ବିବାହିତା ନାରୀ ଆପଣଙ୍କୁ ପସନ୍ଦ କରୁଥିଲେ ଦିଅନ୍ତି ଏହି 7ଟି ଗୁପ୍ତ ଇସାରା- Love Tips

ଅନେକ ସମୟରେ ମହିଳାମାନେ ଇଚ୍ଛା କରିଥାନ୍ତି ଶାରୀସୃକ ସମ୍ପର୍କ ରଖିବା ପାଇଁ ଯାହା କିଛି ପୁରୁଷ ମାନେ ବୁଝିପାରନ୍ତି ନାହି । ମହିଳାମାନେ କିଛି ଏମିତି ସଂକେତ ଦେଇଥାନ୍ତି ଯାହା ଦ୍ଵାରା ଜଣା ପଡିଥାଏ ସେମାନଙ୍କର ସମ୍ପର୍କ ରଖିବାକୁ ଇଚ୍ଛା ରହିଛି । ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଙ୍କ ଠାରେ କାମନା ଅଧିକ ରହିଥାଏ । ଆଜି ଆମେ ଆପଣଙ୍କୁ ନାରୀ ଶାରୀରିକ ସମ୍ପର୍କ ରଖିବା ଇଚ୍ଛୁକ ଥିବାର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

୧- ଯେବେ ନାରୀ ଶାରୀରିକ ସମ୍ପର୍କ ରଖିବାର ଇଚ୍ଛା ରଖିଥାନ୍ତି ସେମାନେ ଗଭୀର ନିଶ୍ଵାସ ନେଇଥାନ୍ତି ଯାହା ଦ୍ଵାରା ଜଣା ପଡିଥାଏ । ସେମାନେ ଏମିତି କରି ନିଜ ସାଥିଙ୍କୁ ଇସାରା ଦେଇଥାନ୍ତି । ସବୁ ନାରୀ ନିଜ ପାର୍ଟନରଙ୍କୁ ସମ୍ପର୍କ ରଖିବା ପାଇଁ ସିଧା ସଳଖ କହିପାରନ୍ତି ନାହି ।

୨- ଅନେକ ମହିଳା ନିଜ ଓଠକୁ ଚୋବାଇ ଖେଳିଥାନ୍ତି ତେବେ ଜଣା ପଡିଥାଏ ସେମାନେ ନିଜ ସାଥିଙ୍କ ସହ ସମ୍ପର୍କ ରଖିବାକୁ ଆଗ୍ରହୀ ଅଛନ୍ତି । ଏମିତି ମହିଳା କାମାତୁର ହୋଇଥାନ୍ତି । ଯେବେ ଏମାନଙ୍କୁ ସମ୍ପର୍କ ରଖିବାର ଇଚ୍ଛା ହୋଇଥାଏ ସେମାନେ ଏଭଳି ଇସାରା ଦେଇଥାନ୍ତି ।

୩- ଯେବେ ସ୍ତ୍ରୀ ନିଜ କେଶ ସହ ଖେଳିଥାନ୍ତି ସେମାନେ ଇସାରା ଦେଇଥାନ୍ତି ସମ୍ପର୍କ ରଖିବା ପାଇଁ । ଯେବେ ସେମାନେ ନିଜ କେଶ ଖୋଲି ସଜାଇ ହୋଇଥାନ୍ତି ତେବେ ସମ୍ପର୍କ ରଖିବା ପାଇଁ ଇଚ୍ଛୁକ ଅଛନ୍ତି ବୋଲି ଜାଣ ପଡିଥାଏ ।

୪- ଯେବେ କୌଣସି ସ୍ତ୍ରୀ କାହାକୁ ପସନ୍ଦ କରିଥାଏ ସେ ଇସାରେ କହିଥାନ୍ତି । ଏହାର ବିପରୀତ ପୁରୁଷ ନିଜର ପ୍ରେମର ଇଝାର ଖୁଲମଖୁଲା କରିଥାନ୍ତି । କିନ୍ତୁ ପ୍ରତେକ ସ୍ତ୍ରୀ ନିଜର ପ୍ରେମର ଇଜହାର ଖୋଲା ଖୋଲି କରନ୍ତି ନାହି । ଯେବେ କୌଣସି ସ୍ତ୍ରୀ କଥା ହେବା ସମୟରେ ନିକଟତର ହେବା ସହ ନିଜ ସତହୀଙ୍କୁ ଛୁଇଁବା ପାଇଁ ଚେଷ୍ଟା କରୁଥାନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରିବା ସହ ତାଙ୍କର କରିବାକୁ ଇସାରା ଦେଇଥାନ୍ତି ।

୫- ଯେବେ କୌଣସି ନାରୀ ନିଜ ହାତ ବା ଗୋଡକୁ ହଲାଇଥାନ୍ତି ବା ଶରୀର ଉପରେ ହାତ ରଖି ଆପଣଙ୍କୁ ଦେଖିଥାନ୍ତି ତେବେ ସେ ଆପଣଙ୍କୁ ସମ୍ପର୍କ ରଖିବା ପାଇଁ ଇସାରା ଦେଇଥାନ୍ତି । ଅନେକ ନାରୀ ନିଜର ବାହୁ ଓ ବେକ ଉପରେ ହାତ ଦେଇ ସଂକେତ ଦେଇଥାନ୍ତି ସେ ଆପଣଙ୍କୁ ପସନ୍ଦ କରିଥାନ୍ତି ।

୬- ମହିଳା ମାନେ କଥା କହିବାର ସବୁଠାରୁ ବଡ ଶୈଳୀ ହେଉଛି ଆଖିରେ ଇସାରା କରି । କୌଣସି ସ୍ତ୍ରୀ ଆପଣ ଙ୍କ ଆଖିରେ ଲଗାତାର ଦେଖି ଇସାରା କରୁଛି ବା କେଶ ସହ ଖେଳୁଛି ତେବେ ଏହାର ଅର୍ଥ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ନାରୀ ଆଖିରେ ଆଖି ମିଶାଇ ଅନେକ କଥା କହିଥାନ୍ତି ଯାହା ବୁଝିବା ଦରକାର ।

୭- ଯେବେ କୌଣସି ସ୍ତ୍ରୀ ଆପଣଙ୍କ କାନରେ ଆସି ପ୍ରେମର କଥା କହିଥାନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରିଥାନ୍ତି ବୋଲି ଜଣା ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *