Interesting GK Questions – ଆପଣଙ୍କ ମାମୁଁଙ୍କ ପୁଅର ସ୍ତ୍ରୀ ର ଶାଶୁଙ୍କର ଶାଶୁ ଆପଣଙ୍କର ପିତାଙ୍କର କଣ ହେବ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଅଛି ଯାହା ଶୀତ ହେଉ ବା ଗରମ ହେଉ ସର୍ବଦା ଗରମ ରହିଥାଏ ?

ଉତ୍ତର- ଗରମ ମସାଲା

୨- ଏମିତି କଣ ଅଛି ଯାହା ଥଣ୍ଡାରେ ତରଳିଥାଏ ?

ଉତ୍ତର- ମହମବତୀ

୩- ଲୋକେ ଥଣ୍ଡାରେ ଆଳୁ ପରଟା ଖାଇଆବାକୁ କାହିଁକି ପସନ୍ଦ କରିଥାନ୍ତି ?

ଉତ୍ତର- ମୋଟା ହେବା କାରଣରୁ

୪- କଣ ସାପ ନିଜ ଅଣ୍ଡା ନିଜେ ଖାଇଥାଏ ?

ଉତ୍ତର- ହଁ

୫- ଗଛରେ ଧଳା ରଙ୍ଗ କେଉଁ କାରଣ ପାଇଁ ଲଗାଯାଏ ?

ଉତ୍ତର- ସାର୍ବଜନୀକ ହେବା କାରଣରୁ

୬- ସାର୍ବଜନିକ ଗଛ କାଟିବାରୁ କଣ ହୋଇଥାଏ ?

ଉତ୍ତର- ଜୋରିମାନା ଲାଗିଥାଏ

୭- ରକ୍ତ ଦାନ କରିବାର କଣ ଫାଇଦା ହୋଇଥାଏ ?

ଉତ୍ତର- ଶରୀରରେ ନୂଆ ରକ୍ତ ହୋଇଥାଏ

୮- ମୋବାଇଲ ଡାଟା ସବୁବେଳେ ଚାଲୁ ରହିବେ କଣ କ୍ଷତି ହୋଇଥାଏ ?

ଉତ୍ତର- ଫୋନ ହ୍ୟାଙ୍ଗ ହୋଇପାରେ

୯- ହୱାଇ ଜାହାଜରେ କର୍ମଚାରୀଙ୍କ ପାଇଁ କାହାକୁ ରଖାଯାଏ ?

ଉତ୍ତର- ଝିଅଙ୍କୁ

୧୦- ଭଗବାନ ଶଙ୍କରଙ୍କ ସ୍ତ୍ରୀଙ୍କ ଅନାମ କଣ ?

ଉତ୍ତର- ପାର୍ବତୀ

୧୧- ଛୋଟ ଛୁଆ ଶୋଇବା ଅବସ୍ଥାରେ କଣ ପାଇଁ ହସିଥାନ୍ତି ?

ଉତ୍ତର- କାରଣ ସେମାନେ ଭଗବାନଙ୍କ ରୂପ ହୋଇଥାନ୍ତି

୧୨- ଚୋରୀ କରିବା ପରେ ଦଣ୍ଡ କାହିଁକି ଶୁଣାଯାଏ ?

ଉତ୍ତର- କମ୍ଜୋରି ଆସିବା କାରଣରୁ

୧୩- କେଉଁ ରାଜ୍ୟର ଲୋକେ ଅଧିକ ମଦ୍ୟପାନ କରିଥାନ୍ତି ?

ଉତ୍ତର- ବିହାର

୧୪- ଭାରତର ଲୋକେ ତାଜମହଲ ତଳକୁ କଣ ପାଇଁ ଯାଆନ୍ତି ନାହି ?

ଉତ୍ତର- କାରଣ ସେଠାକୁ ଯିବା ପାଇଁ ମନା

୧୫- ଏମିତି କେଉଁ ଜୀବ ଅଛି ଯିଏ ପାଣି ପିଏ ନାହି ?

ଉତ୍ତର- ମେଢକ

୧୬- କଣ ଭାରତରେ ଏବେ ବି ହରିଣ ଦେଖାଯାଏ ?

ଉତ୍ତର- ହଁ

୧୭- ସର୍ବ ପ୍ରଥମେ କେଉଁ ଜୀବର ଉତ୍ପତି ହୋଇଥିଲା ?

ଉତ୍ତର- ମଣିଷ

୧୮- ମୁସଲମାନ ଲୋକେ କାହିଁକି ଟୋପି ପିନ୍ଧିଥାନ୍ତି ?

ଉତ୍ତର- ପୁରୁଣା ପରମ୍ପରା କାରଣରୁ

୧୯- ସାପ ବିନ ବାଜିବା ପରେ କଣ ପାଇଁ ଅନଚିଠାଏ ?

ଉତ୍ତର- ବୀନ ସେମାନଙ୍କୁ ମଜବୁର କରିଥାଏ

୨୦- କଣ ବୀୟର ପିଇବା ଦ୍ଵାରା ସତରେ ଓଜନ ବଢିଥାଏ ?

ଉତ୍ତର- ନାଁ

୨୧- ତାସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ

୨୨- ସୁନାର ଗାଡି କେଉଁ ଦେଶରେ ଚାଲିଥାଏ ?

ଉତ୍ତର- ସାଉଦି ଆରବ

୨୩- ସବୁଠାରୁ ବଡ ଅଣ୍ଡା କେଉଁ ପଶୁର ହୋଇଥାଏ ?

ଉତ୍ତର- ସୁତୁରମୁର୍ଗ

୨୪- କେଉଁ ଦେଶରେ ସବୁଠାରୁ ଅଧିକ ସିନେମା ହଲ ଅଛି ?

ଉତ୍ତର- ଚୀନ

୨୫- ଆପଣଙ୍କ ମାମୁଁଙ୍କ ପୁଅଙ୍କ ସ୍ତ୍ରୀ ର ଶାଶୁ ସହ ଆପଣଙ୍କର ପିତାଙ୍କର କଣ ସମ୍ପର୍କ ହେବ ?

ଉତ୍ତର- ଶାଶୁ ହିଁ ଲାଗିବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *