Indian Railway ଜାରି କଲା ନୂଆ ନିୟମ, ଅଧିକ ଲଗେଜ ନେଲେ ଦେବାକୁ ପଡିବ ଜୋରିମାନା… କିଏ କେତେ ଲଗେଜ ନେଇ ପାରିବେ ଦେଖନ୍ତୁ ସମ୍ପୁର୍ଣ୍ଣ ବିବରଣୀ

ବନ୍ଧୁଗଣ ଯଦି ଆପଣ ଟ୍ରେନ ଯାତ୍ରୀ ତେବେ ସାବଧାନ ହୋଇ ଯାଅନ୍ତୁ । ଅଧିକ ଲଗେଜ ନେଲେ ଗଣିବେ ତଣ୍ଡ । ଭାରତୀୟ ରେଳବାହୀ ଅନେକ ସମୟରେ ପରିବର୍ତ୍ତନ କରିଥାଏ । ଠିକ ସେହିପରି ଆଉ ଏକ ନିୟମରେ ପରିବର୍ତ୍ତନ କରିଛି ଭାରତୀୟ ରେଳବାହୀ । ଏଠାରେ ଯାତ୍ରୀଙ୍କ ଟିକେଟ ନା ପ୍ଲାଟଫର୍ମ କୁ ନେଇ ନିୟମ ପରିବର୍ତ୍ତନ ହୋଇ ନାହି । ଏଠାରେ ଯାତ୍ରୀ ସାଙ୍ଗରେ ନେଉଥିବା ଲଗେଜ ଉପରେ କଟକଣା ଲଗାଇଛି ଭାରତୀୟ ରେଳବାହୀ । ଭାରତୀୟ ରେଳବାହିର ନିୟମ ଅନୁଯାୟୀ ନିର୍ଧାରିତ ସୀମା ଠାରୁ ଅଧିକ ଲଗେଜ ନେଉଥିବା ଟ୍ରେନ ଯାତ୍ରୀ ଧରା ପଡିଲେ ଜୋରିମାନାଗଣିବାକୁ ହେବ ।

ଯେତିକି ଲଗେଜ ପାଇଁ ବୁକିଙ୍ଗ କରା ଯାଇଛି ତା ଠାରୁ ଅଧିକ ଲଗେଜ ନେଇ ଯାତ୍ରା କରିପାରିବେ ନାହି ଯାତ୍ରୀ । ଅଧିକ ଲଗେଜ ନେଇ ଯାତ୍ରା କରୁଥିବା ଯାତ୍ରୀ ଯଦି ଧରା ପଡିବେ ତେବେ ତାଙ୍କ ଠାରୁ ସାଧାରଣ ତୁଳନାରେ ୬ ଗୁଣା ରାଶି ଜୋରିମାନା ଆଦାୟ କରାଯିବ । ତେବେ ଯାତ୍ରୀ ମାନେ ବିଭିନ୍ନ ଶ୍ରେଣୀର କୋଚ ଅନୁଯାୟୀ ୪୦ ରୁ ୭୦କିଲୋ ଯାଏଁ ଲଗେଜ ସାଙ୍ଗରେ ନେଇ ପାରିବେ ।

ତା ଠାରୁ ଅଧିକ ଲଗେଜ ନେବାକୁ ହେଲେ ଅତ୍ୟଧିକ ଶୁଳ୍କ ଦେବାକୁ ପଡିବ ବୋଲି କୁହା ଯାଇଅଛି । ତେବେ ଆସନ୍ତୁ ଜାଣିବା କେଉଁ କୋଚ ରେ ଗଲେ କେତେ ଓଜନର ଲଗେଜ ନେଇ ପାରିବେ ଯାତ୍ରୀ । ଏସି ପ୍ରଥମ ଶ୍ରେଣୀର ଯାତ୍ରୀ ମାନେ ମାଗଣାରେ ୭୦କେଜି ଓ ସର୍ବାଧିକ ୧୫୦କେଜିର ଲଗେଜ ନେଇ ପାରିବେ ।

ସେହିପରି ଏସି ଟାୟାର-୨ ବା ଫାଶ କ୍ଳାସ ଯାତ୍ରୀ ମାନେ ମାଗଣାରେ ୫୦କେରଜି ଓ ସର୍ବାଧିକ ୧୦୦ କେଜି ଯାଏଁ ନେବେ । ଏସି ଚେୟାର ଯାତ୍ରୀ ମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୪୦ କେଜି, ସ୍ଳିପର ଶ୍ରେଣୀର ଯାତ୍ରୀ ମାଗଣାରେ ୪୦ କେଜି ଓ ସର୍ବାଧିକ ୮୦ କେଜି, ଦିତୀୟ ଶ୍ରେଣୀର ଯାତ୍ରୀ ମାଗଣାରେ ୩୫ କେଜି ଓ ସର୍ବାଧିକ ୮୦ କେଜି ଲଗେଜ ନେଇ ପାରିବେ ।

ଲଗେଜ ପାଇଁ ସର୍ବନିମ୍ନ ଶୁଳ୍କ ହେଉଛି ୩୦ ଟଙ୍କା । ଲଗେଜର ଧରି ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ରେନ ଛାଡିବାର ୩୦ ମିନିଟ ପୁବର୍ରୁ ବୁକିଙ୍ଗ ଷ୍ଟେସନର ଲଗେଜ ଅଫିସରେ ଫଞ୍ଚିବାକୁ ପଡିବ । ତ ଉକେଟ ବୁକିଙ୍ଗ ବେଳେ ମଧ୍ୟ ଲଗଜର ଆଗୁଆ ବୁକିଙ୍ଗ ହୋଇ ପାରିବ । ସର୍ବନିମ୍ନ ଯେତିକି ଜିନିଷ ଦରାକର ତାହା ନେଇ ଯାତ୍ରା କରିବାକୁ ରେଳବାହୀ ପକ୍ଷ ରୁ ଯାତ୍ରୀ ମାନଙ୍କୁ ଆହ୍ଵାନ ଦିଆ ଅଯାଇଛି ।

ରେଳ ମନ୍ତ୍ରାଳୟ ଟ୍ବିଟ କରି ଜଣାଇଛି ଯେ ଯଦି ଅହଡିକ ଲଗେଜ ରହିବ ତେବେ ଯାତ୍ରା ଶୁଳ୍କ କମିଯିବ । ଟ୍ରେନରେ ଯାତ୍ରା କରିବା ସମୟରେ ଅହଡିକ ଲଗେଜ ନିଅନ୍ତୁ ନାହି । ଯଦି ଅଧିକ ଲଗେଜ ଅଛି ତେବେ ପାର୍ସଲ ଅଫିସକୁ ସାହାଜ୍ଯ କରିବା ପାଇଁ ବୁକଳିଙ୍ଗ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *