୍ରମିତ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି । ଯେମିତିକି ସୁଙ୍ଘିବା ଏବଂ ସୁଆଦ କ୍ଷମତା କମିବା, ବେକ ଗଦ ଗଦ ଲାଗିବା ଏହାର ମୁଖ୍ୟ କାରଣ ବୋଲି କୁହା ଯାଉଛି ଏବଂ ଏହା ପରେ ବର୍ତମାନ ରେ ହୋଇଥିବା ଅଧ୍ୟୟନ ଅନୁଯାଇ ଆଖି ରଙ୍ଗ ଗୋଲାପି ପଡିବା ମଧ୍ୟ ମୁଖ୍ୟ କାରଣ ଅଟେ ।

Leave a Reply

Your email address will not be published. Required fields are marked *